Google Pay ବ୍ୟବହାର କରୁଛନ୍ତି କି? ମୋବାଇଲ ରିଚାର୍ଜ ପରେ ଏବେ ପେମେଣ୍ଟ ପାଇଁ ଦେବାକୁ ପଡିବ ଚାର୍ଜ
ନୂଆଦିଲ୍ଲୀ,୨୧।୨:ଯଦି ଆପଣ ମଧ୍ୟ ଆପଣଙ୍କ ଘରର ବିଦ୍ୟୁତ ବିଲ ପୈଠ କରିବା ପାଇଁ Google Pay ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। UPI ଠାରୁ ଆରମ୍ଭ କରି ବିଲ ପେମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ…
ଶେଷ ହେଲା ଅପେକ୍ଷା, ଆଜିଠୁ iPhone 16e ପାଇଁ ବୁକିଂ ଆରମ୍ଭ, ଆପଲ ଦେଉଛି ଅଫର
ନୂଆଦିଲ୍ଲୀ,୨୧।୨: ୧୯ ଫେବୃଆରୀରେ ଭାରତରେ ସମ୍ପୂର୍ଣ୍ଣ ନୂତନ iPhone 16E ଲଞ୍ଚ କରିଥିଲା। ଏହି ଫୋନର ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଯେତେବେଳେ ବିକ୍ରୟ ୨୮ ଫେବୃଆରୀ, ୨୦୨୫ ରୁ ଆରମ୍ଭ ହେବ। ଆପଣ ଏହି ଫୋନକୁ ପ୍ରତି ମାସରେ ପ୍ରାୟ…
Apple ୟୁଜର୍ସଙ୍କୁ ବଡ଼ ଝଟକା: iPhone 16e ଲଞ୍ଚ୍ ପରେ କମ୍ପାନୀ ବନ୍ଦ କଲା ଏହି ଆଇଫୋନ, ଲିଷ୍ଟ ଦେଖନ୍ତୁ…
ନୂଆଦିଲ୍ଲୀ,୨୦।୨: ଅଗ୍ରଣୀ ଟେକ୍ କମ୍ପାନୀ ଆପଲ ଏହାର ସୁଲଭ ମୂଲ୍ୟର ଆଇଫୋନ ୧୬ଇ ଲଞ୍ଚ୍ କରିଛି। ଏହି ନୂତନ ଫୋନ ଲଞ୍ଚ କରିବା ପରେ, କମ୍ପାନୀ ଆନୁଷ୍ଠାନିକ ଭାବରେ ଏହାର 3ଟି ଡିଭାଇସ ବନ୍ଦ କରିଦେଇଛି। ଏହି ତାଲିକାରେ ଆଇଫୋନ ଏସ୍ଇ,…
୧୧୯ଟି ଆପ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଲେ ଭାରତ ସରକାର, ପ୍ରଭାବିତ ହେବେ ଏହି ଦେଶ
ନୂଆଦିଲ୍ଲୀ,୨୦।୨: ସରକାର ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ଅପସାରଣ ଅନୁରୋଧଗୁଡ଼ିକୁ ଟ୍ରାକ୍ କରୁଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସାଇଟ୍ ଲୁମେନ୍ ଡାଟାବେସ୍ରେ ଗୁଗୁଲ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଉପଲବ୍ଧ ପ୍ରାୟ ୧୧୯ଟି ଆପ୍ ବ୍ଲକ୍…
ଗୋପାଳପୁରରେ ହେବ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ
ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା):ଗ୍ରୀଡ୍କୋ ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ ଆକ୍ସେସ୍ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍ ଏଚ୍ ୨ ପ୍ରାଇଭେଟ୍ ଲିମିଟେଡ୍୍ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫…
ଏମ୍ଇଏଆଇ ପକ୍ଷରୁ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର,୨୦।୨(ଅନୁରାଧା ମହାରଣା): ହାଇଦ୍ରାବାଦସ୍ଥିତ ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଏମ୍ଇଏଆଇ) ପକ୍ଷରୁ ‘ଖଣିଜ ଖଣି ଖନନ: ଆତ୍ମନିର୍ଭର ବିକଶିତ ଭାରତ ୨୦୪୭ ଦିଗରେ ଅଗ୍ରଗାମୀ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ଦ୍ୱିତୀୟ ଦିନରେ ଖଣି କ୍ଷେତ୍ର,…
ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ପାଇଁ ଲୋନ୍ ମେଳା
ଭୁବନେଶ୍ୱର,୨୦।୨(ଅନୁରାଧା ମହାରଣା): ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ସହଯୋଗରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ (ଓସ୍ମେ) ପକ୍ଷରୁ ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ବୁଧବାର ଏକ ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୋରଶିପ ଡେଭେଲପମେଣ୍ଟଠାରେ…
ଲକ୍ଷେ ଟପିପାରେ ସୁନା ଦର
ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା): କେତେକ ବୈଶ୍ୱିକ କାରଣରୁ ସୁନା ଦର ୧୦ ଗ୍ରାମ୍ ପିଛା ଲକ୍ଷେ ଟଙ୍କା ଟପିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ୍ ସୁନା ରିଜର୍ଭରୁ ଆମେରିକାର ସୁନା ମଗାଇବା…
Teslaରେ ଚାକିରି ଲାଗି ଅନ୍ଲାଇନ୍ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…
ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍ଲା କାର୍ ଭାରତରେ ପ୍ରବେଶ କରିବାକୁ ଯାଉଛି। ମସ୍କଙ୍କ କମ୍ପାନୀ ଟେସଲା ମୋଟର୍ସ ଭାରତୀୟ ଲୋକଙ୍କ ପାଇଁ…
ଆଜି ଲଞ୍ଚ ହେବ ଆପଲ୍ର ସବୁଠାରୁ ଶସ୍ତା iPhone, ଜାଣନ୍ତୁ ଦାମ୍, ଫିଚର୍ସ
ନୂଆଦିଲ୍ଲୀ,୧୯।୨: ଆପଲ୍ ପ୍ରତିବର୍ଷ ଏହାର ଉତ୍ପାଦଗୁଡ଼ିକ ଅପଡେଟ୍ କରିଥାଏ। ବିଶେଷକରି କମ୍ପାନୀ ଏହାର ଆଇଫୋନ୍ ଗୁଡିକ ପ୍ରତିବର୍ଷ ଅପଡେଟ୍ କରେ। ଏଥର ମଧ୍ୟ, ଟେକ୍ ଜଗତର ନଜର Appleର ଆଗାମୀ ଲଞ୍ଚ ଇଭେଣ୍ଟ ଉପରେ ରହିଛି, ଯେଉଁଠାରେ କମ୍ପାନୀ ଏହାର ସୁଲଭ…
Bsnl Offers: ଆସିଲା ବମ୍ପର ଅଫର୍, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ
ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ ଅଧିକ ଟଙ୍କା ପାଇଁ କମ ବୈଧତା ଏବଂ ସୁବିଧା ପ୍ରଦାନ କରୁଛନ୍ତି। ସରକାରୀ ଟେଲିକମ…
ଆସିଲା PM Kisan ଲିଷ୍ଟ, ଆଉ ୫ଦିନ ପରେ ଏମାନଙ୍କ ଖାତାକୁ ଯିବ ଟଙ୍କା…
ନୂଆଦିଲ୍ଲୀ,୧୯।୨: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି। ଆଉ ପାଞ୍ଚ ଦିନ ପରେ,…

