ବାଣିଜ୍ୟ

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା। ସୁଯୋଗର ସଦୁପଯୋଗ କରି ସର୍ବଦା ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସମଶେର୍‌…

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା। ନିକଟରେ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) UPS କାର୍ଯ୍ୟକାରୀ କରିବା…

ଜରୁରୀକାଳୀନ ପରିସ୍ଥିତି ପାଇଁ କେମିତି ଜମା କରିବେ ଟଙ୍କା, ସରଳ ଉପାୟରେ ଜାଣନ୍ତୁ

କୌଣସି ଜରୁରୀକାଳୀନ ପରିସ୍ଥିତି ସୂଚନା ଦେଇ ଆସେନାହିଁ। ଭବିଷ୍ୟତରେ ଆମକୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆମକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ। ଜରୁରୀକାଳୀନ ପରିସ୍ଥିତିରେ ଟଙ୍କାର ଅଭାବକୁ ଏଡାଇବା…

Gold vs FD: ସୁନା ନା FD କେଉଁଥିରେ ନିବେଶ କଲେ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୩: ଭାରତରେ ସୁନା ନିବେଶକୁ ପାରମ୍ପରିକ ଭାବରେ ଏକ ସୁରକ୍ଷିତ ଏବଂ ଅଧିକ ପସନ୍ଦର ନିବେଶ ବିକଳ୍ପ ଭାବରେ ବିବେଚନା କରାଯାଏ। ଯଦି କେହି ସୁନାରେ ସବୁଠାରୁ ଅଧିକ ନିବେଶ କରନ୍ତି, ତେବେ ସେ ହେଉଛନ୍ତି ନିମ୍ନ ଆୟକାରୀ ପରିବାର ଏବଂ…

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମୁଜାଫରନଗର ଅଞ୍ଚଳ ଏହାର ଉଚ୍ଚମାନର ଆଖୁ ପାଇଁ ପ୍ରସିଦ୍ଧ। GI (ଭୌଗୋଳିକ ସୂଚକ) ମୁଖ୍ୟତଃ…

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏବେ ସରକାର ଦେଶରୁ ପିଆଜ ରପ୍ତାନି କରିବା ସହଜ କରିଦେଇଛନ୍ତି,…

Post Officeର ଏହି ଦମଦାର ସ୍କିମ୍‌ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ

ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା। ଏହି ପୋଷ୍ଟ ଅଫିସ ଯୋଜନାରେ ନିବେଶ ସମୟ ସୀମା ୩୧ ମାର୍ଚ୍ଚ, ୨୦୨୫…

ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ

ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜିଥିବା ବ୍ୟକ୍ତିତ୍ୱ ଜଣକ ହେଲେ ଦେବାଶିଷ ପଟ୍ଟନାୟକ। ପ୍ରଥମେ ଏୟାରକ୍ରାଫ୍ଟ ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ମାତ୍ର କାଠ ଏବଂ ମଡ୍ୟୁଲାର ଫର୍ନିଚର ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହୁଥିଲା। ୟୁରୋପର ବିଭିନ୍ନ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…

ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାକୁ ଘୋଷଣା…

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି।…

30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’

ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X…

ଉତ୍ସର୍ଗୀକୃତ ମନୋଭାବ ସଫଳତା ଆଣିଦେବ

୧୯୭୯ ମସିହାରେ ବଲାଙ୍ଗୀରରେ ଯୁବୋଦ୍ୟୋଗୀ ବ୍ରିଜେଶ ମେହେରଙ୍କ ଜନ୍ମ। ବ୍ୟବସାୟ କ୍ଷେତ୍ରରେ ଏକାଗ୍ରତା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ବ୍ରିଜେଶ ମିନରବା ଜୁଏଲର୍ସରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ । ପରେ ମିନରବା ଅଟୋମୋବାଇଲ୍ସ ନାଁରେ ଡିଲରଶିପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri