ବାଣିଜ୍ୟ

ବୁଧବାରଠୁ ବଦଳିଯିବ ଏହି ୭ ବଡ଼ ନିୟମ, ମଧ୍ୟବିତ୍ତଙ୍କ ପକେଟ୍‌ ହେବ ଖାଲି!

ନୂଆଦିଲ୍ଲୀ,୩୦।୯: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି, ଏବଂ ଆସନ୍ତାକାଲି ଅକ୍ଟୋବର ୨୦୨୫ ଆରମ୍ଭ ହେଉଛି। ଏହା ସହିତ, ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଜୀବନ ଏବଂ ଆର୍ଥିକ ଯୋଜନାକୁ ସିଧାସଳଖ ପ୍ରଭାବିତ କରିପାରେ। ଟ୍ରେନ…

ବଡ଼ ସଫଳତା ହାସଲ କଲା VerSe Innovation: ଗୋଟିଏ ବର୍ଷରେ ୮୮% ରାଜସ୍ବ ବୃଦ୍ଧି

ନୂଆଦିଲ୍ଲୀ,୩୦।୯: ଭାରତର ପ୍ରମୁଖ ସ୍ଥାନୀୟ ଭାଷା ଏବଂ AI-ଭିତ୍ତିକ ପ୍ରଯୁକ୍ତିବିଦ୍ୟା କମ୍ପାନୀ VerSe Innovation ଆର୍ଥିକ ବର୍ଷ ୨୦୨୫ (FY25) ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନୀ କେବଳ ଏହାର ରାଜସ୍ବ ୮୮% ବୃଦ୍ଧି କରିନାହିଁ ବରଂ ଖର୍ଚ୍ଚ ମଧ୍ୟ…

ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଲା ଟଙ୍କା: ଚିନ୍ତାରେ ନିବେଶକ

ମୁମ୍ବାଇ,୩୦ା୯(ପି.ଟି.):ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ରେକର୍ଡ ହ୍ରାସ ପାଇଛି। ଟଙ୍କା ମୂଲ୍ୟ ୭ ପଇସା କମି ୧ ଡଲାର ମୂଲ୍ୟ ୮୮ ଟଙ୍କା ୭୯ ପଇସାରେ ପହଞ୍ଚତ୍ଛି। ବୈଶ୍ୱିକ ବାଣିଜ୍ୟରେ ଅନିଶ୍ଚିତତା ଏବଂ ଭାରତୀୟ ଆଇଟି ସେବା ରପ୍ତାନି…

RBI’ର ନୂଆ ନିୟମ: ମୃତ ଆକାଉଣ୍ଟଧାରୀଙ୍କ ଟଙ୍କା ଉଠାଇବା ହେବ ସହଜ

ମୁମ୍ବାଇ,୨୯।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୃତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରିବାର ପାଇଁ ଦାବି ନିଷ୍ପତ୍ତି ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିବାକୁ ନୂଆ ନିୟମ ଘୋଷଣା କରିଛି। ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ ଓ ଲକର…

ସୁନା-ରୁପା ମୂଲ୍ୟ ରେକର୍ଡ ସ୍ତରରେ: ପାର୍ବଣ ଋତୁରେ କେଉଁଟା କିଣିବା ଭଲ?

ମୁମ୍ବାଇ,୨୯।୯: ସୋମବାର, ୨୯ ସେପ୍ଟେମ୍ବରରେ ସୁନା ଓ ରୁପାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକାର ଡଲାର ମୂଲ୍ୟ ହ୍ରାସ ଓ ଫେଡେରାଲ ରିଜର୍ଭର ସୁଧ ହାର କମାଇବା ଆଶା ଏହାର ମୁଖ୍ୟ କାରଣ। ଏହା ସହ ପୂଜା ଋତୁରେ ଚାହିଦା…

ଭାରତୀୟ ପରିବାରର ସମ୍ପତ୍ତି ୨୦୨୪ରେ ୧୪.୫% ବୃଦ୍ଧି ପାଇଛି, ଗତ ୮ ବର୍ଷରେ ସର୍ବାଧିକ: ରିପୋର୍ଟ

ନୂଆଦିଲ୍ଲୀ,୨୯।୯: ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଜାରଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ଉଭା ହୋଇଛି। ଏକ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୪ରେ ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ସମ୍ପଦ ବାର୍ଷିକ ହିସାବରେ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା…

କେନ୍ଦ୍ର ସରକାରଙ୍କ ପିଏମ ଇ-ଡ୍ରାଇଭ୍ ଯୋଜନା: ମିଳିବ ୨୦୦୦ କୋଟି ଟଙ୍କାର ସବସିଡି

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ପିଏମ ଇ-ଡ୍ରାଇଭ ଯୋଜନା ଅଧୀନରେ ସହର ଓ ରାଜପଥଗୁଡ଼ିକରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ପାଇଁ ୨୦୦୦ କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି। ଭାରୀ ଶିଳ୍ପ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାରୀ ଅଫିସ, ହସ୍ପିଟାଲ,…

ଅକ୍ଟୋବରରେ ୨୧ ଦିନ ଛୁଟି ରହିବ ବ୍ୟାଙ୍କ: ଦେଖନ୍ତୁ ପୂରା ଲିଷ୍ଟ୍‌

ନୂଆଦିଲ୍ଲୀ,୨୯।୯: ସାରା ଦେଶରେ ପର୍ବପର୍ବାଣୀ ଆରମ୍ଭ ହେବା ସହିତ ନବରାତ୍ରି ଉତ୍ସବ ଆରମ୍ଭ ହୋଇଛି। ବ୍ୟାଙ୍କଗୁଡ଼ିକ ଦୁର୍ଗା ପୂଜା ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଛୁଟି ରହିବ। ଏହା ସହିତ, ଦଶହରା, ଦୀପାବଳି, ଛଠ ପୂଜା ଏବଂ ଭାଇଦୂଜ ଭଳି ପର୍ବଗୁଡ଼ିକ…

ଶସ୍ତା ଲୋଭରେ କିଣୁଛନ୍ତି କି iPhone? କେମିତି ଜାଣିବେ ଏହା ଅସଲି ନା ନକଲି, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୯।୯: Amazon ଏବଂ Flipkartରେ ସେଲ ସମୟରେ ମୋବାଇଲ ଫୋନ ଉପରେ ବହୁତ ଭଲ ଡିଲ ରହିଛି। iPhone 16 Pro Max ଭଳି ଉଚ୍ଚମାନର ମଡେଲ ମଧ୍ୟ ବହୁତ ଡିସ କାଉଣ୍ଟ ପାଉଛି, ଯାହା କାରଣରୁ ବହୁ ସଂଖ୍ୟକ ଲୋକ…

ଚମକାଇଲା BSNL ପ୍ଲାନ, ମାତ୍ର ୨୨୫ ଟଙ୍କାରେ…

ନୂଆଦିଲ୍ଲୀ,୨୮।୯: ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା…

୨୦୨୫ରେ ଭାରତର ଏହି ରାଜ୍ୟରେ ବିକ୍ରି ହେଲା ସବୁଠୁ ଅଧିକ ମଦ, ଓଡ଼ିଶାରେ ଆଖିଦୃଶିଆ ଅଭିବୃଦ୍ଧି

ମୁମ୍ବାଇ,୨୮ା୯: ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ…

ବେପାରୀ ଟ୍ରମ୍ପଙ୍କ ସମର୍ଥନ ହାସଲ ପାଇଁ ଚାଇନାକୁ ଧୋକା ଦେବ ପାକିସ୍ତାନ, ଦୁର୍ଲଭ ଖଣିଜ ପଦାର୍ଥ ଧରି ପହଞ୍ଚିଲେ ଅସିମ୍‌ ମୁନୀର

ନୂଆଦିଲ୍ଲୀ,୨୮।୯: ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ଅସିମ୍‌ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?