ବାଣିଜ୍ୟ

ଆମୁଲ ଜିଏସଟି ହ୍ରାସ ପରେ ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା

ନୂଆଦିଲ୍ଲୀ,୨୧।୯: ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଆମୁଲ ବ୍ରାଣ୍ଡ ଅଧୀନରେ ବିକ୍ରି ହେଉଥିବା ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି, ଯାହା ଦ୍ୱାରା ଗ୍ରାହକମାନଙ୍କୁ “ଜିଏସଟି ୨.୦ ହ୍ରାସର ପୂର୍ଣ୍ଣ ଲାଭ” ମିଳିପାରିବ। ଆମୁଲ…

GST 2.0 ଲାଗୁ ପରେ ଏହି କାର୍, ବାଇକ୍ ମୂଲ୍ୟରେ ହେବ ବୃହତ୍ ହ୍ରାସ, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ,୨୧।୯: ଭାରତରେ ଅଟୋମୋବାଇଲ୍ କ୍ରେତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର 22 ରୁ ଲାଗୁ ହେବାକୁ ଥିବା GST 2.0 ନୂଆ ଟିକସ ହାର ସହିତ କାର୍ ଓ ଦୁଇ-ଚକିଆ ଯାନର ମୂଲ୍ୟରେ ବୃହତ୍ ହ୍ରାସ ଆଣିବ। ଏହି ମୂଲ୍ୟ ହ୍ରାସ…

କେବଳ ୩୪୫୪ ଟଙ୍କା EMIରେ ମିଳୁଛି iPhone 17, ଜାଣନ୍ତୁ ଅଫର୍‌…

ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର…

୨୦୫୦ ସୁଦ୍ଧା ଭାରତରେ ଏହି ୭ଟି ଚାକିରିରେ ମିଳିବ ମୋଟା ଅଙ୍କର ଦରମା! ଜାଣନ୍ତୁ ସେଗୁଡିକ କ’ଣ…

ନୂଆଦିଲ୍ଲୀ,୨୧।୯; ୨୦୫୦ ମଧ୍ୟରେ ଭାରତର ଚାକିରି ବଜାର କେମିତି ଦେଖାଯିବ? ଆର୍ଟିଫିସିଯାଲ ଇଣ୍ଟେଲିଜେନ୍ସ (AI) ଚାଟବଟର ଆକଳନନୁସାରେ କିଛି ହାଇ-ଟେକ ଏବଂ ଗବେଷଣାମୂଳକ ପେଶା ଦେଶର ସର୍ବୋଚ୍ଚ ବେତନଯୁକ୍ତ ଚାକିରିର ତାଲିକାରେ ପ୍ରାଧାନ୍ୟ ପାଇବ। ଏହି ଅନୁମାନଗୁଡ଼ିକ କୌଣସି ଫର୍ମାଲ ଗବେଷଣା…

ଦିଓ୍ବାଲି ପୂର୍ବରୁ ଗୁଡ ନ୍ୟୁଜ୍‌, ଦରମା ସହ ବଢିକି ଆସିବ ଏତେଟଙ୍କା!

ନୂଆଦିଲ୍ଲୀ,୨୦।୯: ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ସମ୍ପର୍କରେ ଏକ ବଡ଼ ଘୋଷଣା ହେବାର ସମ୍ଭାବନା ଅଛି। ଏହି ବୃଦ୍ଧି ୧୨ ନିୟୁତରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଲାଭ ଦେବ, ଯାହା ସେମାନଙ୍କୁ ଦଶହରା ଏବଂ ଦୀପାବଳି ସମୟରେ…

ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା)- ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆଫିରମେଟିଭ କମ୍ୟୁନିଟି’ରୁ ଆସିଥିବା ଉଦ୍ୟମୀମାନଙ୍କୁ ସଶକ୍ତ କରିବା…

ଆଉ ମାତ୍ର ୨ ଦିନ ଅପେକ୍ଷା କରନ୍ତୁ, ଘରକୁ ନେବେ ଶସ୍ତା ଜିନିଷ

ନୂଆଦିଲ୍ଲୀ,୨୦।୯: ନୂତନ ସାମଗ୍ରୀ ଏବଂ ସେବା ଟିକସ (GST) ହାର ସୋମବାର (ସେପ୍ଟେମ୍ବର ୨୨) ଠାରୁ ଲାଗୁ ହେବାକୁ ଯାଉଛି। ସରକାର ନୂଆ GST ସ୍ଲାବରେ ଅନେକ ସାମଗ୍ରୀକୁ GSTରୁ ମୁକ୍ତ କରିଛନ୍ତି, ଯାହା ସେପ୍ଟେମ୍ବର ୨୨ ତାରିଖରୁ ଲୋକଙ୍କୁ ଲାଭ…

ଯଦି ଆପଣ Flipkart ସେଲର ଲାଭ ଉଠାଇବାକୁ ଚାହାଁନ୍ତି, କରନ୍ତୁ ଏହି ଗୋଟିଏ କାମ, ପାଇବେ ବଡ଼ ଡିସକାଉଣ୍ଟ

ନୂଆଦିଲ୍ଲୀ,୨୦।୯: Flipkart Big Billion Days ସେଲ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଛି। ଯଦି ଆପଣ ଆପଣଙ୍କ ଘର କିମ୍ବା ନିଜ ପାଇଁ କୌଣସି ଜିନିଷ କିଣିବାକୁ…

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ନେଲା ବଡ଼ ନିଷ୍ପତ୍ତି: ଏଣିକି ଗୋଟେ ମିନିଟ୍‌ରେ…

ନୂଆଦିଲ୍ଲୀ,୨୦।୯: ପ୍ରତିଦିନ ଦେଶସାରା ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏହି ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ନିୟମ ଏବଂ ବିକଳ୍ପ ପ୍ରଦାନ କରେ। ପ୍ରାୟତଃ, ଟିକେଟ ପୂର୍ବରୁ ବୁକ କରାଯାଇଥାଏ, କିନ୍ତୁ ଅପ୍ରତ୍ୟାଶିତ ପରିସ୍ଥିତି ସେମାନଙ୍କୁ…

୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ

ଭୁବନେଶ୍ୱର,୧୯।୯: ଭୁବନେଶ୍ୱରରେ ସବୁଠୁ ପ୍ରତୀକ୍ଷିତ ଓ ଲୋକପ୍ରିୟ ୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଜନତା ମୈଦାନରେ ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ବିଧାୟକ, ସମ୍ମାନିତ ଅତିଥି ମେଜର କଳ୍ପନା ଦାଶ…

ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍‌: ବିନା ରିସ୍କରେ ଏମିତି ସଞ୍ଚୟ କରନ୍ତୁ ୧୭ ଲକ୍ଷ ଟଙ୍କାର ଫଣ୍ଡ

ନୂଆଦିଲ୍ଲୀ,୧୯।୯: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ସଞ୍ଚୟ ଏପରି ଜାଗାରେ ବିନିଯୋଗ ହେଉ ଯେଉଁଠି ଟଙ୍କା ନିରାପଦ ରହିବ ଏବଂ ଭଲ ରିଟର୍ନ ମଧ୍ୟ ମିଳିବ। ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ବିବାହ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବଡ଼ ଫଣ୍ଡର ଆବଶ୍ୟକତା…

ସେପ୍ଟେମ୍ବର ୨୨ରୁ ଶସ୍ତା ହୋଇଯିବ LPG ସିଲିଣ୍ଡର? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୯: ସାମ୍ପ୍ରତିକ ଜିଏସଟି ପରିଷଦ ବୈଠକ ପରେ, ଜିଏସଟି ହାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହା ଫଳରେ ସାମ୍ପୁ, ସାବୁନ, ଶିଶୁ ଉତ୍ପାଦ, ସୱାସ୍ଥ୍ୟ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଶସ୍ତା ହେବ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?