ବାଣିଜ୍ୟ

ଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧା

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାର ଏମପିଙ୍କ ଦରମା 24 ପ୍ରତିଶତ ବୃଦ୍ଧି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ଦରମା ବୃଦ୍ଧିପାଇ ୧ ଏପ୍ରିଲ ୨୦୨୩ ରୁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ସମସ୍ତ…

ATMରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଚେକ୍‌ବୁକ୍‌ ଓ ଟ୍ରାଞ୍ଜାକ୍ସନ ପାଇଁ, ଆପଣଙ୍କ ଠାରୁ ଏତେ ଟଙ୍କା କାଟିଥାଏ ବ୍ୟାଙ୍କ୍‌

ନୂଆଦିଲ୍ଲୀ,୨୬।୩: ଆପଣ ଜାଣନ୍ତି କି, ବ୍ୟାଙ୍କ କେବଳ ଆପଣଙ୍କଠାରୁ ଋଣ ଉପରେ ସୁଧ ନେଇ ନେଣଦେଣ କରେ ତାହା ନୁହେଁ ଆପଣଙ୍କର ଅଳଙ୍କାର ଏବଂ ଟଙ୍କା ରଖିବା ପାଇଁ ମଧ୍ୟ ଏକ ଶୁଳ୍କ ନିଏ। ନିକଟରେ, RBI NPCIକୁ ATM କାରବାର…

ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି କମ୍ପାନୀ ପ୍ରତିଷ୍ଠିତ ହୋଇଥିବାବେଳେ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି। ଏହାର ପ୍ରତିଷ୍ଠାତା ଜୟନ୍ତ…

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଠିକ୍‌ ଭାବେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି। ଅନେକେ ଫେସବୁକ୍‌ରେ…

ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି… 

ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କଗୁଡ଼ିକୁ…

New Rules From April 1: ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ୟୁପିଆଇରୁ ନେଇ ଆଧାର ଯାଏ… 

ନୂଆଦିଲ୍ଲୀ,୨୫।୩: ଆସନ୍ତା ଏପ୍ରିଲ ପହିଲାରୁ UPI, ଆଧାର କାର୍ଡ, ପାନ କାର୍ଡ ଏବଂ ବ୍ୟାଙ୍କ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଅନୁଯାୟୀ, UPI ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା…

ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି ବ୍ୟବସାୟ। ପ୍ରଥମେ ମେନେକା ଅଗରବତି ଓ ପରେ ସୋମେନ ଅଗରବତି ନାମରେ ବ୍ୟବସାୟ କରି…

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ ଉତ୍ପାଦ) ଦ୍ୱିଗୁଣିତ କରିଛି, ଯାହା ୨୦୧୫ ରେ ୨.୧ ଟ୍ରିଲିୟନ ଡଲାରରୁ ୨୦୨୫ ରେ…

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା। ସୁଯୋଗର ସଦୁପଯୋଗ କରି ସର୍ବଦା ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସମଶେର୍‌…

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା। ନିକଟରେ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) UPS କାର୍ଯ୍ୟକାରୀ କରିବା…

ଜରୁରୀକାଳୀନ ପରିସ୍ଥିତି ପାଇଁ କେମିତି ଜମା କରିବେ ଟଙ୍କା, ସରଳ ଉପାୟରେ ଜାଣନ୍ତୁ

କୌଣସି ଜରୁରୀକାଳୀନ ପରିସ୍ଥିତି ସୂଚନା ଦେଇ ଆସେନାହିଁ। ଭବିଷ୍ୟତରେ ଆମକୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆମକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ। ଜରୁରୀକାଳୀନ ପରିସ୍ଥିତିରେ ଟଙ୍କାର ଅଭାବକୁ ଏଡାଇବା…

Gold vs FD: ସୁନା ନା FD କେଉଁଥିରେ ନିବେଶ କଲେ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୩: ଭାରତରେ ସୁନା ନିବେଶକୁ ପାରମ୍ପରିକ ଭାବରେ ଏକ ସୁରକ୍ଷିତ ଏବଂ ଅଧିକ ପସନ୍ଦର ନିବେଶ ବିକଳ୍ପ ଭାବରେ ବିବେଚନା କରାଯାଏ। ଯଦି କେହି ସୁନାରେ ସବୁଠାରୁ ଅଧିକ ନିବେଶ କରନ୍ତି, ତେବେ ସେ ହେଉଛନ୍ତି ନିମ୍ନ ଆୟକାରୀ ପରିବାର ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri