Aadhaar Good Governance Portal ଆରମ୍ଭ କଲେ ସରକାର, ଏବେ ସହଜ ହୋଇଯିବ…
ନୂଆଦିଲ୍ଲୀ,୨୮।୨: ସରକାର ଅଥେଣ୍ଟିକେଶନ୍ ରିକୁଏଷ୍ଟ ପ୍ରୋସେସ୍(ପ୍ରମାଣୀକରଣ ଅନୁରୋଧ ପ୍ରକ୍ରିୟା)କୁ ସରଳ କରିବା ଲାଗି ସରକାର ଆଧାର ଗୁଡ୍ ଗଭର୍ନାସ ପୋର୍ଟାଲ ଆରମ୍ଭ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଅନୁଯାୟୀ, ଏହା ଆଧାରକୁ ଅଧିକ ଲୋକ-ଅନୁକୂଳ କରିବା, ଜୀବନକୁ…
ବୁଡିଯିବ କି LIC ଟଙ୍କା? କମ୍ପାନୀ ଉପରେ ୪୭୯.୮୮ କୋଟି ଟଙ୍କାର GST ନୋଟିସ
ନୂଆଦିଲ୍ଲୀ,୨୮।୨: LICକୁ ଶକ୍ତ ଝଟକା! ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାମଗ୍ରୀ ଓ ସେବା କର (GST) ପୈଠ କରିବା ପାଇଁ ୪୭୯.୮୮ କୋଟି ଟଙ୍କାର ଡିମାଣ୍ଡ ନୋଟିସ…
ଦେଶର ଅର୍ଥନୀତି ଲାଗି ଖୁସି ଖବର: ତୃତୀୟ ତ୍ରୈମାସିକରେ GDPରେ ୬.୨% ଅଭିବୃଦ୍ଧି
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ GDP ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ ଅଭିବୃଦ୍ଧି ହାର ୬.୨% ରହିଛି। ଏହା ଦ୍ୱିତୀୟ ତ୍ରୈମାସିକର ୫.୬% ଅପେକ୍ଷା ଅଧିକ, କିନ୍ତୁ ଆନୁମାନିକ ୬.୩%ଠାରୁ ସାମାନ୍ୟ କମ…
Stock Market Crash: ଶେୟାର ବଜାରରେ ହାହାକାର, ୫ମାସରେ ବୁଡିଗଲା 91000000000000 ଟଙ୍କା
ନୂଆଦିଲ୍ଲୀ,୨୮।୨: ଭାରତୀୟ ଶେୟାର ବଜାରରେ ହାହାକାର। ଯାହାକୁ ନେଇ ସାରା ବିଶ୍ୱରେ ଚହଳ ପଡିଛି। ୨୮ ବର୍ଷ ମଧ୍ୟରେ ଶେୟାର ବଜାରରେ ସବୁଠାରୁ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ତେବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅର୍ଥାତ BSE ର ଏକ ରିପୋର୍ଟ…
ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ BANK: ଦେଖିନିଅନ୍ତୁ ପୂରା ଲିଷ୍ଟ, କେଉଁଦିନ ଖୋଲିବନି
ନୂଆଦିଲ୍ଲୀ,୨୮।୨: ମାର୍ଚ୍ଚରେ ବିଭିନ୍ନ ରାଜ୍ୟ ଏବଂ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ପାଇଁ ବନ୍ଦ ରହିବ। ଏଥିରେ ୫ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ, ବ୍ୟାଙ୍କ କାର୍ଯ୍ୟ ସାତ ଦିନ ପାଇଁ ବନ୍ଦ ରହିବ। ଆପଣଙ୍କୁ…
୨୦୨୪-୨୫ ପାଇଁ ସୁଧହାର ଉପରେ ବଡ଼ ନିଷ୍ପତ୍ତି ନେଲା EPFO
ମୁମ୍ବାଇ, ୨୮।୨: ଇପିଏଫଓ ଶୁକ୍ରବାର ୨୦୨୪-୨୫ ପାଇଁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଜମା ଉପରେ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିଛି। ଫେବୃଆରୀ ୨୦୨୪ ରେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ୨୦୨୩ -୨୪ ପାଇଁ ଇପିଏଫ…
ଟିପିସିଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ
ଭୁବନେଶ୍ୱର,୨୮।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମ୍ସେଦଜୀ ନୁସେରୱାନଜୀ ଟାଟାଙ୍କ ଜୟନ୍ତୀ ଅବସରରେ ୨୦୨୫ ଫେବୃଆରୀ…
Jio-Airtel ନିଦ ଉଡାଇଲା BSNL, ଆଣିଲା ଧମାକାଦାର ଅଫର, ମାତ୍ର ୪ ଟଙ୍କାରେ…
ନୂଆଦିଲ୍ଲୀ,୨୮।୨: BSNL ତାର ଉପଭୋକ୍ତାଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରେ। ଯଦିଓ ଏହି ଯୋଜନାଗୁଡ଼ିକର ମୂଲ୍ୟ କମ, କିନ୍ତୁ ଏଥିରେ ଉପଲବ୍ଧ ଲାଭ ବହୁତ ଭଲ। ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ…
Driving Licence Renew କରିନଥିଲେ ଶୀଘ୍ର କରିନିଅନ୍ତୁ, ହେବ ଏତିକି ଟଙ୍କା ଜରିମାନା
ନୂଆଦିଲ୍ଲୀ,୨୭।୨: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସର ଅବଧି ଶେଷ ହେବାକୁ ଯାଉଛି ଏବଂ ଆପଣ ଏହାକୁ ରିନ୍ୟୁ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ରକୃତରେ, ଅନେକ ସମୟରେ ଲୋକମାନେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସର ବୈଧତା ସମାପ୍ତ ହେବା…
ଖୁସିଖବର! ଖସିଲା ସୁନା ଦାମ୍, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ…
ନୂଆଦିଲ୍ଲୀ,୨୭।୨: ଗୁରୁବାର ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ମଜବୁତ ଆମେରିକୀୟ ଡଲାରର ମୂଲ୍ୟ ଏବଂ ବଣ୍ଡ ଉପଜ ବୃଦ୍ଧି ଯୋଗୁ ସୁନା ଚାହିଦା ହ୍ରାସ ପାଇଛି। ଏକ ରିପୋର୍ଟ ଅନୁଯାୟୀ, ଡଲାର ସୂଚକାଙ୍କ ୦.୨ ପ୍ରତିଶତ ସୁଦୃଢ଼…
ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ: ୮ମ ବେତନ ଲାଗୁ ହେଲେ ବଢିଯିବ ଏତେ ଦରମା
ନୂଆଦିଲ୍ଲୀ,୨୭।୨: ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା କରାଯାଉଛି।…
Changes From 1st March: ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ, ଖାଲି କରିବ ଆପଣଙ୍କ ପକେଟ!ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୨: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ ୨୦୨୫ ମାର୍ଚ୍ଚ ପହିଲାରୁ ଅନେକ ବଡ଼ ନିୟମ…
Archives


