ବଜେଟ

ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଙ୍କର ଏକ ସୁନ୍ଦର ଶାଢି ସଂଗ୍ରହ ସେଟ ଅଛି। ତାଙ୍କ ଶାଢିର ରଙ୍ଗ ପ୍ରାୟତଃ ଦେଶର ନୋଟ୍‌ର ରଙ୍ଗ ସହିତ ମେଳ ଖାଉଥିବା…

ବଜେଟକୁ ରାଷ୍ଟ୍ରପତିଙ୍କ ଔପଚାରିକ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା…

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଗୃହରେ ଉପସ୍ଥାପନ କରିବେ। ପଞ୍ଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍‌ ସମୟରେ ବଜେଟ୍‌ ଅଧିବେଶନ ଆରମ୍ଭ କରିବାରେ ସରକାର…

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶେୟାର ବଜାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଶନିବାର ଶେୟାର ବଜାର ଛୁଟିଥିଲେ…

ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ କୁମାର ଶର୍ମାଙ୍କ ପିତାଙ୍କ ଦେହାନ୍ତ ୨୬ ଜାନୁୟାରୀରେ ହୋଇଥିଲେ ବି ସେ ଘରକୁ ଯାଇପାରି…

ବଜେଟ-୨୦୨୦: ବାଣିଜ୍ୟ-ଉଦ୍ୟୋଗ ପାଇଁ ୨୭,୩୦୦ କୋଟି

ଏପ୍ରିଲରୁ ସହଜ ଜିଏସ୍‌ଟି ରିଟର୍ନ ଦାଖଲ ବାଣିଜ୍ୟ ଓ ଉଦ୍ୟୋଗର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ଚଳିତ ବଜେଟ୍‌ରେ ୨୭ ହଜାର ୩୦୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏଥିରେ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ପାଇଁ ସହାୟକ ଋଣ ବ୍ୟବସ୍ଥା…

ସବୁ ଅଣଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଅଣଗେଜେଟେଡ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସରକାର ଏକ ଜାତୀୟ ନିଯୁକ୍ତି ସଂସ୍ଥା (ନ୍ୟାଶନାଲ ରିକ୍ରୁଟ୍‌ମେଣ୍ଟ…

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏବେ ସବୁସ୍ତରର ଶିକ୍ଷାରେ ଝିଅମାନଙ୍କ…

କର ଦେବାରେ ହିଁ କରଦାତାଙ୍କ ଉନ୍ନତି

ଭାରତୀୟ ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ସରକାର କିପରି ପ୍ରତିଶ୍ରୁତିବଦ୍ଧ ତାହା ଅର୍ଥମନ୍ତ୍ରୀ ସୀତାରାମନ ମହାକବି କାଳୀଦାସଙ୍କ ମହାକାବ୍ୟ ‘ରଘୁବଂଶମ୍‌’ର ପ୍ରଥମ ସର୍ଗର ୧୮ତମ ଶ୍ଳୋକକୁ ଉଦାହରଣ ଦେଇ ବୁଝାଇଥିଲେ। ଶ୍ଳୋକର ବାଖ୍ୟାକରି ଅର୍ଥମନ୍ତ୍ରୀ କହିଥିଲେ, ବର୍ଷା ରୂପରେ ହଜାରେ ଗୁଣା…

ଭାଷଣରେ ଚତୁରତା

କବିତାରୁ କୂଟନୀତି ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବେଶ୍‌ ବିଜ୍ଞତାର ସହ ସିନ୍ଧୁ-ସରସ୍ବତୀ ସଭ୍ୟତାଠାରୁ ଆରମ୍ଭ କରି ରାଜନୀତି, କୂଟନୀତି, ଅର୍ଥନୀତି ଏବଂ ଉତ୍ତମ ରାଷ୍ଟ୍ରଗଠନ ନେଇ ଗୋଟିଏ ପରେ ଗୋଟିଏ ଉଦାହରଣ କବିତା ଓ ଶ୍ଳୋକ…

ବଜେଟ-୨୦୨୦: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉଡ଼ାନ୍‌ ଯୋଜନାରେ ଦେଶରେ ଅଧିକ ୧୦୦ ବିମାନବନ୍ଦରର ବିକାଶ ୨୦୨୪ ସୁଦ୍ଧା କରାଯିବ ବୋଲି କହିଛନ୍ତି। ଆସନ୍ତା ଆର୍ଥିକବର୍ଷରେ ପରିବହନ ଭିତ୍ତିଭୂମିର ବିକାଶ ଲାଗି…

ବଜେଟ-୨୦୨୦: ବ୍ୟକ୍ତିଗତ ଆୟକାରୀଙ୍କ ଉପରେ କ’ଣ ପ୍ରଭାବ ରହିବ?

ବଜେଟ-୨୦୨୦ ପ୍ରସ୍ତୁତ ସମୟରେ ୩ଟି ବିଷୟବସ୍ତୁ: ଉଚ୍ଚଶିକ୍ଷା ଭାରତ, ଅର୍ଥନୈତିକ ବିକାଶ ଓ ସେବା ମନୋଭାବ ଭାରତ ଯାହାକି ଏକ ସନ୍ତୁଳିତ ପ୍ରୟୋଗ। ନୂତନ ଆୟକର ସ୍ତରକୁ ନୂଆ ଭାବେ ପ୍ରସ୍ତୁତ କରାଯାଇଛି, ଯାହାକି ବ୍ୟକ୍ତିଗତ ସମୁଦାୟ ଆୟକର ଦେୟକୁ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?