ରାଜପାକ୍‌ସେ ଭାଇଙ୍କ ନାଁରେ ହେବ ମାମଲା

କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍‌ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଛି । ଏସଜେବିର ମୁଖ୍ୟ ଅଜିତ ପି ପରେରା କହିଛନ୍ତି, ସରକାର କହୁଛନ୍ତି ଗୋଟବାୟା ରାଜପାକ୍‌ସେ ଏହି ଦେଶର ନାଗରିକ ଓ ସ୍ୱଦେଶ ଫେରିବାକୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ତାଙ୍କଠାରୁ ଏହି ଅଧିକାର କେହି ଛଡାଇ ନେଇ ନାହାନ୍ତି । ହେଲେ ଯେଉଁ ଧନ ସମ୍ପତ୍ତି ଦୁରୁପଯୋଗ ମାମଲାରେ ତାଙ୍କ ବିରୋଧରେ ମାମଲା କରାଯାଇଛି ସେଥିରେ ସେମାନଙ୍କୁ ସଜା ମିଳିବା ଜରୁରୀ । ଏଥିରେ ସେମାନଙ୍କୁ କୌଣସି ଆଇନଗତ ସୁବିଧା ଦେବା ଅନୁଚିତ । ଏସଜେବି ରାଜପାକ୍‌ସେ ସରକାରଙ୍କ ଉପରେ ଭାରତଠାରୁ ଆଣିଥିବା ୧ ଅରବ ଡଲାର ଋଣ ସୁବିଧାର ଦୁରୁପଯୋଗ କରିଥିବା ଅଭିଯୋଗ କରିଛି । ଏସଜେବି କହିଛି ଆର୍ଥିକ ସଙ୍କଟରେ ଭାରତ ଯେଉଁ ସାହାଯ୍ୟ କରିଥିଲା ତାକୁ ବି ରାଜପାକ୍‌ସେ ପରିବାର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହିଟଲର-ସଦ୍ଦାମ ହୁସେନଙ୍କୁ ଅନୁସରଣ କରୁଛନ୍ତି ପୁଟିନ୍‌, ଖାଦ୍ୟରେ ଜହର ଅଛି କି ନାହିଁ ହେଉଛି ଯାଞ୍ଚ୍‌…

ମସ୍କୋ, ୨୨।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷୀୟ ସୈନିକଙ୍କୁ ବଳି ପକାଇ ଦେଇଛନ୍ତି। ପୁଟିନ ନିଜେ ଆଗ...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

ମୋଦିଙ୍କ ଗଣିତ ବିଗାଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୫: ଚାଇନାରୁ ସୃଷ୍ଟି ହୋଇଥିବା ଘାତକ କରୋନା ଭାଇରସ୍‌ ଜି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏଥିଯୋଗୁ ଚାଇନାର ଅର୍ଥ ବ୍ୟବସ୍ଥା ବହୁଳ ଭାବେ...

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ

ଲଣ୍ଡନ,୩ା୯: ବୋରିସ ଜନ୍‌ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି।...

କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ...

ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର...

ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି...

୯/୧୧କୁ ବଳିଗଲା କରୋନା ଦୁଃଖ

ନ୍ୟୁୟର୍କ,୨ା୪ : ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟିକରିଛି କରୋନା ଭାଇରସ୍‌। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିଚାଲିଛି। ବୁଧବାର ସୁଦ୍ଧା ୪,୦୫୫ ଜୀବନ ନେଲାଣି ଏହି...

Advertisement
Archives

Model This Week