ଗାଜର, ଧନିଆପତ୍ର ରୁଟି

ଆବଶ୍ୟକ ସାମଗ୍ରୀ
ଗାଜର- ଅଧା କପ୍‌ (କୋରା), ଧନିଆ ପତ୍ର- ଅଳ୍ପ (କଟା), ଚାଉଳ ଗୁଣ୍ଡ- ଅଳ୍ପ, ସୋୟା ଅଟା- ଚଉଠ କପ୍‌, ହଳଦୀ ଗୁଣ୍ଡ- ଅଧା ଚାମଚ, ଘିଅ ଓ ତେଲ ଆବଶ୍ୟକ ଅନୁସାରେ, ଲୁଣ ସ୍ବାଦ ଅନୁସାରେ।
ପ୍ରଣାଳୀ: ଗାଜର, ଧନିଆପତ୍ର, ସୋୟା ଅଟା, ହଳଦୀ ଗୁଣ୍ଡ ସହିତ ଅଳ୍ପ ଘିଅ ମିଶାଇ ଭଲଭାବେ ଏକ ପାତ୍ରରେ ଅଟା ଚକଟିଲା ପରି ଚକଟି ଦିଅନ୍ତୁ। ତେବେ ଚକଟିବା ପାଇଁ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ନିଅନ୍ତୁ। ଏହାପରେ ଛୋଟ ଛୋଟ ଗୁଳା କରି ଚାଉଳଗୁଣ୍ଡରେ ରୁଟି ପରି ବେଲି ଦିଅନ୍ତୁ। ଗ୍ୟାସରେ ନନ୍‌ଷ୍ଟିକ୍‌ ତାୱା ବସାଇ ସେଥିରେ ଅଳ୍ପ ଘିଅ କିମ୍ବା ତେଲ ଦେଇ ଏହି ରୁଟିକୁ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗାଜର ଓ ଧନିଆ ରୁଟି। ଆପଣ ଚାହିଁଲେ ଏଥିରେ ଅନ୍ୟ ମସଲା ମିଶାଇ ଏହାକୁ ସ୍ନାକ୍ସ ଭଳି ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଜିନିଷ ସହ ମିଶାଇ ଖାଆନ୍ତୁ ନାହିଁ ମହୁ…

ମହୁ ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥିବା ବେଳେ ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ଜ୍ୱର ସମୟରେ ତୁଳସୀ ପତ୍ରରେ ମହୁ ମିଶାଇ ସେବନ...

କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି।...

ଯେଉଁଠି ଶୁଖୁଆ ହୁଏ ସାତ୍ତ୍ୱିକ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ପୀଠ ଏକ ପ୍ରମୁଖ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀର କୀର୍ତ୍ତି ବହନ କରୁଛି। ଓଡ଼ିଶାର ମହାନ୍‌...

ଅର୍ଶରୁ ଦୂରେଇ ରଖେ ଏହି ଶାଗ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଅର୍ଶ ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣେଇଲେ ଏଥିରେ ସୁଫଳ ମିଳିଥାଏ। ପ୍ରତିଦିନ...

ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି...

ଏହାକୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍‌ସୁଲିନ୍‌

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ...

ଘରେ ଏହି ୫ ଜିନିଷ ରଖିବା ଅଶୁଭ: ଗୋଟିଏ ସ୍ଥାନରେ ଅଟକିଯିବ ଜୀବନ

ଘରେ ସୁଖ ଶାନ୍ତି ପାଇଁ ବାସ୍ତୁକୁ ଗୁରତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ ସବୁ ଜିନିଷ ଠିକ୍‌ ସ୍ଥାନରେ ରହେ ନକାରାତ୍ମକଶକ୍ତି ଦୂର...

ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ...

Advertisement
Archives

Model This Week