Posted inଖେଳ

ଦିନିକିଆରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଭେଟେରାନ ଫାଷ୍ଟ ବୋଲର

ଓ୍ବେଲିଂଟନ, ୮ା୩: ନ୍ୟୁଜିଲାଣ୍ଡର ଭେଟେରାନ ଫାଷ୍ଟ ବୋଲର ଲିଆ ଟାହୁହୁ ରବିବାର ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଫଳରେ ୩୫ ବର୍ଷୀୟାଙ୍କ ଦୀର୍ଘ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ସେ ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ମହିଳା ଦିନିକିଆ ଦଳ ତରଫରୁ ୧୦୩ ମ୍ୟାଚ ଖେଳି ୧୨୫ ଉଇକେଟ ଅକ୍ତିଆର କରିଛନ୍ତି। ସେ ୨୦୧୧ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ଟାହୁହୁ ଚାରୋଟି ଦିନିକିଆ ବିଶ୍ୱକପ୍‌ (୨୦୧୩, ୨୦୧୭, ୨୦୨୨ ଓ ୨୦୨୫) ଖେଳିଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଗତବର୍ଷ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଟାହୁହୁ କେବଳ ବିଶ୍ୱକପ୍‌ରେ ୩୬ ଉଇକେଟ ଅକ୍ତିଆର କରିଥିଲେ, ଯାହାକି ନ୍ୟୁଜିଲାଣ୍ଡ ପାଇଁ ଏକ ରେକର୍ଡ ଏବଂ ଏହା ତାଙ୍କୁ ସର୍ବକାଳୀନ ତାଲିକାରେ ୯ମ ସ୍ଥାନରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯାଉ ଯାଉ AAP କୁ ଆଟାକ୍‌ କଲେ ଚଢା, ଖୋଲାଖୋଲି କହିଦେଲେ…

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ରୁ ଅଲଗା ହେବା ପରେ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିବା ରାଜ୍ୟ ସଭା ଏମପି ରାଘବ…

‘ଇରାନ-ଆମେରିକା ଶାନ୍ତି ବାର୍ତ୍ତା ପାକିସ୍ତାନରେ କାହିଁକିି?’ଲୋମ ଟାଙ୍କୁରା କଥା କହିଲେ ଇମ୍ରାନଙ୍କ ପୁଅ!

ଇସଲାମାବାଦ,୨୫।୪: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଖାନ ଦେଶର ନେତୃତ୍ୱ ଉପରେ ଏକ ଗଭୀର ଗଣତାନ୍ତ୍ରିକ ସଙ୍କଟକୁ ଲୁଚାଇବାକୁ ଚେଷ୍ଟା…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

ତାମ୍ପରା ହ୍ରଦ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ…

ଛତ୍ରପୁର,୨୫।୪(ଦିଲ୍ଲୀପ ସାମଲ): ଦୁଇ ଦିନିଆ ଗଞ୍ଜାମ ଜିଲା ଗ୍ରସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିଦର୍ଶନ କରିଥିଲେ । ତାମ୍ପରାର…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ…

ରାଘବ ଚଢା ନା ସନ୍ଦୀପ ପାଠକ… କିଏ AAP ଛାଡିବା ପରେ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୪: ସାତ ଜଣ ରାଜ୍ୟ ସଭା ଏମପିଙ୍କ ଏକକାଳୀନ ବିଦାୟ ସହିତ ଆମ ଆଦମୀ ପାର୍ଟି (AAP) ଏକ ବଡ଼ ଧକ୍କା ପାଇଛି; ତଥାପି, ଦଳ ଭିତରେ…

ରାଘବ ଚଢାଙ୍କୁ ନେଇ ମୁହଁ ଖୋଲିଲେ ନବୀନ, କହିଲେ ଆହୁରି ଖେଳ ବାକି ଅଛି…

ନୂଆଦିଲ୍ଲୀ,୨୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ୱାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଦେଖି ଭାଜପା ଖୁସି ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri