Posted inVideo

Bou Ra Suna Haara | Story Diary | ବୋଉର ସୁନାହାର

Featured Video Play Icon

ବାପା ପୁଅ ଓ ମାକୁ ନେଇ ଛୋଟିଆ ପରିବାର ଟିଏ । ହସ ଖୁସିରେ ଚାଲିଥିଲା । ବାପା ଯାହା ରୋଜଗାର କରୁଥିଲେ ସେଥିରେ ସୁରୁଖୁରୁରେ ପରିବାର ଚଳିଯାଉଥିଲା । ହଠାତ ଦିନେ କଣ ହେଲା କେଜାଣି । କିଛି ଗୋଟେ ରୋଗରେ ପଡି ବାପାଙ୍କର ମୃତ୍ୟୁ ହେଲା । ବଞ୍ଚିବେ କେମିତି , ଖାଇବେ କଣ ଏଇ କଥା ଭାବି ମା ବି ରୋଗାଗ୍ରସ୍ତ ହୋଇ ପଡିଲେ । ଏବେ ପରିବାରର ଦାୟିତ୍ୱ ଆସିଗଲା ପୁଅ ଉପରକୁ । ବାପା ଟଙ୍କାରେ ଚଳୁଥିବା ପୁଅ ଏବେ କେମିତି ପରିବାର ଚଳେଇବ , ନିଜ ରୋଗୀଣା ମା ପାଇଁ ଔଷଧ କିଣିବାକୁ କେଉଁଠୁ ପଇସା ଆଣିବ ତାକୁ ନେଇ ଚିନ୍ତିତ ହୋଇ ପଡିଲା । ଏପଟେ ଘରେ ଖୁଦ ମୁଠାଏ ବି ନାହିଁ ଖାଇବା ପାଇଁ । ଘରର ପରିସ୍ଥିତି ଦେଖି ମା ବି ଭାଙ୍ଗି ପଡିଲେ । ଦିନେ ମା ପୁଅକୁ ନିଜ ପାଖକୁ ଡାକି ଗୋଟିଏ ସୁନା ହାରଟିଏ ଦେଲେ ଏବଂ ଆଉ କହିଲେ, ଏ ପୁଅ … ଯା ତୁ ଏଇ ସୁନା ହାରଟିକୁ ନେଇ ବଜାରରେ ବିକି ଦବୁ ଆଉ ସେଥିରୁ ଯେଉଁ ଟଙ୍କା ପାଇବୁ ସେଥିରେ ଘର ଚଳିବା ପାଇଁ କିଛି ସଉଦା ଆଣିଦେବୁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Rishi Kapoor Passes away | ଚିରନିଦ୍ରାରେ ‘ରିଷି’

Veteran actor Rishi Kapoor passed away at a Mumbai hospital Thursday morning, his brother Randhir Kapoor said. He was...

Featured Video Play Icon

ଆସନ୍ତାକାଲି ଫାଶୀ ନା ପୁଣି ଘୁଞ୍ଚିବ ତାରିଖ | Nirbhaya convicts to be hanged tomorrow

ନିର୍ଭୟା ଦୋଶୀଙ୍କୁ ଫାଶୀ ହେବା ଏକପ୍ରକାର ସୁନିଶ୍ଚିତ । କାରଣ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ଅର୍ଥାତ...

Featured Video Play Icon

How to prepare Rasabali | କେମିତି ପ୍ରସ୍ତୁତ କରିବେ ରସାବଳୀ

Odisha is famous for its traditional sweets and delicacies. While many people are aware of these and love the...

Featured Video Play Icon

ଶ୍ରାଦ୍ଧ ଦେଉଛନ୍ତି ମହାପ୍ରଭୁ

ଆମ ପରମ୍ପରାରେ ମାନବ ଦୀପାବଳୀ ଏବଂ ଦେବ ଦୀପାବଳୀ ନାମରେ ଦୁଇଟି ଦୀପାବଳୀ ପାଳିତ ହୋଇଥାଏ । ପ୍ରଥମ ଦୀପାବଳୀ କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ...

Featured Video Play Icon

Star Speak with Ollywood actress Sheetal । ଷ୍ଟାର ସ୍ପିକ ୱିଥ୍ ଶୀତଲ

Actress Sheetal spends some fun and masti time with Dharitri Live as she narrates her journey from a child...

Featured Video Play Icon

Ramayan beats Game of Thrones | ଗେମ ଅଫ୍ ଥ୍ରୋନ୍ସକୁ ଫଛରେ ପକାଇଲା ରାମାୟଣ

ଆଜିର ଏପିସୋଡରେ ଆମେ ଦେଖିବା ସାରା ବିଶ୍ବରେ କାହିଁକି ରେକର୍ଡ ସୃଷ୍ଟି କଲା ରାମାୟଣ । ବାପାଙ୍କୁ ଶେଷଥର ଲାଗି ଦେଖିନପାରି କଣ କହିଲେ ରିଷି...

Featured Video Play Icon

ଜଳୁଛି ଜଙ୍ଗଲ ଆସୁଛି ମୃତ୍ୟୁ

ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ...

Featured Video Play Icon

ବାଲେଶ୍ୱରରେ ବାତ୍ୟା ବିତ୍ପାତ, ଘରେ ଘରେ ପଶିଲା ପାଣି

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଛି । ବାଲେଶ୍ୱର ଚାନ୍ଦୁପୁର ଅଂଚଳରେ...

Advertisement
Archives

Model This Week