Posted inଜାତୀୟ

ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ…

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଅଧିବେଶନର ପ୍ରଥମ ସପ୍ତାହରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ସୋମବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଉତ୍ତେଜନା ଯୋଗୁଁ ଲୋକ ସଭା ଓ ରାଜ୍ୟ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେଗାସସ୍‌, କୃଷକ ଆନ୍ଦୋଳନ ଏବଂ ଗଣମାଧ୍ୟମ ଉପରେ ଚଢ଼ାଉ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ଏମ୍‌ପି ମନୀଷ ତିୱାରୀ ଲୋକ ସଭାରେ ’ପେଗାସସ ପ୍ରୋଜେକ୍ଟ’ ରିପୋର୍ଟ ଉପରେ ଆଲୋଚନା ପାଇଁ ସ୍ଥଗନ ପ୍ରସ୍ତାବ ନୋଟିସ ପଠାଇଛନ୍ତି। ସେହିପରି କଂଗ୍ରେସ ଏମ୍‌ପି ମଣିକାମ ଟାଗୋର ମଧ୍ୟ ସରକାରଙ୍କ ତରଫରୁ ପେଗାସସ ସ୍ପାଏୱେୟାର ବ୍ୟବହାରକୁ ନେଇ ବିତର୍କ ପାଇଁ ନୋଟିସ ଦେଇଛନ୍ତି। ଅପରପକ୍ଷରେ ଡିଏମକେ ଏମ୍‌ପି ତିରୁଚି ଶିବା ମଧ୍ୟ ରାଜ୍ୟ ସଭାରେ ସ୍ଥଗିତାଦେଶ ପ୍ରସ୍ତାବ ଦେଇଛନ୍ତି। ପେଗାସସ ମାମଲା ସମ୍ପର୍କରେ ଆଲୋଚନା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଗ୍ୟ ମାମଲାର ଶୁଣାଣି ଟଳିଲା, ନିଷ୍ପତ୍ତି ନେବାକୁ ଦୁଇପକ୍ଷଙ୍କୁ ରୋକିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି।ଶିନ୍ଦେଙ୍କ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା...

ଛିଡୁନି ପଞ୍ଜାବ କଂଗ୍ରେସର କଳି, ପୁଣି ହେବ ବିଧାୟକ ଦଳର ବୈଠକ

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ଆଉ ଏକ ବୈଠକ ରବିବାର ସକାଳ ୧୧ଟାରେ ଅନୁଷ୍ଠିତ ହୋଇପାରେ । ଏହି ବୈଠକରେ ବିଧାୟକଙ୍କ ସହ...

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ...

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ...

ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ: ମୁମ୍ବାଇ ଏୟାରପୋର୍ଟରେ ୩୦୦ ଯାତ୍ରୀ ୧୦ ଘଣ୍ଟା ଅଟକିଲେ

ମୁମ୍ବାଇ, ୨୬ା୫: ପରିଚାଳନାଗତ କାରଣରୁ ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ ଯୋଗୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି...

‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’

ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ...

ବିରୋଧୀ ଏକତା ନେଇ ଚିନ୍ତାରେ ଭାଜପା, ୨୦୨୪ ପାଇଁ ପ୍ରସ୍ତୁତ କଲା ପ୍ଲାନ୍‌ ୧୬୦…

ନୂଆଦିଲ୍ଲୀ,୨୧।୧୨ : ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିରୋଧୀ ଏକତା ଦେଖି ୨୦୨୪ ସାଧାରଣ ନିର୍ବାଚନ ନେଇ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଭାଜପା ଏନେଇ ସତର୍କ...

ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…

ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ...

Advertisement
Archives

Model This Week