ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସୋମବାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ରଟିମ୍‌ ଗଠନ ହୋଇଛି । ଏହି ଟିମ୍‌ରେ କଲେଜର ୭ ଜଣ ସଦସ୍ୟ ରହିଛନ୍ତି । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ଅନ୍ୟପକ୍ଷେ ସୋମବାର ହେବାକୁ ଥିବା ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଟେନ୍‌ସା,୨୦ା୨(ଡି.ଏନ୍‌.ଏ.): ନିକଟସ୍ଥ ରେଙ୍ଗମାଗ୍ରାମରେ ରକ୍ତମୁଖା ଦନ୍ତାହାତୀ ଆତଙ୍କ ଖେଳାଇଛି। ବାଡ଼ିକୁ ଫସଲ ଖାଇବାକୁ ଆସି ଖାଇ ନଷ୍ଟ କରିବା ସହ ଜଣଙ୍କୁ କଚାଡ଼ି ମାରି ଦେଇଛି...

ଆଜିଠୁ ଯୁକ୍ତ୩ ଆବେଦନ: ୨୫ ପର୍ଯ୍ୟନ୍ତ ଚାଲିବ, ୩୧ରେ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର, ୧୧।୮(ବ୍ୟୁରୋ) – ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ଆରମ୍ଭ ହେବ। ସାମ୍ସ ଓ୍ବେବ୍‌ସାଇଟ୍‌ www.samsodisha.gov.inରେ ଛାତ୍ରୀଛାତ୍ର ଗୁରୁବାର...

ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି।...

ଆଜି ନାମାଙ୍କନ ପତ୍ର ଦାଖଲ ଶେଷ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର...

ସୁସ୍ଥ ହେଲେ ୧୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୨: ଓଡ଼ିଶାରେ ରବିବାର ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ସର୍ବାଧିକ ୧୮, ସୁନ୍ଦରଗଡ଼ରୁ ୯, ଅନୁଗୁଳ ଓ ପୁରୀରୁ ୮, ଯାଜପୁର...

‘ଏବେବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ’

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସହ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି। ରାଜ୍ୟରେ ଏବେ ବି ୨୫ରୁ...

ରଖେ ହରି ମାରେ କିଏ; ୨ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲେ ନାବାଳକ

ଜେନାପୁର,୧୫।୯(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ଏହି ଉକ୍ତିକୁ ପ୍ରମାଣ କରିଦେଲା ଭଳି ଘଟଣା ଘଟିଛି ଯାଜପୁର ଜିଲା ଜେନାପୁର ଥାନା ଅଧୀନ...

ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ...

Advertisement
Archives

Model This Week