Posted inଜାତୀୟ

ପଞ୍ଚଭୂତରେ ବିଲୀନ ହେଲେ ଭାରତ ରତ୍ନ

ନୂଆଦିଲ୍ଲୀ, ୧।୯: ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଦିଲ୍ଲୀର ଲୋଧି ରୋଡ ସ୍ଥିତ ଶ୍ମଶାନରେ ପ୍ରଣବଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏଠାରେ ଉପସ୍ଥିତ ଥିବା ବହୁ ନେତା ପୁଅ ଅଭିଜିତ୍‌ ମୁଖାର୍ଜୀ, ଝିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରମୁଖ ଅଶ୍ରୁଳ ନୟନରେ ଅଜାତଶତ୍ରୁ ପ୍ରଣବଙ୍କୁ ଚିର ବିଦାୟ ଦେଇଛନ୍ତି। ଅଭିଜିତ୍‌ ପିପିଇ କିଟ୍‌ ପିନ୍ଧି ସମସ୍ତ ପରମ୍ପରା ପାଳନ କରିବା ସହିତ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରରେ କରୋନା ନିୟମ ଅନୁସାରେ କମ୍‌ ସଂଖ୍ୟକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ନେତା ପ୍ରଣବଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହେଲା ଗାନ୍ଧୀଙ୍କ ଚଷମା

ଲଣ୍ଡନ, ୨୨।୮: ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ସମ୍ମାନ ଦେଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଇହଲୀଳା ସମ୍ବରଣ କରିବାର...

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ...

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

ଅଧିକ ଚାଲାଣ କାଟିବା ସରକାରଙ୍କ ଇଚ୍ଛା ନୁହେଁ: ଗଡକରୀ

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସମସ୍ତେ ଚିନ୍ତିତ। କାରଣ ପୂର୍ବାପେକ୍ଷା ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଅଧିକ ଜରିମାନା ଦେବାକୁ ପଡୁଛି। ତେବେ...

ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ …

ଭୋପାଳ,୨୮।୫: ଖାଦ୍ୟ ଦେବାରେ ବିଳମ୍ବ ପାଇଁ ସ୍ବାମୀ ନିଜ ଉପରୁ ଆୟତ୍ତ ହରାଇ ସ୍ତ୍ରୀଙ୍କୁ କୂଅକୁ ଫିଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାତପିପ୍‌ଲିୟା...

ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର...

ଗୋଆରେ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି କଂଗ୍ରେସ

ନୂଆଦିଲ୍ଲୀ,୭।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଗତ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ୪୦ ଆସନରୁ...

୩୦ ବର୍ଷରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା

ନୂଆଦିଲ୍ଲୀ,୭।୧୧(ଆଇଏଏନ୍‌ଏସ୍‌):କଶ୍ମୀର ଉପତ୍ୟକାରେ ଗତ ୩୦ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ରାଜନୈତିକ ନେତା ଓ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ୧୯୮୯ରୁ ୨୦୧୯ ମଧ୍ୟରେ ପାକ୍‌...

Advertisement
Archives

Model This Week