Posted inଜାତୀୟ

୭୦ ମାର୍କର ପରୀକ୍ଷାରେ ୮୯ ରଖିଲେ

ବାଙ୍ଗାଲୋର,୨୫।୧: ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ସମ୍ପୂର୍ଣ୍ଣ ମାର୍କ ମିଳିବା କିଛି ନୂଆ କଥା ନୁହେଁ। କିନ୍ତୁ ଫୁଲ ମାର୍କଠାରୁ ଛାତ୍ରୀଛାତ୍ରମାନେ ଅଧିକ ମାର୍କ ରଖିବା ଘଟଣା ସାମ୍ନାକୁ ଆସିଛି ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ। ଜଣେ ବି. କମ୍‌ ଛାତ୍ର ୭୦ ମାର୍କର ପରୀକ୍ଷାରେ ୮୯ ମାର୍କ ରଖିିବା ଘଟଣା ଯୋଗୁ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିମ୍ନମାନର ମୂଲ୍ୟାଙ୍କନ ପ୍ରକ୍ରିୟା ପଦାରେ ପଡ଼ିଛି।

କିଛି ବି. କମ୍‌ ଛାତ୍ରୀଛାତ୍ର ସେମାନଙ୍କ ଥାର୍ଡ ସେମିଷ୍ଟର ଫଳାଫଳ ଦେଖି ଚକିତ ହୋଇଯାଇଥିଲେ। ‘ଟୁରିଜିମ ଏଜେନ୍ସି’ ନାମକ ଏକ ବିଷୟରେ ୭୦ ମାର୍କର ପରୀକ୍ଷା ହୋଇଥିଲା। କିନ୍ତୁ ଛାତ୍ରୀଛାତ୍ରଙ୍କୁ ୭୦ରୁ ଅଧିକ ମାର୍କ ମିଳିଥିଲା। ଏହା କେମିତି ସମ୍ଭବ। ଏହା ବିଶ୍ୱବିଦ୍ୟାଳୟର ନିମ୍ନମାନର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଦର୍ଶାଉଛି।

ଜଣେ ଛାତ୍ର କହିଛନ୍ତି, ମୁଁ ଫୁଲ ମାର୍କଠାରୁ ଅଧିକ ସ୍କୋର କରିଛି। ଏହା ମୋତେ ଚକିତ କରି ଦେଇଥିଲା। ମୋର ଅନେକ ସାଙ୍ଗମାନେ ୭୧,୭୩, ୮୯ ଓ ତା’ଠୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଲେ କପିଲ ସିବଲ…

ଲକ୍ଷ୍ନୌ, ୨୫।୫ : କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ର ଅସନ୍ତୁଷ୍ଟ ସଦସ୍ୟ କପିଲ ସିବଲ କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଛନ୍ତି। ଲକ୍ଷ୍ନୌରେ...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ।...

ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍‌

ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍‌...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୯।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

୧୬ କୋଟିର କଳାକୃତି ଫେରାଇବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୩୦ା୭: ଅଷ୍ଟ୍ରେଲିଆର ନ୍ୟାଶନାଲ ଗ୍ୟାଲେରି ଚୋରି ହୋଇଥିବା ତଥା ବେଆଇନ ଭାବେ ଚାଲାଣ ହୋଇଥିବା କଳାକୃତି ଭାରତକୁ ଫେରାଇବ। ସେଥିମଧ୍ୟରେ ଅନେକ ଚିତ୍ର ଓ...

କମଲା ହାରିସ୍‌ଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ତାଙ୍କ ମାଉସୀ

ଚେନ୍ନାଇ,୯ ।୧୧: ଆମେରିକା ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ବିଜୟଲାଭ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।...

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଭାଜପା ନେତା ଜୁଲଫିକର କ୍ୟୁରେଶି ଭୋର୍‌ ସମୟରେ ନମାଜ...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ...

Advertisement
Archives

Model This Week