Posted inଫୁରସତ

ମଝି ରାସ୍ତାରେ ଗାଡ଼ି ଅଟକାଇ ବ୍ୟକ୍ତି କଲେ ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ବର୍ଷା ହେଉଥିବା ବେଳେ ଟ୍ରାଫିକ୍‌ରେ ଗାଡ଼ି ଅଟକାଇ  ପିଲାକୁ ରାସ୍ତାପାରି କରୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନାଚରେ ଉତ୍ସାହ ବଢ଼ାଇଲେ କରୋନା ରୋଗୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ନାଁ ଶୁଣିବା ମାତ୍ରେ କେମିତି ଏକ ପ୍ରକାର ଭୟ ମନ ଭିତରକୁ ଆପେ ଆପେ ଆସିଯାଉଛି। କିନ୍ତୁ ସାହସର ସହ ମୁକାବିଲା...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

ଆକ୍ସନ ଜ୍ୟାକ୍ସନ ବୁଦ୍ଧି ପ୍ରୟୋଗ କରି ଦେଖନ୍ତୁ କେମିତି ଜୀବନ ରକ୍ଷା କରୁଛି ବିଲେଇ

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ବିଲେଇର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ...

ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ

ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି।...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

ବିତିଗଲାଣି ୨୨ ବର୍ଷ; ହେଲେବି ଯବାନଙ୍କ ମନରୁ ଲିଭିନି କାର୍‌ଗିଲର ସ୍ମୃତି…

୧୯୯୯ ମସିହା ମେ’ ମାସର କଥା । ପାକିସ୍ତାନୀ ସୈନ୍ୟ କାର୍‌ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଙ୍ଘନ କରିି ତାକୁ ଅକ୍ତିଆର କରିନେଇଥାଆନ୍ତି। ଆଉ...

ବିପଦ ଟଳିବ, ପୃଥିବୀ ହେବନି ଧ୍ୱଂସ: ଗ୍ରହାଣୁ ପିଣ୍ଡ ଉପରେ କରାଯିବ ବୋମା ମାଡ଼…

ଓ୍ବାଶିଂଟନ,୧୩।୪: କେତେକ ସମୟରେ ବଡ଼ ବଡ଼ ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମାଡ଼ି ଆସିଥାନ୍ତି। ଏଭଳି ଗ୍ରହାଣୁ ପିଣ୍ଡ ଯୋଗୁ ଅତୀତରେ ଡାଇନୋସୋରସ୍‌...

ବିବାହ ଦିନ କନ୍ୟାଙ୍କ ଏପରି ଅବସ୍ଥା କଲେ ବର

ବିବାହ ଦିନ କନ୍ୟାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବର। ରୁଷିଆର ନୋଭୋସିବିରସ୍କରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଷ୍ଟିଫନ୍‌ ଡୋଲଗିଖ...

Advertisement


Archives

Model This Week