Posted inUncategorized

ଗୋଟିଏ ପରିବାରର ୭ ଜଣଙ୍କୁ ଆକ୍ରାଣ

ଭଦ୍ରକ,୨୬।୧: ଭଦ୍ରକ ଜିଲା ବାସୁଦେବପୁର ଥାନା ଗୁଆଗାଡ଼ିଆ ପଞ୍ଚାୟତର ଚିରଳ ଗାଁରେ ଅଭାବନୀୟ ଘଟଣା ଘଟିଛି। କେତେ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ଆକ୍ରମଣ କରଛନ୍ତି। ଏହି ଘଟଣାରେ ପରିବାରର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହଛି। ତେବେ ରାଜନୀତିକ କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଭେଟଘାଟକୁ ନେଇ ଗାଁ ଗାଁରେ ଉତ୍ସାହ: ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର

ଅମରପାଲି,୧୪ା୯(ପୀତାମ୍ବର ସାହୁ):ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?