Posted inଜାତୀୟ

ମୁଁ ଲେଖିକି ଦେଉଛି, ମଧ୍ୟପ୍ରଦେଶରେ ଭାଜପାକୁ କେଉଁଠି ଦେଖିବାକୁ ମିଳିବିନି: ରାହୁଲ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ନେତା ରହୁଲ ଗାନ୍ଧୀ ଶନିବାର ଦୃଢତାର ସହ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା ଲେଖିକି ଦେଉଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି।

ମଧ୍ୟପ୍ରଦେଶରେ ଭାଜପା ଟଙ୍କା ଖର୍ଚ୍ଚ କରି ସରକାର କରିଛି ବୋଲି ଏହା ସମସ୍ତେ ଜାଣନ୍ତି। ତେଣୁ ସାଧାରଣ ଜନତା ଉଚିତ ଜବାବ ଦେବେ।

ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ୨୦୨୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ସେ ଗତ ନଭେମ୍ବରରେ ମଧ୍ୟପ୍ରଦେଶରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ରାଜ୍ୟର ଭାଜପା ସରକାର ଉପରେ ପ୍ରଶ୍ନ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ...

୬୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୭ ହଜାର କୋଟିର କ୍ଷତି

ଡେରାଡୁନ,୨୧।୧୦: ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚିଛି। ଏବେବି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି।...

ଆଣ୍ଡାମାନରେ ଦ୍ୱିପର ନାମକରଣ କେବଳ ରାଜନୀତି ଫାଇଦା ପାଇଁ: ମୋଦିଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୩ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ୍ୱମତା ବାନାର୍ଜୀ ସୋମବାର ଅଭିଯୋଗ କରିଛନ୍ତି କି ଆଣ୍ଡାମାନ ଓ ନିକୋବରରେ ଦ୍ୱିପର ନାମ ବଦଳାଇବା କେବଳ ରାଜନୈତିକ ଫାଇଦା ପାଇଁ...

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ...

ଭୟରେ ମୁମ୍ବାଇବାସୀ: କରୋନାରେ ସଂକ୍ରମିତ ସଫେଇ କର୍ମଚାରୀ

ମୁମ୍ବାଇ,୨।୪: ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି)ର ଜଣେ ସଫେଇ କର୍ମଚାରୀ ଓ୍ବର୍ଲିରେ କାମ କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ଉକ୍ତ ୫୨...

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ...

‘ଭୁଆଁ ବୁଲାଉଛି କେନ୍ଦ୍ର’

ନୂଆଦିଲ୍ଲୀ,୧୮ା୫(ପି.ଟି.): କରୋନା ଜନିତ ଲକ୍‌ଡାଉନ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର...

ହାତ ଧରିଲେ ରାଣୀ ଚାଟାର୍ଜୀ

ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ...

Advertisement
Archives

Model This Week