ଘରେ ଲଗାନ୍ତୁ ଏପରି ରଙ୍ଗ : ହେବ ଭାଗ୍ୟ ଉଦୟ

ରଙ୍ଗ ଏବଂ ଧ୍ୱନି ହେଉଛି ଏହି ପ୍ରକାରର ଶକ୍ତି। ଯାହା ଆମକୁ ପ୍ରକୃତି ଏବଂ ପରିବେଶ ମାଧ୍ୟମରେ ଘେରି ରହିଛି । ଶୁଭ ରଙ୍ଗ ଭାଗ୍ୟ ଉଦୟ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି। ତେଣ ଜାଣନ୍ତୁ କିଛି ରଙ୍ଗ ଓ ତାର ବ୍ୟବହାର ସମ୍ପର୍କରେ…

ବିଭିନ୍ନ ରଙ୍ଗକୁ ବାସ୍ତୁଶାସ୍ତ୍ରର ପ୍ରତୀକ ଭାବେ ବିବେଚନା କରାଯାଏ। ଯେପରିକି ନୀଳ ରଙ୍ଗ ଜଳ, ବାଦାମୀ ପୃଥିବୀ ଏବଂ ଲାଲ ଅଗ୍ନି ପ୍ରତୀକ ହୋଇଥାଏ। ରଙ୍ଗଗୁଡିକ ପାଞ୍ଚଟି ଉପାଦାନ ଜଳ, ଅଗ୍ନି, ଧାତୁ, ପୃଥିବୀ ଏବଂ କାଠ ସହିତ ସଂଯୁକ୍ତ।

=) ଘରର ଉତ୍ତର ପୂର୍ବ କୋଠରୀରେ ଧଳା କିମ୍ବା ବାଇଗଣୀ ରଙ୍ଗ ବ୍ୟବହାର କରାଯିବା ଉଚିତ୍‌। ଏହି କୋଠରୀକୁ ଘରର ସବୁଠାରୁ ପବିତ୍ର କୋଠରୀ ବୋଲି ବିବେଚନା କରାଯାଏ।

=) ଦକ୍ଷିଣ-ପୂର୍ବ କୋଠରୀରେ ହଳଦିଆ କିମ୍ବା କମଳା ର କରାଯାଉଥିବା ବେଳେ ଦକ୍ଷିଣ-ପଶ୍ଚିମ କୋଠରୀରେ ଧୂସର, ଧଳା-ଧଳା, ବାଦାମୀ କିମ୍ବା ହଳଦିଆ ମିଶ୍ରିତ ରଙ୍ଗ ବ୍ୟବହାର କରାଯିବା ଉଚିତ୍‌।

=) ଯଦି ବେଡ୍‌ରୁମ୍‌ ଦକ୍ଷିଣ-ପୂର୍ବ ଦିଗରେ ଅଛି, ତେବେ କୋଠରୀରେ ସବୁଜ ରଙ୍ଗ ବ୍ୟବହାର କରିବା ଜରୁରୀ।

=) ଉତ୍ତର ପଶ୍ଚିମ କୋଠରୀ ପାଇଁ ଆପଣ ଧଳା ବ୍ୟତୀତ ଅନ୍ୟ କୌଣସି ରଙ୍ଗ ବାଛିପାରିବେ।

=) ଡାଇନିଂ ରୁମର ରଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେହି ସ୍ଥାନ ଯେଉଁଠାରେ ଘରର ପ୍ରତ୍ୟେକ ସଦସ୍ୟ ଏକାଠି ବସି ଭୋଜନ କରନ୍ତି। ହାଲୁକା ସବୁଜ, ଗୋଲାପୀ, ଆକାଶ କିମ୍ବା ହଳଦିଆ ରଙ୍ଗ ଡାଇନିଂ ରୁମରେ ଶୁଭ ଫଳାଫଳ ଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ...

ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ...

ସଂକ୍ରମଣରୁ ମୁକ୍ତି ଦିଏ ଏସବୁ ଫଳ

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଣୁତେଣୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି...

କମ୍‌ ଖର୍ଚ୍ଚରେ ଆପଣାନ୍ତୁ ଗ୍ଲାମର ଲୁକ୍‌

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି...

ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି...

ବାସ୍ତୁଶାସ୍ତ୍ର: ଘରେ ମୟୂରପୁଚ୍ଛ ରଖିଲେ…

ମୟୂର ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ଏହାର ପୁଚ୍ଛ ମଧ୍ୟ ସେମିତି ଉପକାରୀ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୟୂରପୁଚ୍ଛ ରଖିଲେ କ’ଣ ସବୁ ଉପକାର ହୋଇଥାଏ...

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର...

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି।...

Advertisement
Archives

Model This Week