Posted inଜାତୀୟ

ଅପରାଧିଙ୍କ ସହ ରହିଛି ସମାଜବାଦି ପାର୍ଟି: ଅନୁରାଗ ଠାକୁର

ନୂଆଦଲ୍ଲୀ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଫେବୃୟାରୀ ୧୪ରେ କରାଯିବ । ଶନିବାର ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସ । ଏହି ଦିନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଜବାଦି ପାର୍ଟିକୁ ଟାର୍ଗେଟ କରିଛନ୍ତି । ଅନୁରାଗ କହିଛନ୍ତି , ସମାଜବାଦୀ ପାର୍ଟି ପୁଣିଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି । ସେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ନାହିଦ ହସନଙ୍କୁ ମନେ ପକାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ଆଜମ ଖାଁଙ୍କ ବିଷୟରେ ଚିନ୍ତା କରୁଛି । ୫-୬ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳକୁ ସେ ଅତିକ ଅହମ୍ମଦ ଓ ମୁଖତାର ଅଂସାରୀଙ୍କୁ ମନେ ପକାଇବ । ତେଣୁ ଅପରାଧିକଙ୍କ ସହ ସମାଜବାଦୀ ପାର୍ଟି ଜଡିତ ହୋଇ ରହିଛି ବୋଲି ଠାକୁର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରଜେଶଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୨ା୨(ପି.ଟି.): ବିହାରର ମୁଜାଫରପୁର ଜିଲାରେ ଶେଲ୍ଟର ହୋମ୍‌ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ବ୍ରଜେଶ ଠାକୁରଙ୍କ ସମେତ ୧୨ ଜଣଙ୍କୁ...

ଭାରତ ବିଶ୍ୱର ଆଦର୍ଶ ସମାଜ ହେଉ, ଏଥିପାଇଁ କାମ କରୁଛି ଆରଏସ୍‌ଏସ୍‌: ମୋହନ ଭାଗବତ

ନୂଆଦିଲ୍ଲୀ,୨୧।୮: ଭାରତ ବିଶ୍ୱ ପାଇଁ ଏକ ଆଦର୍ଶ ସମାଜ ହେଉ। ଏ ଦିଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରୁଛି ବୋଲି ଏହାର...

୫ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବେ ଜଗନ ମୋହନ

ଅମରାବତୀ,୭।୬: ଆନ୍ଧ୍ର୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବାକୁ ଯାଉଛନ୍ତି ଜଗନ ମୋହନ ରେଡ୍ଡି।...

ଚାଲିବ ଅକ୍ସିଜେନ ଏକ୍ସପ୍ରେସ୍‌ ଟ୍ରେନ

ନୂଆଦିଲ୍ଲୀ,୧୮।୪: ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ ରାଜ୍ୟରେ ଦେଖାଦେଇଛି ହସ୍ପିଟାଲ ବେଡ୍‌ ଓ ଅକ୍ସିଜେନର ଅଭାବ। ବିଭିନ୍ନ ରାଜ୍ୟରେ ଅକ୍ସିଜେନ...

ଏନ୍‌କାଉଣ୍ଟରରେ ଜୈଶ୍‌ ଆତଙ୍କବାଦୀ ଲମ୍ବୁ ନିହତ…

ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍‌ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର...

୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, ୪।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି।...

୧୮ କୁକୁରଙ୍କୁ ଜହର ଦେଇ ହତ୍ୟା, ସାଧାରଣରେ ଉତ୍ତେଜନା ବୃଦ୍ଧି…

ହାଇଦ୍ରାବାଦ,୧୭।୧୦ : ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲାରେ ଏକାସାଙ୍ଗରେ ୧୮ କୁକୁରଙ୍କୁ ଜହର ଦେଇ ହତ୍ୟା କରାଯାଇଛି। ଏହା ପରେ ପୋଲିସ ଅଭିଯୁକ୍ତ ବୀରବାବୁଙ୍କ ବିରୋଧରେ ମାମଲା...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ପାମ୍ପଡ଼: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ସମଗ୍ର ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଭ୍ୟାକସିନ୍‌ ପ୍ରସ୍ତୁତି...

Advertisement
Archives

Model This Week