୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ ଖାଲି…

ବାଟବଣା ଭାଲୁକୁ ଜଗିଛି ବନ ବିଭାଗ

ସଜନାଗଡ଼, ୩।୩(ଡି.ଏନ.ଏ.)-ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ଜନବସତି ଆଡକୁ ପଶିଆସୁଛନ୍ତି। ସୋମବାର ରାତିରେ ଏକ ମା’ ଭାଲୁ ସହିତ ଶାବକ ଭାଲୁ ନୀଳଗିରି ଉପଖଣ୍ଡ ଅଧୀନ ମହିଷାପଟା…

ରିତେଶଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଲେ ଟ୍ରୋଲର, ଜବାବ ଦେଲେ ଅଭିନେତା

ବମ୍ବେ: ଟ୍ରୋଲ କରି ଲୋକହସା ହୋଇଛନ୍ତି ଅଭିନେତା ରିତେଶ ଦେଶମୁଖଙ୍କ ଜଣେ ପ୍ରଶଂସକ। ସବୁବେଳେ ଟ୍ରୋଲରମାନଙ୍କୁ ମଜାଳିଆ ପ୍ରତିକ୍ରିୟା ଦେଇ ଆସୁଥିବା ରିତେଶ ପୁଣି ସେଭଳି କିଛି…

‘ସନ୍ଦିପ ଔର ପିଙ୍କି ଫରାର’ର ପ୍ରଥମ ପୋଷ୍ଟର ରିଲିଜ୍‌; ୨୦ରେ ପରଦାକୁ ଆସିବ

ବମ୍ବେ: ଅର୍ଜୁନ କପୁରଙ୍କ ସହ ବଲିଉଡ୍‌ରେ ପାଦ ରଖିଥିଲେ ପରିଣୀତି ଚୋପ୍ରା। ଫିଲ୍ମ ‘ଇସ୍‌କଜାଦେ’ରେ ଉଭୟଙ୍କ କେମେଷ୍ଟ୍ରି ହଜାଇ ଦେଇଥିଲା ଦର୍ଶକଙ୍କ ନିଦ। ଏବେ ଏହି ଯୋଡ଼ି…

କରୋନା ପାଇଁ ବଦଳିଲା ଅଭିନେତ୍ରୀମାନଙ୍କ ଏୟାରପୋର୍ଟ ଲୁକ୍‌; ମେମେ ଶେୟାର କରି ମନକଥା କହିଲେ ମଲାଇକା

ବମ୍ବେ: ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି କରୋନା। ଚାଇନାରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି ଏହି ସଂକ୍ରମଣ। ଭାରତରେ ତିନିଜଣ କରୋନା…

ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି ନୁହେଁ,…

ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୩।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡ଼ରୁ ପଥରଫଟା ପାଇଁ ବ୍ୟବହୃତ ଡିଟୋନେଟର…

୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର( ନଂ.…

୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର…

ରଣବୀରଙ୍କୁ କପି କଲେ ହ୍ରିତିକ୍‌: ଦୁବାଇରେ ଗାମୁଛା ପିନ୍ଧି ବୁଲିଲେ

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପୋଷାକ ପାଇଁ ତାଙ୍କୁ ଅନେକ ସମୟରେ ଟ୍ରୋଲ ମଧ୍ୟ ହେବାକୁ…