କ୍ରିତିଙ୍କ ସହ କଲେଜ ଦିନକୁ ମନେ ପକାଇଲେ ଅମିତାଭ

ମୁମ୍ବାଇ: ‘କୌନ ବନେଗା କରୋଡ଼ପତି ସିଜନ-୧୩’ରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଛି। ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ପ୍ରମୋଶନ ପାଇଁ ବ୍ୟସ୍ତ ରହୁଥିବା ଏହି ଅଭିନେତ୍ରୀ ବିଗ୍‌-ବିଙ୍କ ଶୋ’ରେ ନଜର ଆସିଛନ୍ତି। ତେବେ ଏହି ସମୟର କିଛି ଫଟୋକୁ ଫ୍ରେମ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଅମିତାଭ। ଫଟୋରେ ଦୁହେଁ ହାତ ଧରି ନାଚୁଥିବାର ଦେଖାଯାଇଛି। କ୍ରିତି ଏକ ଲାଲ ରଙ୍ଗର ପୋଷାକରେ ଖୁବ୍‌ ସୁନ୍ଦର ଦିଶୁଥିବା ସେ କହିଛନ୍ତି। ଏହି ନାଚ ଅମିତାଭଙ୍କ କଲେଜ ଦିନର ସ୍ମୃତି ଓ କୋଲକାତାର ଅତୀତ ଦିନଗୁଡ଼ିକୁ ମନେ ପକାଇଛି ବୋଲି ସେ କ୍ୟାପଶନରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଟ୍‌ ଲୁକ୍‌ରେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବେଶ୍‌ ଜଣାଶୁଣା। ବଲିଉଡ୍‌ରେ ମଧ୍ୟ ତାଙ୍କର ନାମ ଚର୍ଚ୍ଚା ହେଉଛି। ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି।...

ପିଲାଦିନେ ଖେଳଣା କିଣିବାକୁ ଟଙ୍କାଟିଏ ବି ପାଖରେ ନ ଥିଲା, ଏବେ କୋଟିପତି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ବର୍ତ୍ତମାନ ତାଙ୍କ ପାଖରେ କୋଟି କୋଟି ଟଙ୍କା। ସେହିମାନଙ୍କ ମଧ୍ୟରୁ ନେହା କକ୍କର ହେଉଛନ୍ତି ଜଣେ।...

ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି

ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି।...

ବିବାହ ଦିନ ସ୍ବାମୀଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌- ୭ର ବିଜେତା ସାଜିଥିବା ଅଭିନେତ୍ରୀ ଗୌହର ଖାନ୍‌ କ୍ରିଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୫ରେ ତାଙ୍କର ପ୍ରେମିକ ଜୈଦ...

‘ଫୁଲ୍‌ ଔର୍‌ କାଣ୍ଟେ’ର ଏହି ଅଭିନେତ୍ରୀଙ୍କୁ ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’କୁ ମନେ ରଖିଥିବେ। ୧୯୯୧ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ...

୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ବିମାନରେ କାର୍‌ ପାଇଁ ଭଡ଼ା ୫୦ ଲକ୍ଷ…

ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍‌ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍‌ ଭାରତକୁ ଆଣିଛନ୍ତି।...

ଏହି ଅଭିନେତ୍ରୀଙ୍କ ପାଇଁ ଅକ୍ଷୟ କୁମାର ସାଜିଲେ ଫଟୋଗ୍ରାଫର

ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ଜୈସଲମେରରେ ସାଜିଦ ନାଡିଆୱାଲାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ ଶୁଟିଂ ସେଟରୁ ନିଜର...

Advertisement
Archives

Model This Week