ବଦଳିବନି ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ତାଙ୍କର ଏହି ଫିଲ୍ମଟି ଏପ୍ରିଲ ୧୪ରେ ସିନେମା ହଲରେ ରିଲିଜ୍‌ ହେବା ପାଇଁ ଘୋଷଣା ହୋଇଛି। କିନ୍ତୁ କୋଭିଡ୍‌ ସ୍ଥିତି ବିଗୁଡୁଥିବାରୁ ଏହି ଫିଲ୍ମ ତାରିଖ ଘୁଞ୍ଚାଇ ଦିଆଯିବ ବୋଲି କୁଆଯାଉଛି। ସେହିପରି ଏପ୍ରିଲ ୧୪ରେ ‘କେଜିଏଫ ଚାପ୍ଟର ୨’ମଧ୍ୟ ରିଲିଜ୍‌ ହେବ। ଦୁଇଟି ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ସାମ୍ନାକୁ ଆସୁଛି।  ତେବେ ଅମିର  ନିଜର ଫିଲ୍ମର ରିଲିଜ୍‌ ତାରିଖ ବଦଳାଇ ପାରନ୍ତି ବୋଲି ଗୁଜବ ହେଉଥିଲା। କିନ୍ତୁ ଏବେ ଅମିର  ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇ କହିଛନ୍ତି ଯେ, ‘ଫିଲ୍ମର ରିଲିଜ୍‌ ତାରିଖ ବଦଳିବ ନାହିଁ। ଫିଲ୍ମ ନିିର୍ଦ୍ଧାରିତ ତାରିଖରେ ରିଲିଜ୍‌ ହେବ। ଫିଲ୍ମ ରିଲିଜ୍‌କୁ ନେଇ ସମସ୍ତ ଖବର ଭୁଲ ଅଟେ, ସେଥିପାଇଁ ଏଭଳି ଖବରକୁ ବିଶ୍ୱାସ କରନ୍ତୁ ନାହିଁ।’

‘ଲାଲ ସିଂହ ଚଡ୍ଡା’ ରେ ଅମିରଙ୍କ ଖାନ ସହିତ କରୀନା କପୁର ନଜର ଆସିବେ। ଅମିରଙ୍କ ଏହି ଫିଲ୍ମ ହଲିଉଡର କ୍ଲାସିକାଲ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିୟାଲ ହିନ୍ଦୀ ରିମେକ ଅଟେ। ଏହି ଯୋଡିଙ୍କୁ ତୃତୀୟଥର ପାଇଁ ଏକାଠି ଦେଖିବାକୁ ପାଇବେ ଦର୍ଶକ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଠାରୁ କମ୍‌ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ...

କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା...

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ...

ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି ।...

ରେସ୍ତୋରାଁ ‘ସୋନା’ ଲଞ୍ଚ କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଏକ ଦିଗରେ ମନ ବଳାଇଛନ୍ତି । ଅଭିନୟରେ ଦର୍ଶକଙ୍କ ମନମୋହୁଥିବା ପିସି ଏବେ ହସ୍ପିଟାଲିଟି...

ରବିନା ନାତିଙ୍କୁ ଦେଲେ ସ୍ପେଶାଲ ଉପହାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ନିକଟରେ ଜେଜେମା’ ହୋଇଥିଲେ। ରବିନାଙ୍କ ଝିଅ ଛାୟା ନିକଟରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ତାଙ୍କ...

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି।...

ଏହି ଡେଟ୍‌ରେ ରିଲିଜ ହେବ ମାଧବନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ

ମୁମ୍ବାଇ: ଅପ୍ରିଲ ୧ରେ ରିଲିଜ ହେବାକୁ ଯାଉଛି ଆର୍‌ ମାଧବନଙ୍କ ଫିଲ୍ମ ରକେଟ୍ରି; ଦ ନାମ୍ବି ଇଫେକ୍ଚ’। ଏହି ଫିଲ୍ମରେ ମାଧବନ କେବଳ ଜଣେ ଅଭିନେତା...

Advertisement
Archives

Model This Week