ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା

ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା କରାଯାଉଛି । ନିର୍ବାଚନ ପୂର୍ବରୁ ଆମେରିକାରେ ଯେଉଁଭଳି ହିଂସକ ପରିସ୍ଥିତି ଉପୁଜିଥିଲା ଓ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟି ମଧ୍ୟରେ ଯେଉଁଭଳି ଟକ୍କର ଚାଲିଛି ଏହାକୁ ଦେଖିଲେ ଲାଗୁଛି ହିଂସା ଆଉ ବେଶୀ ବାଟ ନୁହେଁ । କାରଣ ଯେତେବେଳେ ଆମେରିକାରେ ହିଂସା ହୋଇଥିଲା ସେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍‌ମ୍ପ ଓ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଥିଲା । ଏହାରି ଭିତରେ ଶ୍ୱେତାଙ୍ଗ ଓ ଅଣ ଶ୍ୱେତାଙ୍ଗ କଥା ମଧ୍ୟ ଉଠିଥିଲା । ଆଉ ଏବେ ସେଠାରେ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବା ଓ ସୋସିଆଲ ମିଡିଆରେ ନିର୍ବାଚନ ଫଳାଫଳ ଆସିଲେ ଦଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ

ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇଛି।...

୪୫ ଶହ ବର୍ଷ ପୁରାତନ ଉଲ୍‌କା ପିଣ୍ଡରୁ ନିର୍ମିତ ପିସ୍ତଲ ୧୦ କୋଟିରେ ହେବ ନିଲାମ

ଓ୍ବାଶିଂଟନ,୯।୭: ଆମେରିକା ଡଲାସ୍‌ରେ ଦୁଇଟି ପିସ୍ତଲର ନିଲାମ୍‌ ଜୁଲାଇ ୨୦ରେ କରାଯିବ। ଏଥିପାଇଁ ସର୍ବନିମ୍ନ ନିଲାମ ଡାକ ୬ କୋଟି ଟଙ୍କା ରହିଛି। ଏହାକୁ ୧୦...

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି।...

ଯେଉଁ ଲ୍ୟାବ୍‌ରୁ କରୋନା ବ୍ୟାପିଥିଲା, ତାକୁ ମିଳିବ ପୁରସ୍କାର

ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ...

ବନ୍ୟାରେ ଉବୁଟୁବୁ ଥାଇଲାଣ୍ଡ

ବ୍ୟାଙ୍କକ୍‌, ୨୯ା୯: ଝଡ଼ ଡାଇନାମୁ ଏବଂ ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଥାଇଲାଣ୍ଡରେ ବନ୍ୟା ଆସିଛି। ଏଥିରେ ଦେଶର ୭୬ ପ୍ରଦେଶ ମଧ୍ୟରୁ କେନ୍ଦ୍ର, ଉତ୍ତର...

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ...

ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ-ବିଡେନଙ୍କ ମଧ୍ୟରେ ହେବାକୁ ଥିବା ପ୍ରେସିଡେନ୍‌ସିଆଲ ଡିବେଟ ବାତିଲ

ୱାଶିଂଟନ,୧୦ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ପ୍ରେସିଡେନସିଆଲ ଡିବେଟକୁ ବାତିଲ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା...

Advertisement
Archives

Model This Week