ଏସବୁ ଗୁଣ, ଏମିତି ସ୍ତ୍ରୀ ପାଖରେ ଥିବା ଲୋକ ହୁଏ ଭାଗ୍ୟବାନ: ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ସୁଖ ଜୀବନ ପାଇଁ ମଣିଷ ଧନ, ଶାନ୍ତି ଓ ତଥା ସମସ୍ତ ପ୍ରକାରର ଜିନିଷ ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପର କୌଣସି ଜ୍ଞାନ ନାହିଁ, ତେବେ ଏସବୁ ସତ୍ତ୍ୱେ ମଣିଷ ଖୁସିରେ ରୁହେ ନାହିଁ। ଚାଣକ୍ୟ ତାଙ୍କ ଶ୍ଳୋକ ମାଧ୍ୟମରେ ଏପରି ୬ଟି ବିଷୟ ଉଲ୍ଲେଖ କରିଛନ୍ତି, ଯାହା ପାଖରେ ଏସବୁ ଥିବ ସେମାନେ ଭାଗ୍ୟବାନ । ଜାଣନ୍ତୁ ସେ ସମ୍ପର୍କରେ …

> ଚାଣକ୍ୟ ତାଙ୍କ ଶ୍ଳୋକରେ କହିଛନ୍ତି ଭଲ ଖାଦ୍ୟ ଖାଉଥିବା ବ୍ୟକ୍ତି ଭାଗ୍ୟବାନ, ଏହା ଉନ୍ନତ ଜୀବନର ପରିଚୟ।

> ଭଲ ଖାଦ୍ୟ ସହିତ ଏହାକୁ ହଜମ କରିବାର ଶକ୍ତି ରହିବା ମଧ୍ୟ ଭଲ। ଏହା ସୁସ୍ଥ ଜୀବନ ପାଇଁ ଆବଶ୍ୟକ।

>ଚାଣକ୍ୟ କହିଛନ୍ତି, ଜଣେ ବୁଦ୍ଧିମାନ ଏବଂ ଦକ୍ଷ ମହିଳା ପାଖରେ ଥିବା ଭାଗ୍ୟର କଥା। ଯେଉଁ ମହିଳାଙ୍କ ପାଖରେ ଏହି ଗୁଣ ଅଛି ତାଙ୍କ ଘର ସ୍ବର୍ଗ ପରି।

> ମଣିଷ ଭିତରେ କାମଶକ୍ତି ରହିବା ଏକ ଭଲ କଥା, କିନ୍ତୁ ସେହି ସମୟରେ ଯଦି ସେମାନେ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ତେବେ ଏହା ନଷ୍ଟ ହୋଇଯାଇଥାଏ ବୋଲି ଚାଣକ୍ୟ କହିଛନ୍ତି।

> ସମସ୍ତଙ୍କର ଟଙ୍କା ନାହିଁ ଏବଂ ଯେଉଁମାନଙ୍କ ପାଖରେ ଅଛି ସେମାନେ ଭାଗ୍ୟବାନ। କିନ୍ତୁ ଯଦି ଆପଣ ଅର୍ଥର ଉପଯୁକ୍ତ ବ୍ୟବହାର ଜାଣି ନାହାନ୍ତି, ତେବେ ସେତେବେଳେ ଏକ ସୁଖମୟ ଜୀବନ ଦୁଃଖରେ ପରିଣତ ହୁଏ।

> ଜଣେ ବ୍ୟକ୍ତିରେ ଦାନ ପ୍ରକୃତି ରହିବା ଭଲ ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି। କିନ୍ତୁ କେହି କେହି ଏହାକୁ ଯତ୍ନର ସହ ରଖନ୍ତି ଏବଂ କେହି କେହି ଏହାକୁ ଠିକ୍‌ ସମୟରେ ବ୍ୟବହାର କରନ୍ତି ନାହିଁ । ଦାନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?