Advertisement
Posted inଜାତୀୟ

ବ୍ରିଟିଶ୍‌ ଶାସନ ସମୟର ସମସ୍ତ ନାମ ହେବ ପରିବର୍ତ୍ତନ, ଧାମିଙ୍କ ଘୋଷଣା…

ଡେରାଡୁନ,୨୯।୧୦ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ଘୋଷଣା କରିଛନ୍ତି ଯେ, ରାଜ୍ୟରେ ବ୍ରିଟିଶ୍‌ ଶାସନ ସମୟର ଥିବା ସମସ୍ତ ନାମର ପରିବର୍ତ୍ତନ ଖୁବ୍‌ ଶୀଘ୍ର କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ରାଜ୍ୟର ବିଭିନ୍ନ ରାସ୍ତା ଏବଂ ସହରର ନାମକରଣ ପୁଣି ଥରେ କରାଯିବ। ଯାହାଦ୍ୱାରା ପରାଧୀନ ସମୟର ସ୍ମୃତି ଦୂର ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି।...

ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସଙ୍କଟରେ ପଡ଼ିଛି ଭାରତୀୟ ଅର୍ଥ ବ୍ୟବସ୍ଥା: ମନମୋହନ

ନୂଆଦିଲ୍ଲୀ,୧।୯: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍‌...

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ...

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ...

ମହିଳାଙ୍କ ପ୍ରଜନନ ଅଧିକାରରେ ବୟସ ପ୍ରତିବନ୍ଧକ ମାମଲା : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୩୦।୧୦ : ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଆଧାରରେ ପରୀକ୍ଷା କରିବା ପାଇଁ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ୩୫ ବର୍ଷ...

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର...

ମଝି ଆକାଶରେ ବିମାନରେ ଲାଗିଲା ନିଆଁ

ପାଟନା,୧୯।୬: ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ...

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ...

Advertisement
Archives

Model This Week