ବିୟର ଗ୍ରିଲଙ୍କ ସହ ଷ୍ଟଣ୍ଟ କରିବେ ଅଜୟ ଦେବଗନ

ବମ୍ବେ: ଚର୍ଚ୍ଚାରେ ‘ସୂର୍ଯ୍ୟବଂଶୀ’ ଷ୍ଟାର ଅଜୟ ଦେବଗନ। ଭାବୁଥିବେ କାହିଁକି। ଏବେ ‘ଇନ୍‌ଟୁ ଦ ଓ୍ବାଇଲ୍ଡ ଉଇଥ୍‌ ବିୟର ଗ୍ରିଲ୍‌’ଙ୍କ ଶୋ’ରେ ଏହି ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ଗ୍ରିଲଙ୍କ ସହ ସମୁଦ୍ରରେ ସାର୍କର ସାମ୍ନା କରୁଥିବା ନଜର ଆସିବେ ସେ। କିଛି ଷ୍ଟଣ୍ଟ ଏବଂ ଆକ୍ସନ କରିବା ସମୟରେ ଅଜୟ ବାପା ଭିରୁଙ୍କ ଜୀବନ ସହ ଜଡ଼ିତ କିଛି ସ୍ମୃତି ଗ୍ରିଲଙ୍କ ସହ ମଧ୍ୟ ବାଣ୍ଟିବେ। ବାପାଙ୍କ ଯୋଗୁ ଆକ୍ସନକୁ ପସନ୍ଦ କରନ୍ତି ଅଜୟ। କାରଣ ତାଙ୍କ ବାପା ଜଣେ ଷ୍ଟଣ୍ଟ କୋରିଓଗ୍ରାଫର ଥିଲେ।

ଅଭିନେତା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଶୋ’ରେ ଭାଗ ନେଉଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଭିଡିଓରେ ହେଲିକାପ୍ଟର ଯୋଗେ ସେ ଏଣ୍ଟ୍ରି ମାରୁଥିବା ଦେଖାଯାଇଛି। ପରେ ସେ ଗ୍ରିଲଙ୍କ ସହ ଏକ ବୋଟ୍‌ରେ ଯାଉଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକ ଉତ୍ସାହିତ ଥିବା ପ୍ରତିକ୍ରିୟା ଦେଉଛନ୍ତି।

ସେମିତିରେ ଆପଣ ମୋତେ ବହୁତ ଫିଲ୍ମରେ ଆକ୍ସନ କରୁଥିବା ଦେଖିଥିବେ। ହେଲେ ଅଜୟ ଦେବଗନ ଭାବେ କେବେ ଦେଖି ନ ଥିଲେ। ଆଜି ମୁଁ ଭାରତ ମହାସାଗର ମଧ୍ୟରେ ବିୟର ଗ୍ରିଲଙ୍କ ସହ ଅଛି । ମୋତେ ଲାଗୁଛି ଏହା କୌଣସି ଖେଳ ନୁହେଁ। ଆଗକୁ କ’ଣ ହେଲା ତାହା ଦେଖିବାକୁ ଚାହୁଁଛନ୍ତି, ତେବେ ଡିସ୍କଭରି ଚ୍ୟାନେଲ୍‌ରେ ଦେଖନ୍ତୁ ବୋଲି ଭିଡିଓରେ ଅଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri