ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି ଚିକିତ୍ସା ନାହିଁ । ଯଦି ଜଣେ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହେଲେ ଔଷଧ. ଡାଏଟ ଏବଂ ଲାଇଫଷ୍ଟାଇଲେ କଣ୍ଟ୍ରୋଲ କରାଯାଇଥାଏ । ହେଲେ ଏହାରି ଭିତରେ ଡାଇବେଟିସ ରୋଗୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି ।

ଏମ୍ସର ସର୍ଜରୀ ବିଭାଗର ଡ଼ାକ୍ତର ମଞ୍ଜୁନାଥ ଦାବି କରି କହିଛନ୍ତି ଯେ, ଏହା ଏପରି ଏକ ପ୍ରକ୍ରିୟା କିମ୍ବା ମେଟାବୋଲିକ ସର୍ଜରୀ ଦ୍ବାରା ଡାଇବେଟିସକୁ ଅନେକ ମାତ୍ରାରେ କଣ୍ଡ୍ରୋଲ କରାଯାଇପାରିବ । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଭଲ ମଧ୍ୟ ହେବାର ସମ୍ଭାବନା ରହିଛି । ଏହି ସର୍ଜରୀ ଶରୀରରେ ମେଟାବୋଲିଜମ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ଇନସୁଲିନର ରେଜିଷ୍ଟାନ୍ସ ବୃଦ୍ଧି କରିଥାଏ । ଏହାଦ୍ବାରା ବ୍ଲଡ ସୁଗାର ପ୍ରାକୃତିକ ଭାବେ କମ୍ ହୋଇଯାଇଥାଏ ।

ଏମ୍ସ ଡାକ୍ତରଙ୍କ କହିବା ଅନୁସାରେ, ମେଟାବୋଲିକ ସର୍ଜରୀ ସମସ୍ତ ଡାଇବେଟିସ ରୋଗୀଙ୍କ ପାଇଁ ପ୍ରଜୁଜ୍ୟ ନୁହେଁ । ଏହି ସର୍ଜରୀ କେବଳ ଟାଇପ-2 ଡାଇବେଟିସ ଏବଂ ଅଧିକ ସୁଗାର ଲେବଲ ଥିବା ରୋଗୀଙ୍କ ପାଇଁ ଅଟେ । ଯେଉଁ ବ୍ୟକ୍ତିଙ୍କୁ ଔଷଧ ଏବଂ ଇନସୁଲିନର ପ୍ରଭାବ କମ୍ ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ସହାୟକ ହେବ ।

ଡାକ୍ତରଙ୍କ କହିବା ଅନୁସାରେ, ଟାଇପ-1 ଡାଇବେଟିସ ଥିବା ବ୍ୟକ୍ତି ଏହି ସର୍ଜରୀ କରିପାରିବେ ନାହିଁ । କାରଣ ସେମାନଙ୍କର ରେଗର କାରଣ କିଛି ଭିନ୍ନ ରହିଥାଏ ଏବଂ ଇନସୁଲିନ ତିଆରି ହେବା ବନ୍ଦ ହୋଇଯାଇଥାଏ ।

ମେଟାବୋଲିକ ସର୍ଜରୀର ପ୍ରୋସେସ ବେରିଆଟ୍ରିକ ଟେକନିକ ଭଳି ଅଟେ । ଯେଉଁଥିରେ ପେଟ ଏବଂ ଅନ୍ତର ଗଠନରେ ପରିବର୍ତ୍ତନ କରାଯାଇଥାଏ । ଏହି ପ୍ରୋସେସରେ ପେଟକୁ ଛୋଟ କରାଯାଇଥାଏ ଏବଂ ଖାଦ୍ୟନଳୀର ରାସ୍ତାକୁ ଅନ୍ତର ଅନ୍ୟ ଅଂଶ ସହ ଯୋଡାଯାଇଥାଏ । ଏହା ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହେବା ସହିତ ଶରୀରରେ ଇନସୁଲିନ ସେନସିଟିବିଟି ବଢିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

IED ବିସ୍ଫୋରଣ, ୩ ଯବାନ ଶହୀଦ

ରାୟପୁର,୨।୫: କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତିି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ…

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

ତାମିଲନାଡୁରେ ୧୮୦-୨୦୦ ଆସନ ଜିତିବ TVK! AIADMK ସହିତ ମେଣ୍ଟକୁ କରୁଛି ଅସ୍ବୀକାର

ଚେନ୍ନାଇ, ୨।୫: ତାମିଲନାଡୁ, କେରଳ, ପୁଡୁଚେରୀ, ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ସମସ୍ତ ପାଞ୍ଚଟି ରାଜ୍ୟର…

ପଶ୍ଚିମବଙ୍ଗର ୧୫ଟି ପୋଲିଂ ବୁଥରେ ସଂଘର୍ଷ, ଟିଏମସି-ଭାଜପା କର୍ମୀ ମୁହାଁମୁହିଁ

କୋଲକାତା,୨।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ, ଦକ୍ଷିଣ ୨୪ ପରଗନା ଜିଲାର ଫାଲଟା ଅଞ୍ଚଳରୁ ସଂଘର୍ଷର ରିପୋର୍ଟ ଆସିଛି। ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ…

ଲୋକକଳାର ବିକାଶ ଲାଗି ଜିଲାପାଳଙ୍କ ଗୁରୁତ୍ୱ, କଳାକୁ ବଜାୟ ରଖିଥିବାରୁ ପ୍ରେମଲତାଙ୍କୁ…

ପୁରୁଷୋତ୍ତମପୁର,୨ା୫(ସବିତା ମିଶ୍ର): ଲୋକକଳାର ବିକାଶ ଲାଗି ଆଗେଇ ଆସିଛନ୍ତି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ। ଲୋପ ପାଇବାକୁ ବସିଥିବା ଲୋକକଳା ଓ ପଲ୍ଲୀନୃତ୍ୟକୁ କିପରି ପୁଣିଥରେ ଉଦ୍‌ଜୀବିତ…

ଭାଜପା ଛାଡିବେ ବ୍ରିଜଭୂଷଣ ଶରଣ ସିଂହ? ପୂରା ପ୍ଲାନ କହିଲେ ପୁଅ ପ୍ରତୀକ

ନୂଆଦିଲ୍ଲୀ,୨।୫: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ରାଜନୈତିକ ଉଷ୍ମତା ତୀବ୍ର ହେବା ଆରମ୍ଭ ହୋଇସାରିଛି। ଏହା ମଧ୍ୟରେ, ଭାରତୀୟ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri