‘ଆର୍‌ଆର୍‌ଆର୍‌’ର ସଫଳତା ପାଇଁ ସୁନା ମୁଦ୍ରା ବାଣ୍ଟିଲେ ଅଭିନେତା

ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ୧୦ ଦିନରେ ୧୦୦୦ କୋଟିରୁ ଅଧିକ ସଂଗ୍ରହ କରିଥିବା ଜଣାପଡିଛି। ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରୁଛନ୍ତି। ତେବେ ଫିଲ୍ମର ସଫଳତା ପରେ ରାମ ଚରଣ ବହୁତ ଖୁସି ଅଛନ୍ତି । ଏହି ଖୁସିରେ ‘ଆର୍‌ଆର୍‌ଆର୍‌’ଦଳର ଅନେକ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଦେଇଥିବା ଦେଖିବାକୁ ମିଳିଛି। ଫିଲ୍ମରେ ସେ ରାଜୁ ଚରିତ୍ରରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଲୁଚାଇ ବୁଲୁଛନ୍ତି ଶିଳ୍ପାଙ୍କ ସ୍ବାମୀ

ବମ୍ବେ: ଘରୁ ବାହାରକୁ ବାହାରିଲେ ମୁହଁ ଲୁଚାଉଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଥରେ କି ଦୁଇଥର ନୁହେଁ ଅନେକ...

‘ବିବାହ ଉପରୁ ଭରସା ତୁଟି ଗଲାଣି’

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ବୈବାହିକ ଜୀବନରେ ସଙ୍କଟ...

ବ୍ଲେଡ୍‌ରେ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିଲେ ଉର୍ଫି: କହିଲେ-ପାଖକୁ ଆସିଲେ…

ବମ୍ବେ: ଅଜବଗଜବ ଫ୍ୟାଶନକୁ ନେଇ ଖବର ଶିରୋନାମାରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। କେତେବେଳେ ଶିକୁଳି ତ କେତେବେଳେ ସେପ୍ଟିପିନ୍‌ରୁ ଡ୍ରେସ୍‌ ତିଆରି କରି...

ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ...

ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ଚୈତନ୍ୟ, କହିଲେ…

ମୁମ୍ବାଇ: ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ଗତ ବର୍ଷ ତାଙ୍କ ବିବାହ ବିଚ୍ଛେଦ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ଦୁହେଁ...

ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ...

ସୁହାନାଙ୍କ ଡେବ୍ୟୁ ଫିଲ୍ମର ଟିଜର୍‌ ରିଲିଜ୍‌

ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ଜଣେ ଷ୍ଟାର୍‌ କିଡ୍ସ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଶେଷରେ ବଲିଉଡ୍‌ରେ...

୩୫ ବର୍ଷ ଧରି ଅମିତାଭଙ୍କ ସାଙ୍ଗରେ ଥିବା ଶୀତଲ ଜୈନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଏବେ ଅଛନ୍ତି ଦୁଃଖରେ। କାରଣ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ପାଖରେ ଥିବା ଶୀତଲ ଜୈନଙ୍କର ଶନିବାର ପରଲୋକ ହୋଇଛି।...

Advertisement
Archives

Model This Week