ମିନିଟ୍ରକ୍‌ ଧକ୍କାରେ ରାସ୍ତା ତଳକୁ ଖସିଲା କାର୍‌

ଢେଙ୍କାନାଳ ଅଫିସ,୨୬।୧: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏଥିରେ କାର୍‌ଟି ରାସ୍ତା ତଳକୁ ଖସିପଡ଼ିଥିଲା। ସୌଭାଗ୍ୟବଶତଃ କାର ଓ ଟ୍ରକ୍‌ ଚାଳକଙ୍କ ସହ ହେଲ୍‌ପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସଦରଥାନା ପୋଲିସ ଟ୍ରକ୍‌ର ଦୁଇ ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଲକ୍ଷ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): କଟକ ସେକ୍ଟର-୧୦ ଅଞ୍ଚଳରେ ଗତ ଗୁରୁବାର ସ୍ବେରେଜ ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟଜଣେ ଗୁରୁତର...

ଅସ୍ତିତ୍ୱ ହରାଇଛି ବ୍ରହ୍ମଗିରି, ଘରକୁ ଫେରିନାହାନ୍ତି ବିପନ୍ନ

ବ୍ରହ୍ମଗିରି,୩ା୬ : ସାମୁଦ୍ରିକ ଝଡ ଫନୀକୁ ଏକମାସ ପୂରିଛି। ଫନୀର ତାଣ୍ଡବ ଲୀଲାରେ ବ୍ରହ୍ମଗିରିର ଅସ୍ଥିତ୍ୱ ହରାଇବା ସହ ବଦଳିଯାଇଛି ରୂପରେଖ। ସବୁଆଡେ ଦେଖାଯାଉଛି ଶ୍ରୀହିନ।...

ପାଟଣାରେ ଅଗ୍ନିକାଣ୍ଡ: ଘରେ କେହି ନ ଥିବା ବେଳେ ଜଳିଗଲା ୨ ବଖରା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦିଲୀପ ମାହାନ୍ତଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ...

ମହାପ୍ରଭୁଙ୍କୁ ସୁବର୍ଣ୍ଣ ଜିଭଛେଲା ଦାନ କଲେ ପଦ୍ମଚରଣ

ପୁରୀ ଅଫିସ, ୨୯ା୭: ଜଣେ ଦାତା ବୁଧବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି। ଦାତା ଜଣଙ୍କ ହେଲେ ଭୁବନେଶ୍ୱର ନିବାସୀ ପଦ୍ମଚରଣ...

ମଦନପୁର କଟ୍‌ ହେଲେ ବନ୍ୟା ନିୟନ୍ତ୍ରଣ ହେବ

ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର...

‘ରିମ୍‌ଝିମ୍‌’କୁ ତିନିମାସ ମହଲତ

ଢେଙ୍କାନାଳ ଅଫିସ୍‌, ୨୨।୬ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କାରଖାନାରେ ପୁନଃନିଯୁକ୍ତି ଦାବିରେ ଚାଲିଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ ମଙ୍ଗଳବାର...

ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ...

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୩ା୬(ଡି.ଏନ.ଏ): ଛତ୍ରପୁର ସହର ଓ ବାଇପାସ୍‌ ଅଞ୍ଚଳରେ ଥିବା ସମସ୍ତ ପାନଦେକାନରେ ମଙ୍ଗଳବାର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଯାଞ୍ଚ କରିଥିଲା। ସେଥିରୁ ୨୮ ପାନ...

Advertisement
Archives

Model This Week