ମିନିଟ୍ରକ୍‌ ଧକ୍କାରେ ରାସ୍ତା ତଳକୁ ଖସିଲା କାର୍‌

ଢେଙ୍କାନାଳ ଅଫିସ,୨୬।୧: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏଥିରେ କାର୍‌ଟି ରାସ୍ତା ତଳକୁ ଖସିପଡ଼ିଥିଲା। ସୌଭାଗ୍ୟବଶତଃ କାର ଓ ଟ୍ରକ୍‌ ଚାଳକଙ୍କ ସହ ହେଲ୍‌ପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସଦରଥାନା ପୋଲିସ ଟ୍ରକ୍‌ର ଦୁଇ ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜୁରାଟ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ (ବାୟୁ) ଗୁଜୁରାଟଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।...

ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେବନି ଭାଜପା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଓଡ଼ିଶାର ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ସମସ୍ତ ପ୍ରାର୍ଥୀ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ୪ର୍ଥ ଆସନକୁ ନେଇ ଯେଉଁ...

ପାଣି ପାଇଁ ହାଣ୍ଡି, ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଚିତ୍ରକୋଣ୍ଡା, ୫।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ସମସ୍ୟା ନେଇ ସୋମବାର ଚିତ୍ରକୋଣ୍ଡା ବ୍ଲକ...

ବିଜେପୁର ଉପନିର୍ବାଚନ: କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ଏପରିସ୍ଥଳେ ରାଜ୍ୟ...

ଭିଜିଲାନ୍ସ ଜାଲରେ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ

ପୁରୀ ଅଫିସ,୧୮।୮: ପୁରୀ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି...

ମୋରଡ଼ା-ବାଘଡ଼ା ରାସ୍ତାରୁ ମିଳିଲା ହାତୀ ଦାନ୍ତ

ଚିତ୍ରଡ଼ା,୨୯ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା-ବାଘଡ଼ା ରାସ୍ତାରୁ ରବିବାର ବନବିଭାଗ ଦୁଇଟି ଭଙ୍ଗା ହାତୀ ଦାନ୍ତ ଉଦ୍ଧାର କରିଛି। ଶୁକ୍ରବାର ରାତିରେ ୪୩...

୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ...

କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଅଭିନବ ପ୍ରୟାସ: ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ସିଦ୍ଧାର୍ଥ

ଢେଙ୍କାନାଳ ଅଫିସ, ୧୭।୮ – ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଛନ୍ତି ସିଦ୍ଧାର୍ଥଶଙ୍କର ଦାସ। ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସିଦ୍ଧାର୍ଥ...

Advertisement
Archives

Model This Week