ଜେଲରେ ‘ଦଶଭି’ର ପ୍ରସ୍ତୁତି କରିବେ ଅଭିଶେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଦଶଭି’ (Dasvi) ର ରିଲିଜ ଡେଟ ଘୋଷଣା ହୋଇଗଲାଣି । ଫିଲ୍ମରେ ଅଭିଶେକ ବଚ୍ଚନ ଓ ୟାମି ଗୌତମଙ୍କ ଯୋଡି ଦେଖିବାକୁ ମିଳିବ । ଅଭିଶେକ ଗଙ୍ଗା ରାମ ଚୌଧୁରୀ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଫିଲ୍ମର ପୋଷ୍ଟର ଓ ଟିଜର ଶେୟାର କରି ଅଭିଶେକ କହିଛନ୍ତି ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ୭ ଏପ୍ରିଲରେ ରିଲିଜ ହେବ ।
ଫିଲ୍ମର ପୋଷ୍ଟର ଶେୟାର କରି ଅଭିଶେକ ଲେଖିଛନ୍ତି, ଦଶଭିର ଏକଜାମ ପାଇଁ ସବୁ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା । ଫିଲ୍ମ ୭ ଏପ୍ରିଲକୁ ନେଟଫ୍ଲିକ୍ସରେ ରିଲିଜ ହେବ । ଟିଜରରେ ଅଭିଶେକ କହୁଛନ୍ତି, ଓହୋହୋ ଅପରାଧିମାନେ ଅଧିଳ ଶବ୍ଦ କରନ୍ତୁ ନାହିଁ । ମୁଁ ଦଶମ ପାଇଁ ପ୍ରସ୍ତୁତ ହେଉଛି । ଜେଲରୁ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଆମର ରାଇଟ ଟୁ ଏଜୁକେଶନ ।
ସୋସିଆଲ ମିଡିଆରେ ଫିଲ୍ମର ଟିଜରକୁ ନେଇ ବେଶ ପ୍ରଶଂସା କରାଯାଉଛି । ଫିଲ୍ମରେ ଅଭିଶେକଙ୍କ ସହିତ ୟାମି ଗୌତମ, ନିମ୍ରତ କୌର ବିଶେଷ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଫଟା ଜିନ୍ସ ଉପରେ ଦେଇଥିଲେ ଟିପ୍ପଣୀ, ଏବେ ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧି ଟ୍ରୋଲ ହେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: କଥାରେ ଅଛି କହି ଦେଉଥାଏ ପରକୁ। ବୁଦ୍ଧି ନ ଆସଇ ଘରକୁ। ଅର୍ଥାତ ଅନ୍ୟକୁ କହିବା ସହଜ ହେଲେ ହେଁ ନିଜେ ସେହି କାମ...

ଏହି ୮ଟି ଫିଲ୍ମରେ ଡବଲ ରୋଲ୍‌ କରିଛନ୍ତି ଶାହାରୁଖ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ତାଙ୍କ ପ୍ରତିଭା ଏବଂ ବହୁ ପରିଶ୍ରମ ବଳରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଶାହରୁଖଙ୍କ ସଦ୍ୟତମ...

ଟ୍ରାକ୍‌କୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦୀର୍ଘଦିନ ପରେ ଧିରେ ଧିରେ ଟ୍ରାକ୍‌କୁ ଫେରୁଥିବା ଜଣାପଡ଼ିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ...

ଗରିବ ପିଲାଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ବବି ଦେୱଲ

`ମୁମ୍ବାଇ: ପିତା ଧର୍ମେନ୍ଦ୍ର ଓ ଭାଇ ସନ୍ନି ଦେୱଲଙ୍କ ଭଳି ବଡ ପରଦାରେ ସେତେଟା ହିଟ୍ ହୋଇପାରି ନାହାନ୍ତି ବବି ଦେୱଲ । ହେଲେ ଓଟିଟି...

କନ୍ୟା ସନ୍ତାନର ବାପା ହେଲେ ଜୟ ଭାନୁଶାଳୀ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଜୟ ଭାନୁଶାଳୀ ବାପା ହୋଇଛନ୍ତି। ସ୍ତ୍ରୀ ମାହି ବିଜ ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାହି ଏବଂ...

ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍‌: କଙ୍ଗନା

ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ...

ଜାହ୍ନବୀ-ଇଶାନଙ୍କ ପ୍ରେମ କାହାଣୀରେ ଲାଗିଲା ଫୁଲଷ୍ଟପ!

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କ ସହ ସମୟ କାଟୁଥିବା ଶୁଣିବାକୁ ମିଳିଛି। ଆଉ ଏହା...

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ଆଲିଆ

ବମ୍ବେ: ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା। ଏହି ଅବସରରେ ତାଙ୍କୁ...

Advertisement
Archives

Model This Week