ଏଭଳି ଗୁଣ ଥିବା ସ୍ତ୍ରୀ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ; ଜାଣନ୍ତୁ କାହାକୁ ଏପରି…

ଆଚାର୍ଯ୍ୟ ଚାଣକ୍ୟ ଭାରତର ମହାନ ଜ୍ଞାନୀ ଏବଂ ବିଦ୍ୱାନଙ୍କ ମଧ୍ୟରୁ ଜଣେ ଥିଲେ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିବା ପଛରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। କୁହାଯାଏ ଚାଣକ୍ୟଙ୍କ ନୀତି ଯୋଗୁ ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ। ଚାଣକ୍ୟ ଲେଖିଥିବା ନୀତିରେ ସ୍ତ୍ରୀଙ୍କ ବିଷୟରେ ବହୁତ କିଛି କୁହାଯାଇଛି। ଆଜି ଆମେ ସେହି ନୀତି ବିଷୟରେ କଥା ହେବା ଯେଉଁଥିରେ ସେ ଭାଗ୍ୟଶାଳୀ ସ୍ତ୍ରୀଙ୍କ ବିଶେଷ ଗୁଣ ବିଷୟରେ କହିଛନ୍ତି।

-ଚାଣକ୍ୟ କୁହନ୍ତି ଧାର୍ମିକ ବିଚାର ଥିବା ସ୍ତ୍ରୀଙ୍କୁ ବିବାହ କଲେ ବ୍ୟକ୍ତିର ଭାଗ୍ୟୋଦୟ ହୋଇଥାଏ। ଏଭଳି ସ୍ତ୍ରୀ ଘରକୁ ସ୍ବର୍ଗ କରିଥାଏ। ଯେଉଁ ଘରେ ନୀତି ନିୟମ, ପୂଜା-ପାଠ ହୋଇଥାଏ, ସେହିଠାରେ ଭଗବାନ ବାସ କରନ୍ତି। ଏଭଳି ଘରେ କେବେ କୌଣସି ପ୍ରକାର ଅସୁବିଧା ହୋଇ ନ ଥାଏ।

-ଯେଉଁ ସ୍ତ୍ରୀ ସବୁକିଛିରେ ସନ୍ତୋଷ ଲାଭ କରନ୍ତି ସେ ସ୍ବାମୀଙ୍କ ଭାଗ୍ୟ ବଦଳାଇଥାନ୍ତି। ଜୀବନରେ କୌଣସି ପରିସ୍ଥିତି ଆସୁ ନା କାହିଁକି ଏମାନେ ସ୍ବାମୀଙ୍କ ହାତ କେବେ ବି ଛାଡ଼ି ନ ଥାନ୍ତି। ଏମାନଙ୍କ ଭିତରେ ପରିସ୍ଥିତି ହିସାବରେ ନିଜକୁ ଢ଼ାଳିବାର କ୍ଷମତା ରହିଥାଏ।

-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ଧୌର୍ଯ୍ୟବାନ ହୋଇଥାଏ, ସେ ଜୀବନରେ କେବେ ବି ଅସଫଳ ହୋଇ ନ ଥାଏ। ଏଭଳି ସ୍ତ୍ରୀ ସ୍ବାମୀଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି। କାରଣ ଧୌର୍ଯ୍ୟବାନ ବ୍ୟକ୍ତି କେବେ ବି ଚିନ୍ତିତ ହୋଇ ନ ଥାନ୍ତି।

-କ୍ରୋଧ ବ୍ୟକ୍ତିର ସବୁଠାରୁ ବଡ଼ ଶକ୍ତି। ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ସ୍ତ୍ରୀ ରାଗେ ନାହିଁ ସେ ଘରକୁ ସ୍ବର୍ଗ କରି ରଖିଥାନ୍ତି। ଏଭଳି ସ୍ତ୍ରୀ ରହିବା ଯୋଗୁ ଘର ପରିବାରରେ ସବୁବେଳେ ହସଖୁସିର ମାହୋଲ ଥାଏ।

-ମିଠା କଥା କହୁଥିବା ସ୍ତ୍ରୀଙ୍କୁ ସବୁ ସ୍ଥାନରୁ ସମ୍ମାନ ମିଳେ। ଏଭଳି ସ୍ତ୍ରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରେ ତା’ର ଭାଗ୍ୟ ବଦଳିଯାଏ। ଘର ପରିବାରରେ ସର୍ବଦା ସୁଖଶାନ୍ତିର ପରିବେଶ ବଜାୟ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ...

ଭାଇରସ୍‌କୁ ପ୍ରତିହତ କରିବ ବ୍ୟାକ୍ଟେରିଆ

ଅନେକ ସମୟରେ ଆମେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ହେଲେ ଭାରଇସକୁ ପ୍ରତିହତ କରିବାକୁ ଡର୍‌ହାମ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ଦ୍ୱାରା ଏକ...

ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ...

ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର...

କୃତ୍ରିମ ଗଳା

ବୈଜ୍ଞାନିକମାନେ ଏବେ ଏକ କୃତ୍ରିମ ଗଳା ବିକାଶ କରିଛନ୍ତି। ଏହା ୦.୬/୧.୨ ଇଞ୍ଚ ଆକାରର ଏହି କୃତ୍ରିମ ଗଳାକୁ ଟେମ୍ପୋରାରି ଟାଟୁ ଭଳି ବେକରେ ଲଗାଇହେବ...

କରୋନା ଭାଇରସ୍‌ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ

କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍‌ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ...

ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌ ଏବଂ...

ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି...

Advertisement
Archives

Model This Week