୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ ପାଇଛନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟି ପ୍ରଫେସର ତଥା ଉକ୍ତ ମିଶନର ସଦସ୍ୟ ବେଷ୍ଟି ବ୍ରିୟାନ୍‌ ଏକ ବିବୃତିରେ କହିଛନ୍ତି। ଏଟେନ୍‌ ନାମରେ ପରିଚିତ ଏହି ପ୍ରାଚୀନ ସହରକୁ କିଙ୍ଗ୍‌ ଅମେନ୍‌ହୋଟେପ୍‌ ତୃତୀୟ ପ୍ରତିଷ୍ଠା କରିଥିଲେ। ଇଜିପ୍ଟର ରାଜବଂଶର ଅଷ୍ଟାଦଶ ପିଢ଼ିର ଏହି ରାଜା ଖ୍ରୀଷ୍ଟପୂର୍ବ ୧୩୯୧ରୁ ୧୩୫୩ ପର୍ଯ୍ୟନ୍ତ ଶାସନ କରୁଥିଲେ। ଏହା ପୂର୍ବରୁ ୧୯୨୨ରେ ଲକ୍ସର ଉପତ୍ୟକାରେ କିଙ୍ଗ୍‌ ଟୁଟାନଖମେନଙ୍କ ସମାଧି ଠାବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ...

ଯୁଦ୍ଧରେ ୟୁକ୍ରେନର ୩ ହଜାରରୁ ଅଧିକ ନାଗରିଙ୍କର ହୋଇଛି ମୃତ୍ୟୁ: ମିଳିତ ଜାତିସଂଘ

କ୍ୱିଭ,୩ ।୫: ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି କି ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ୩,୦୦୦ରୁ...

ବୋମା ଫୁଟିଲେ ୪ ବର୍ଷର ଝିଅକୁ କାହିଁକି ହସାଉଛନ୍ତି ବାପା…..

ଦକ୍ଷିଣ ସିରିଆର ଟର୍କିଶ୍‌ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍‌ରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ...

ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ମାଛ କରନ୍ତି ଲିଙ୍ଗ ପରିବର୍ତ୍ତନ

କାଲିଫର୍ନିଆ: ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା କେତେକ ମାଛ ପ୍ରଜାତି ନିଜ ଜୀବନକାଳ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଏନେଇ ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର...

ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁରେ ଶହୀଦ କର୍ନଲଙ୍କ ନାମରେ ରଖାଗଲା ବାଘ ଶାବକର ନାମ

ହାଇଦ୍ରାବାଦ ନେହେରୁ ଜୁଲୋଜିକାଲ ପାର୍କରେ ଥିବା ବାଘୁଣୀ ଆଶା ତିନୋଟି ଶାବକ ଜନ୍ମ କରିଛି। ସେଥିରୁ ଜଣଙ୍କ ନାମ ସନ୍ତୋଷ ରଖାଯାଇଛି। ତେବେ ଲଦାଖର ଗଲଓ୍ବାନ୍‌...

ଏହି ହାତୀକୁ ୩୫ ବର୍ଷ ଧରି ଗୋଟିଏ ସ୍ଥାନରେ ଏକାକୀ ରଖିଥିଲା ପାକିସ୍ତାନ

କାମ୍ବୋଡିଆ,୬ା୯: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଏକ ହାତୀକୁ ୩୫ ବର୍ଷ ଧରି ଏକ ସ୍ଥାନରେ ଏକାକୀ ରଖାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଉଦ୍ୟମ ପରେ, ବର୍ତ୍ତମାନ ଏହି...

‘ଭାରତର ପଦକ୍ଷେପ ଶାନ୍ତିଭଙ୍ଗ କରିବ’

ଇସ୍‌ଲାମାବାଦ,୧୩-୯(ପି.ଟି.): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନୂଆଦିଲ୍ଲୀ ଭାରତୀୟ ସମ୍ବିଧାନ ଓ ଶିମ୍‌ଲା ଚୁକ୍ତିକୁ ଉଲ୍ଲଂଘନ କରିଛି । କଶ୍ମୀରରେ ଭାରତର ପଦକ୍ଷେପ କ୍ଷେତ୍ରୀୟ...

୧୦୫ ବର୍ଷରେ ପରୀକ୍ଷା ପାସ୍‌ କଲେ ବୃଦ୍ଧା

ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍‌ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ...

Advertisement
Archives

Model This Week