Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍‌ ଦେଲେ ମସ୍କ, ଜାଣନ୍ତୁ କାହିିଁକି

ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ଏପରି ପୋଷ୍ଟ କରନ୍ତି, ଯାହା ସାରା ବିଶ୍ୱର ଗଣମାଧ୍ୟମରେ ଆଲୋଚନା ହୁଏ। ସେ ଓ୍ବିକିପିଡିଆର ନାମ ସମ୍ପର୍କରେ ସମାନ କିଛି ପୋଷ୍ଟ କରିଛନ୍ତି। ପ୍ରକୃତରେ, ଏଲନ ମସ୍କ ଚାହୁଁଛନ୍ତି ଯେ ୱିକିପିଡିଆ ତାର ନାମ ପରିବର୍ତ୍ତନ କରୁ।

ଏଥିପାଇଁ ସେ ଓ୍ବିକିପିଡିଆକୁ ବିପୁଳ ପରିମାଣର ଟଙ୍କା ପ୍ରଦାନ କରିସାରିଛନ୍ତି। ଏବେ ତାଙ୍କ ବକ୍ତବ୍ୟକୁ ଦୋହରାଇ ମସ୍କ Xରେ ପୋଷ୍ଟ କରିଛନ୍ତି ଯେ, ସେ ପୁଣିଥରେ ଓ୍ବିକିପିଡିଆକୁ ୧ ବିଲିୟନ ଡଲାର ଅଫର କରିଛନ୍ତି , କିନ୍ତୁ ସର୍ତ୍ତ ସମାନ ଯେ ଏହାକୁ ଏହାର ନାମ ପରିବର୍ତ୍ତନ କରିବାକୁ ପଡିବ।

ପ୍ରକୃତରେ ମସ୍କ ଗତ ବର୍ଷ ଅକ୍ଟୋବର୨୦୨୩ରେ ଏକ ମଜାଦାର ପ୍ରସ୍ତାବ ଦେଇଥିଲେ ଯେ ଯଦି ୱିକିପିଡିଆ ଏହାର ନାମ ପରିବର୍ତ୍ତନ କରି ‘ଡିକିପିଡିଆ’ ରଖେ, ତେବେ ସେ ୧ ବିଲିୟନ ଡଲାର ଦେବେ। ନିକଟରେ ଯେତେବେଳେ ଜଣେ ଏକ୍ସ ବ୍ୟବହାରକାରୀ ଜନ୍‌ ମସ୍କଙ୍କୁ ପଚାରିଥିଲେ, ଏହି ଅଫରଟି ଏବେ ବି ବୈଧ କି?, ମସ୍କ ଉତ୍ତର ଦେଇଥିଲେ, “ହଁ, ଅଫରଟି ଏବେ ବି ବୈଧ।

ମସ୍କ ୱିକିପିଡିଆ ଉପରେ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଯେତେବେଳେ ସେ ୱିକିପିଡିଆରେ କୌଣସି ପୃଷ୍ଠା ଖୋଲନ୍ତି, ସାଇଟ ପାଣ୍ଠି ପାଇଁ ଟଙ୍କା ମାଗୁଥାଏ। ଜଣେ ଏକ୍ସ ଉପଭୋକ୍ତା ପିଟ ‘ୱିକିପିଡିଆ’ ପାଇଁ ଏକ ମଜାଦାର ମିମ୍‌ ଶେୟାର କରିଥିଲେ, ଯେଉଁଥିରେ ଲେଖାଥିଲା, ଯେତେବେଳେ ମୁଁ ତାଙ୍କ ପୃଷ୍ଠା ଖୋଲିବି ସେତେବେଳେ ଉଇକିପିଡିଆ ଟଙ୍କା ମାଗେ। ଏଥିରେ ମସ୍କ ହସି ହସି ଉତ୍ତର ଦେଇଥିଲେ ପ୍ରତ୍ୟେକ ଥର!


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Appleର ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri