Posted inଖେଳ

ଅଧାରୁ ଏହିସବୁ କ୍ରିକେଟର୍‌ଙ୍କ ହାତ ଛାଡିଦେଇଥିଲେ ସ୍ତ୍ରୀ : ନାଁ ଜାଣିଲେ ହେବେ ଚକିତ

ଭାରତରେ ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ବିବାହକୁ ୭ ଜନ୍ମର ବନ୍ଧନ ବୋଲି କୁହାଯାଏ। ବେଳେବେଳେ ଏହାକୁ ବଜାୟ ରଖିବା କଷ୍ଟକର ହୋଇଯାଏ ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ହେବାକୁ ପଡେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଏମିତି କିଛି ଦେଖିବାକୁ ମିଳିଥିଲା। ପାଣ୍ଡ୍ୟାଙ୍କ ପୂର୍ବରୁ ମଧ୍ୟ କିଛି କ୍ରିକେଟର ଥିଲେ ଯେଉଁମାନେ ଛାଡପତ୍ର ନିଷ୍ପତ୍ତି ନେବାକୁ ପଡିଛି।

ଶିଖର ଧାୱନ
ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ଥିବା ଶିଖର ଧାୱନ ଛାଡପତ୍ରର ଯନ୍ତ୍ରଣା ଭୋଗୁଛନ୍ତି। ସେ ୨୦୦୯ରେ ମେଲବୋର୍ନର ଆୟେଶା ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପରେ ସେମାନେ ୨୦୧୨ରେ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। ଉଭୟ ବିବାହର ୧୧ ବର୍ଷ ପରେ ଛାଡପତ୍ର ନେଇଥିଲେ।

ଦୀନେଶ କାର୍ତ୍ତିକ
ଦୀନେଶ କାର୍ତ୍ତିକ ୨୦୦୭ରେ ୨୧ ବର୍ଷ ବୟସରେ ତାଙ୍କ ପିଲାଦିନର ବନ୍ଧୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହ କେବଳ ୫ ବର୍ଷ ପର୍ଯ୍ୟନ୍ତ ରହିପାରେ। ୨୦୧୨ରେ କାର୍ତ୍ତିକଙ୍କ ପତ୍ନୀ ବିବାହ ସମୟରେ ତାଙ୍କ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। କାର୍ତ୍ତିକ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ଏହା ପରେ ସେମାନେ ଛାଡପତ୍ର ନେଇଥିଲେ। କାର୍ତ୍ତିକ ୨୦୧୫ରେ ସ୍କ୍ବାସ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ।

ମହମ୍ମଦ ଶାମି
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ୨୦୧୪ରେ ହସିନ ଜାହାନଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ସାକ୍ଷାତ ଆଇପିଏଲ ସମୟରେ ହୋଇଥିଲା। ହସିନ ଜାହାନ ସେହି ସମୟରେ କୋଲକାତା ନାଇଟ ରାଇଡର୍ସର ଚିୟର ଲିଡର୍ସ ଥିଲେ। ୪ ବର୍ଷ ବିବାହ ପରେ ଉଭୟ ଛାଡପତ୍ର ନେଇଥିଲେ। ଉଭୟଙ୍କର ଗୋଟି, ଝିଅ ଅଛି।

ମହମ୍ମଦ ଆଜହରୁଦ୍ଦିନ
ଭାରତୀୟ ଦଳର ଅଧିନାୟକ ଥିବା ମହମ୍ମଦ ଅଜହରୁଦ୍ଦିନ ଥରେ ନୁହେଁ ଦୁଇଥର ଛାଡପତ୍ର ଦେଇଛନ୍ତି। ସେ ତାଙ୍କର ପ୍ରଥମ ପତ୍ନୀ ନୌରିନଙ୍କୁ ୧୯୯୬ରେ ଛାଡପତ୍ର ଦେଇ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନିଙ୍କୁ ବିବାହ କରିଥିଲେ। ଜ୍ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା।

ବିନୋଦ କାମ୍ବଲି
ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ତାଙ୍କ ପିଲାଦିନର ବନ୍ଧୁ ନୋଏଲା ଲୁଇସଙ୍କୁ ୧୯୯୮ ରେ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିଲେ।

ଜଭଗଲ ଶ୍ରୀନାଥ
ଜଭଗଲ ଶ୍ରୀନଥ ଭାରତର ଦ୍ରୁତ ବୋଲର ହୋଇଛନ୍ତି। ବର୍ତ୍ତମାନ ସେ ଆଇସିସି ପାଇଁ ମ୍ୟାଚ ରେଫରି ଭାବରେ କାର୍ଯ୍ୟ କରୁଛନ୍ତି। ସେ ୧୯୯୯ରେ ଜ୍ୟୋସନାଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୭ରେ ୮ ବର୍ଷ ପରେ ଛାଡପତ୍ର ହୋଇଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ସାମ୍ବାଦିକ ମାଧବୀ ପାତ୍ରଭଲୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri