Posted inଜାତୀୟ

ଭାରତ ଚୁପ ହୋଇ ବସି ରହିବ ବୋଲି ଭାବିବା ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାକୁ ତାଗିଦ କରି ଗୋଖଲେ କହିଛନ୍ତି ଯେ ଚାଇନା ଭ୍ରମରେ ରହିବା ଉଚିତ୍ ନୁହେଁ ଯେ ଭାରତ ଏଲଏସି କୁ ନେଇ ଏହାର ଉଚିତ ଉତ୍ତର ଦେବ ନାହିଁ। ଭାରତ ଏହାର ସମସ୍ତ ଭୁଲ ନୀତିର ଉପଯୁକ୍ତ ଉତ୍ତର ଦେବ। ୨୦୨୦ର ଗଲଓ୍ବାନ ଘାଟି ଘଟଣାରେ ଚାଇନ ସମ୍ପର୍କରେ ଜାତୀୟ ଜନମତ ସକ୍ରିୟ ହୋଇଥିଲା। ଆମର ସେନା ପ୍ରତ୍ୟେକ ପଦକ୍ଷେପ ପାଇଁ ପ୍ରସ୍ତୁତ ।

ବିଜୟ ଗୋଖଲେ କହିଛନ୍ତି ଯେ ଅଗଷ୍ଟ ୨୦୨୦ରେ ରେଜାଙ୍ଗ ଲା-ରେଚିନ ଲା ରେ ସ୍ନୋ ଲିଓପାର୍ଡ କାଉଣ୍ଟର ଅପରେଶନ କରାଯାଇଥିଲା। ଭାରତ ଏହି ଅପରେଶନକୁ ବୁଝିଶୁଝି କାର୍ଯ୍ୟକାରୀ କରିଥିଲା। ମାତ୍ର ଚାଇନା ଏ ବିଷୟରେ ଚିନ୍ତା କରି ନଥିଲା। ସ୍ନୋ ଲିଓପାର୍ଡ କାଉଣ୍ଟର ଅପରେଶନ ମାଧ୍ୟମରେ ଚାଇନା ସୈନ୍ୟଙ୍କୁ ପୋଙ୍ଗଙ୍ଗ ତ୍ସୋ ହ୍ରଦରୁ ପଛକୁ ଯିବାକୁ ଭାରତୀୟ ସେନା ବାଧ୍ୟ କରିଥିଲା। ଏଭଳି ପରିସ୍ଥିତିରେ ଚାଇନାର ଧାରଣା ରହିଛି ଯେ ଏଲଏସିରେ ଛୋଟ ଛୋଟ ଘଟଣାରେ ଭାରତ ପ୍ରତିଶୋଧ ନେବ ନାହିଁ କାରଣ ଭାରତ ରିସ୍କ ନେବାକୁ ଚାହିଁବ ନାହିଁ। ମାତ୍ର ଏବେ ଆଉ ସେଭଳି ହେବ ନାହିଁ।

ଗୋଖଲେ କହିଛନ୍ତି ଯେ ଚାଇନାର ଦୁଇଟି ଧାରଣା ରହିଛି। ପ୍ରଥମଟି ହେଉଛି ଏକ ପୃଥକ ଘଟଣାର ଜବାବରେ ଭାରତ ଏକ ବଡ଼ ଧରଣର ସାମରିକ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେବ ନାହିଁ। ଦ୍ୱିତୀୟରେ ଭାରତ ଅନ୍ୟ ଦେଶ ସହିତ ମି ମିଶି ଆକ୍ରମଣ କରିବ ନାହିଁ।

ଗୋଖଲେ କହିଛନ୍ତି ଯେ ଚାଇନା ରାଜନେତାମାନେ ମଧ୍ୟ ସେମାନଙ୍କର ବିଶ୍ୱାସ ତ୍ୟାଗ କରିବା ଉଚିତ ଯେ ଆଗାମୀ ସମୟରେ କୌଣସି ସାମରିକ ମୁକାବିଲା ପରେ ଭାରତୀୟ ପ୍ରତିକ୍ରିୟା ଅତ୍ୟନ୍ତ ନମନୀୟ ହେବ କାରଣ ଭାରତ ନିଜର ସାମରିକ ସାମର୍ଥ୍ୟ ଏବଂ ଆହ୍ବାନକୁ ଦୃଷ୍ଟିରେ ରଖି ଏଲଏସିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri