ବଢିଲା ଦ୍ୱାଦଶ ପରୀକ୍ଷା ଫର୍ମ ପୂରଣ ଅବଧି

ଭୁବନେଶ୍ୱର,୧୦।୧:(ବ୍ୟୁରୋ): ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଫର୍ମ ପୂରଣ ଅବଧି ବଢାଇଛନ୍ତି। ଏହି ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମଙ୍ଗଳବାର ଫର୍ମ ପୂରଣର ଅବଧି ସରିବାର ଥିଲା। ୪୫୦ ଟଙ୍କା ଦେଇ ଛାତ୍ରୀଛାତ୍ର ଫର୍ମ ପୂରଣ କରିହେବ ବୋଲି ବିଭାଗ କହିଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥାନରେ ଚାଦର ଚଢ଼ାଇଲେ ଶ୍ରଦ୍ଧାଳୁ

ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲାର ଭାଇଚାରାର ପ୍ରତୀକ ସହରର ସୁନହଟ ସ୍ଥିତ ‘ବାବା ଭୁଜାଖିଆ ପୀରଙ୍କ ୩ ଦିନିଆ ୭୮ତମ ବାର୍ଷିକ ଉତ୍ସବ ‘ଉର୍ସ’...

ଘରପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବି: ପୌରସଂସ୍ଥା ଘେରିଲା ଭାଜପା

ଜୟପୁର,୧୨ା୬(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହରର ବସ୍ତି ଅଞ୍ଚଳରେ ଘରପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ଦାବି ନେଇ ବୁଧବାର ପୌରସଂସ୍ଥା କାର୍ଯ୍ୟାଳୟ ଘେରିଛି...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ତୁଳସୀ

ଜୟପୁର,୨୮ା୩(ନି.ପ୍ର.): ଆନ୍ଧ୍ର-ଓଡ଼ିଶା ବର୍ଡର୍‌ ସ୍ପେଶିଆଲ୍‌ ଜୋନାଲ୍‌ କମିଟିର ମହିଳା ମାଓବାଦୀ ତୁଳସୀ ଉଲ୍ଲାକା ଶନିବାର କୋରାପୁଟ ଏସ୍‌ପି ମୁକେଶ୍‌ ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ...

ଜୀବିତଙ୍କ ନାଁରେ କୋଭିଡ୍‌ ସହାୟତା

ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍‌ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍‌...

ମିଳିଲା ଖୋକା, ମାନୁନି ପୋଲିସ

ଢେଙ୍କାନାଳ ଅଫିସ, ୨୯ା୧୧-ଡ୍ରଗ୍ସ ସେବନକୁ ବିରୋଧ କରିବାରୁ ଢେଙ୍କାନାଳ ପୌରାଞ୍ଚଳ ୨୧ନଂ. ଓ୍ବାର୍ଡ ଅଧୀନ ରେଳଷ୍ଟେଶନ ନିକଟରେ ଥିବା ସଞ୍ଜୟ କୁଷ୍ଠ ରୋଗୀ କଲୋନୀରେ ଶନିବାର...

ବଜ୍ରପାତ ନେଇ ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ୪୨.୫ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଝଡ଼ ତୋଫାନ ସହ ବଜ୍ରପାତ ସୂଚନା ମିଳିଛି। କେନ୍ଦୁଝରରେ ସର୍ବାଧିକ ୩୧.୬ ମିମି ବର୍ଷା...

ଝରକା ତାଡ଼ି ଘରେ ପଶିଲେ ଦୁର୍ବୃତ୍ତ: ଟଙ୍କା, ସୁନା ଅଳଙ୍କାର ଚୋରି

ବାରଙ୍ଗ, ୧୧।୬(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସହଦେବ ସାମଲ...

ଶ୍ରୀକପିଳେଶ୍ୱର ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ: ହାଇକୋର୍ଟ ରାୟ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ

ପୁରୁଣା ଭୁବନେଶ୍ୱର, ୧୭।୧୦(ଡି.ଏନ.ଏ.): ଦୀର୍ଘଦିନ ଧରି ଶ୍ରୀକପିଳେଶ୍ୱର ମନ୍ଦିରରେ ୨ ପ୍ରମୁଖ ସେବାୟତ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ହାଇକୋର୍ଟ ଦେବୋତ୍ତର ଆୟୁକ୍ତଙ୍କୁ...

Advertisement
Archives

Model This Week