Posted inଜାତୀୟ

ବିଳମ୍ବିତ ରାତିରେ ୧୫ ଆଇପିଏସଙ୍କ ବଦଳି

ଲକ୍ଷ୍ନୌ,୨୩ ।୮: ଉତ୍ତର ପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ୧୫ ଆଇପିଏସଙ୍କ ବଦଳି କରାଯାଇଛି । ସରକାରଙ୍କ ଦ୍ୱାରା ବିଳମ୍ବିତ ରାତିରେ ଏହି ନୋଟିସ ଜାରି କରାଯାଇଛି । ଡେପୁଟେଶନରୁ ଫେରିଥିବା ଡିଆଇଜି ଅବଦୁଲ ହମିଦଙ୍କୁ ଆଣ୍ଟି ନାର୍କୋଟିକ୍ସ ଫୋର୍ସର ଡିଆଇଜି କରାଯାଇଛି । ଏହି ଫୋର୍ସର ଗଠନ ପ୍ରଥମ ଥର ଲାଗି କରାଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କିଛି ଜିଲାରେ ପୋଲିସ କ୍ୟାପଟେନକୁ ବି ନିଯୁକ୍ତ କରାଯାଇଛି । ସେହିପରି ୧୧ତମ ବାହିନୀ ପିଏସି ସୀତାପୁରର କମାଣ୍ଡାଣ୍ଟ ଅଖିଳେଶ କୁମାର ଚୌରାସିୟାଙ୍କୁ ଏସଷ୍ଟାବ୍ଲିସମେଣ୍ଟରେ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ବରେଲିରେ ଏଏସପି ନାଗ ରବିନ୍ଦ୍ର କୁମାରଙ୍କୁ କାନପୁର କମିଶନରେଟରେ ଡିସିପି କରାଯାଇଛି । ଏହାସହ ଲକ୍ଷ୍ନୌରେ ଥିବା ପ୍ରଶିକ୍ଷକ ଆଇପିଏସ ଅନିଲ କୁମାର ଯାଦବଙ୍କୁ ନଏଡା ପଠାଇ ଦିଆଯାଇଛି । ଗାଜିଆବାଦରେ ଏଏସି ଭାବେ ପୋଷ୍ଟ ହୋଇଥିବା ଅଭିଜିତ ଆର ଶଙ୍କରଙ୍କୁ ଲକ୍ଷ୍ନୌରେ ଏଡିସିପି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪୫୦ କିଲୋମିଟର ଚାଲି ଚାଲି ଯାଇ କାର୍ଯ୍ୟରେ ଯୋଗଦେଲେ ଯବାନ

ରାଜଗଡ଼,୩୦।୩: ଉତ୍ତରପ୍ରଦେଶ ଇଟାଓ୍ବାର ଜଣେ ଯବାନ ନିଜ କାର୍ଯ୍ୟକୁ କେତେ ସମ୍ମାନ କରନ୍ତି ତାହା ଏବେ ଦେଖିବାକୁ ମିଳିଛି। ଦିଗବିଜୟ ଶର୍ମା ନାମକ ଜଣେ କନଷ୍ଟେବଳ...

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ...

ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁର ଏକ ଗାଁରେ ବିସ୍ଫୋରଣ

ଜମ୍ମୁ,୨୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର କିଛି ଘଣ୍ଟା ପୂର୍ବରୁ ଏକ ସନ୍ଦିଗ୍ଧ ବିସ୍ଫୋରଣ ହୋଇଛି । ରବିବାର ସକାଳେ ହୋଇଥିବା ଏହି...

ରାଗିଛନ୍ତି କି ସଞ୍ଜୟ!

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଠାରେ ମେଣ୍ଟ ସରକାର ହୋଇଥିବାରୁ ପ୍ରାୟ ସବୁ ଦଳର ସଦସ୍ୟଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏଥିରେ ଏନ୍‌ସିପି...

ଦେଶର ବଡ଼ ସହରରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଅଲ୍‌ କାଏଦାର ଧମକ…

ନୂଆଦିଲ୍ଲୀ, ୮।୬ : ମହାପୁରୁଷ ମହମ୍ମଦଙ୍କ ବିଷୟରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ...

ଦୀପାବଳିରେ ଘର ସଜାନ୍ତୁ ରଙ୍ଗୋଲିରେ

ଦୀପାବଳିକୁ ଆଲୋକର ପର୍ବ କୁହାଯାଉଥିଲେ ସୁଦ୍ଧା ଏହି ଦିନକୁ ଘରକୁ ରଙ୍ଗୋଲି ବା ମୁରୁଜରେ ଅନେକ ଲୋକ ସଜାଇବାକୁ ପସନ୍ଦ କରିଥାଆନ୍ତି। ରଙ୍ଗୋଲି ସଂସ୍କୃତ ଶବ୍ଦ...

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ...

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ...

Advertisement
Archives

Model This Week