Posted inଜାତୀୟ

୧୧ ଜଣଙ୍କୁ ହତ୍ୟା କଲେ ଯୁବତୀ: ନିଦ ଔଷଧ ପରେ ବିଷ ଇଞ୍ଜେକଶନ ଦେଇଥିଲେ

ଯୋଧପୁର, ୧୦।୮: ରାଜସ୍ଥାନର ଯୋଧପୁରର ଦେଚୁ ଅଞ୍ଚଳର ଲୋଡ଼ତା ଗାଁ ଘଟିଥିବା ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଘରର ୨୫ ବର୍ଷ ବୟସ୍କା ଝିଅ ପ୍ରିୟା ଓରଫ ପ୍ୟାରୀ ପାରିବାରିକ କଳହ କାରଣରୁ ସେମାନଙ୍କୁ ପ୍ରଥମେ ନିଦ ଔଷଧ ଦେଇ ପରେ ବିଷ ଇଞ୍ଜେକଶନ୍‌ ଦେଇ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ସେ ପାକିସ୍ତାନରେ ନର୍ସିଂ ପାଠ୍ୟକ୍ରମ ପାସ କରିଥିଲେ। ପରିବାର ଅନ୍ୟ ଜଣେ ସଦସ୍ୟ ରାତିରେ ଚାଷ ଜମି ଜଗିବାକୁ ଯାଇଥିବାରୁ ସେ ରକ୍ଷା ପାଇଯାଇଥିବା ପୋଲିସ କହିଛି। ପୂର୍ବରୁ ପରିବାରର ଅନ୍ୟ ଜଣେ ଝିଅ ଲକ୍ଷ୍ମୀ ଏପରି କରିଥିବା ସନ୍ଦେହ କରାଯାଉଥିଲା। ଲକ୍ଷ୍ମୀ ମଧ୍ୟ ନର୍ସିଂ ପାସ୍‌ କରିଥିବା ପୋଲିସ କହିଛି। ମୃତ ଦେହ ପାଖରୁ ବିଷ ବୋତଲ ଏବଂ ଇଞ୍ଜେକଶନ୍‌ ମିଳିଥିବା ଏସ୍‌ପି ରାହୁଲ ବାରହଟ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ...

ନିର୍ବାଚନ ପ୍ରଚାର ପଦଯାତ୍ରାରୁ ହଟିଲା କଟକଣା, ରାତି ୧୦ଟା ପର୍ଯ୍ୟନ୍ତ କରିହେବ ପ୍ରଚାର…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଉପରେ ଥିବା କଟକଣାକୁ ଶନିବାର କୋହଳ...

କରୋନା ସଂକ୍ରମଣ: କେରଳରୁ ପୁଣେ ଯାଉଥିବା ଲୋକଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ ଜରୁରୀ

ମୁମ୍ବାଇ,୧୯ ।୨: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମ୍ ହେଉଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରେ ଏହାର ବିପରିତ ଦେଖିବାକୁ ମିଳିଛି । ଲଗାତାର...

ଦିଲ୍ଲୀ ଦଙ୍ଗାରେ ୧୩ ମୃତ

ନୂଆଦିଲ୍ଲୀ,୨୬ା୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ଘଟି...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ୩ ଦିନ ଦୌଡିବେ କୁନି ଧାବିକା

ଲକ୍ଷ୍ନୌ,୧୧ ।୪: ପ୍ରତିଯୋଗୀତାରେ ବିଜୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିରେ ଭାଗ ନେବା । ହେଲେ ଖେଳାଳୀଙ୍କୁ ଯେତେବେଳେ ସେମାନଙ୍କୁ ସେମାନଙ୍କର ଉଚିତ ସମ୍ମାନ...

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର...

ଲକ୍‌ଡାଉନ୍‌ ବଦଳାଇଛି ପାଠକୀୟ ରୁଚି

ନୂଆଦିଲ୍ଲୀ, ୧୭।୫(ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ରୋକିବା ଲାଗି ଭାରତରେ ଲାଗୁ ହୋଇଥିବା ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଶେଷ ସୋପାନରେ ଉପନୀତ। ସଦ୍ୟ ତଥ୍ୟ କହେ ଲୋକଙ୍କ...

Advertisement
Archives

Model This Week