ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ ଦୁଇ ବହେନ୍‌ ଆର ଗୁଟେ ଭାଇ ରହୁଛନ୍‌। ବାପା ବନେ ବଛରକେତେ ହେଲା ଆରପାରକେ ଚାଲିଯାଇଛନ୍‌। ଘରେ ଆର କେହି ରୁଜଗାରିଆ ଲୋକ୍‌ ନଁାଇଁନ। ପରିବାରକେ ମାସିକ ମିଲୁଛେ ଦିବ୍ୟାଙ୍ଗ ଭତା ବାବ୍‌ଦେ ୭ଶହ, ମା’ର ଭତା ୫ଶହ ଆର ୩୫ କେ.ଜି. ଚାଉଲ। ଏତ୍‌କିରେ ପରିବାରଟା ଚଲ୍‌ଲାବେଲେ ଭିଡ଼ ହେଇଯାଉଛେ। ଇଆଡ଼େ ସରକାରୀ ଚାକିରୀ ଖଁଡ଼େର ଲାଗି ସୁରେନ୍ଦ୍ର ଭିନେ ଭିନେ ଅଫିସ କିଁଦ୍‌ରି ନିରାଶ ହେଇଛନ୍‌। ବରଗଡ଼ ଜିଲା ବିଜେପୁର ବ୍ଲକ ଅଂଚଲର ଝନେ ସାମାଜିକ କରମୀ ସୁରେନ୍ଦ୍ରକଁର ଅବସ୍‌ତା ଦେଖି ତାକର ଗୁଟେ ଭିଡିଓ ବନାବାର ସଂଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁଁ ଟ୍ବିଟର ଜରିଆରେ ଜନେଇଥିଲେ। ପ୍ରଧାନମନ୍ତ୍ରୀକଁର ଦପ୍‌ତରରୁ କିଛି ଉତର ନାଇଁ ମିଲିଥିଲାବେଲେ ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ବଲାଙ୍ଗୀର ଜିଲାପାଲକୁଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେବାକେ ନିରଦେଶ ଆସିଛେ। ଇ ନିରଦେଶ ଅନ୍‌ସାରେ ଟିଟିଲାଗଡ଼ ଉପଜିଲାପାଳକଁର କାର୍ଯ୍ୟାଳୟର ଚିଠି ନଂ.୧୯୩୧/ତା.୭ା୬ା୨୦୧୯ରେ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ସୁରେନ୍ଦ୍ରକୁଁ ଭିନେ ଭିନେ ସମିଆରେ ଦିଆଯାଇଥିବାର ସୁବିଧା ସୁଯୋଗ ବାବ୍‌ଦେ ଲେଖା ରହିଛେ। ସେ କେହେନ୍‌ସି ଗୁଟେ ସରକାରୀ ଚାକିରି ପାଏଲେ ତାକର ପରିବାର ଚଲେଇପାରତେ ବଲି ଆଶ୍‌ ରଖିଥିବାର ତଦଁତ୍‌ କରିଥିବାର କରମଚାରୀମାନେ ରିପୋର୍ଟରେ ଲେଖିଛନ୍‌। ଏହେଦେ ସୁରେନ୍ଦ୍ରକଁର ଝନେ ବହେନ୍‌ ସନ୍ତୋଷିନୀ ପକ୍ଷାଘାତରେ ପୀଡ଼ିତ ହେଇ ଘରେ ପଡ଼ିରହିଛନ୍‌। ଏହେଦେ ବାକି ରହିଲା ସରକାର ସୁରେନ୍ଦ୍ରକୁଁ କେଭେ ରୁଜଗାର ପଁଥା ଦେଉଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri