ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ ସିଲ୍‌ଭର ମେଟାଲର ବି ଭେରାଇଟି ବାଛିପାରିବେ। ଏଥିମଧ୍ୟରେ ରହିଛି ଆର୍ମଲେଟ୍‌, ରିଷ୍ଟ୍‌ଲେଟ୍‌, ପାୟଲ ଇତ୍ୟାଦି। ଆପଣ ଚାହିଁଲେ ଏହାକୁ କୁର୍ତ୍ତି, ଶାଢ଼ି କିମ୍ବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ପିନ୍ଧିପାରିବେ।
ଇୟର ରିଙ୍ଗ୍ସ-ଫ୍ୟାଶନ ଦୁନିଆରେ ପରିବର୍ତ୍ତନ ଚାଲିଛି। ଏବେ ଲଟ୍‌କନ୍‌ର ବଡ଼ ଇୟର ରିଙ୍ଗ୍ସ ଟ୍ରେଣ୍ଡରେ ରହିଛି। ଏଥିରେ ମିରର ଓ୍ବାର୍କ ପେଷ୍ଟ୍‌ କରାଯାଇଥାଏ। ଏହାର ତଳ ସାଇଡ୍‌ରେ ଘୁଙ୍ଗୁର ଲଗାଯାଇଥାଏ। ଏହା ଆପଣଙ୍କ କାନକୁ ଅଲଗା ଲୁକ୍‌ ଦେଇଥାଏ। ଟପ୍ସରୁ ଆରମ୍ଭକରି ଛୋଟ ବଡ଼ ବିଭିନ୍ନ ପ୍ରକାର ଇୟର ରିଙ୍ଗ୍ସ ଆପଣ ପାଇପାରିବେ। ମୁହଁର ସାଇଜ ହିସାବରେ ଆପଣ ଏହାକୁ ବାଛିପାରିବେ।
ସେଟ୍‌ – କେବଳ ଇୟର ରିଙ୍ଗ୍ସ ନୁହେଁ, ବେକରେ ମଧ୍ୟ ନେକ୍‌ଲେସ୍‌ ଲଗାଇବା ପାଇଁ ସମ୍ପୂର୍ଣ୍ଣ ସେଟ୍‌ ମାର୍କେଟରେ ମିଳୁଛି। ଲମ୍ବା ନେକ୍‌ଲେସ୍‌ରେ ବଡ଼ ପେଣ୍ଡେଣ୍ଟ ପିନ୍ଧିପାରିବେ। ଏହା ସହ ଡିଫରେଣ୍ଟ ଡିଜାଇନ ଆପଣଙ୍କୁ ବେଶ୍‌ ମାନିବ।
ଫିଙ୍ଗର ରିଙ୍ଗ୍‌ – ଫ୍ୟାଶନ ଟ୍ରେଣ୍ଡ ଅନୁସାରେ ଫିଙ୍ଗର ରିଙ୍ଗ୍‌ ମଧ୍ୟ ବିଭିନ୍ନ ଡିଜାଇନରେ ମାର୍କେଟରେ ଉପଲବ୍ଧ। ମିରର କାମ ଥିବା ଛୋଟ ଛୋଟ ରିଙ୍ଗ୍‌ ଏବଂ ସମ୍ପୂର୍ଣ୍ଣ ଫିଙ୍ଗରକୁ କଭର କଲା ଭଳି ରିଙ୍ଗ୍‌ ମଧ୍ୟ ମିଳୁଛି।
ଚୁଡ଼ି – ଏଥିରେ ସ୍ଲିମ୍‌ ଚୁଡ଼ିରୁ ଆରମ୍ଭକରି ବଡ଼ ବଡ଼ ଚୁଡ଼ି ସାମିଲ କରିପାରିବେ। ବ୍ରେସ୍‌ଲେଟ୍‌ ଭଳି କଡ଼ା ମଧ୍ୟ ଯୁବତୀମାନଙ୍କର ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri