ଫ୍ୟାଶନରେ ‘ହଂସୁଲି’

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା ଏକପ୍ରକାର ପାରମ୍ପରିକ ଗହଣା…

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା ଏକପ୍ରକାର ପାରମ୍ପରିକ ଗହଣା। କିନ୍ତୁ ସମୟ ବଦଳିବା ସହ ହଂସୁଲିର ଡିଜାଇନ୍‌ରେ ବି ସାମାନ୍ୟ ପରବର୍ତ୍ତନ ଦେଖାଗଲା। ଆଉ କେବଳ ସୁନା, ରୁପା ନୁହେଁ ଅନ୍ୟ ଧାତୁରେ ମଧ୍ୟ ଏହା ତିଆରି ହେଲା। କ୍ରମେ ପାରମ୍ପରିକ ଗହଣାରୁ ବାହାରି ଏହା ଏକ ପ୍ରକାର ଫ୍ୟାଶନ ଜୁଏଲେରିରେ ପରିଣତ ହେଲା, ଯାହାର ଚଳଣି ଏବେ ବି ଚାଲିଛି ଆଉ ଆଗକୁ ରହିବ ବୋଲି ମଧ୍ୟ ଆଶା କରାଯାଉଛି।

କେଉଁଠି କେଉଁଠି ପିନ୍ଧାଯାଏ ହଂସୁଲି: ମହାରାଷ୍ଟ୍ର ଏବଂ ଗୁଜରାଟର କେତେକ ସ୍ଥାନରେ ମହିଳାମାନେ ହଂସୁଲିକୁ ମୁଖ୍ୟ ଆଭୂଷଣ ଭାବେ ବେକରେ ପିନ୍ଧିଥାନ୍ତି। ସେହିପରି ଛତିଶଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବି ହଂସୁଲୀ ପିନ୍ଧିବାର ପରମ୍ପରା ରହିଛି। ତେବେ ସମୟାନୁସାରେ ହଂସୁଲି ଡିଜାଇନ୍‌ରେ ଅନେକ ପରିବର୍ତ୍ତନ ଆସିଥିଲେ ବି ଏହାର ମୂଳରୂପ ପ୍ରାୟ ସବୁଠି ସମାନ ରହିଥାଏ।

ହଂସୁଲିର ଡିଜାଇନ୍‌: ଗତିଶୀଳ ସମୟାନୁସାରେ ଏବେ ମାର୍କେଟରେ କେତେ ନୂଆ ନୂଆ ତଥା ଆକର୍ଷଣୀୟ ହଂସୁଲିର ସମ୍ଭାର ଦେଖିବାକୁ ମିଳୁଛି। ଏଠାରେ ସେମିତି କିଛି ପରମ୍ପରା ସହିତ ଜଡିତ ଥିବା ପାରମ୍ପରିକ ଓ ମଡର୍ନ ଡିଜାଇନ୍‌ର ହଂସୁଲି ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣ ଆପଣଙ୍କ ପରିଧାନ ସହ ମ୍ୟାଚିଂ କରି ପିନ୍ଧି ଟିକେ ଡିଫରେଣ୍ଟ ଲୁକ୍‌ ପାଇପାରିବେ।

ରୁପାର ହଂସୁଲି: ରୁପାରେ ତିଆରି ହଂସୁଲିର ଡିମାଣ୍ଡ ପୂର୍ବରୁ ଥିଲା ଆଉ ଏବେ ବି ଅଛି। ଏହାକୁ ମୁଖ୍ୟତଃ ଖଦି ପୋଷାକ ସହ ମ୍ୟାଚିଂ କରି ପିନ୍ଧିଲେ ଭଲ ମାନିଥାଏ।

ଫ୍ଲୋରାଲ୍‌ ଡିଜାଇନ୍‌ବାଲା ରୁପାର ହଂସୁଲି: ରୁପାର ହଂସୁଲି ଉପରେ ଫ୍ଲୋରାଲ୍‌ ବା ଫୁଲ ଡିଜାଇନ୍‌ର କାରୁକାର୍ଯ୍ୟ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏହା ମୁଖ୍ୟତଃ ହାଲ୍‌କା ରଙ୍ଗର ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ।

କୁନ୍ଦନ ଖଚିତ ସୁନାର ହଂସୁଲି:ଏହି ଡିଜାଇନ୍‌ର ହଂସୁଲିକୁ ବିଶେଷ କରି ଶାଢ଼ି ସହିତ ପିନ୍ଧିଲେ ହିଁ ପରଫେକ୍ଟ ଲୁକ୍‌ ମିଳିଥାଏ।

ମୋତି ଖଚିତ ହଂସୁଲି:ଏହି ହଂସୁଲି ରୟାଲ୍‌ ଲୁକ୍‌ ଦେଇଥାଏ। ପାର୍ଟି, ଫଙ୍କଶନ୍‌କୁ ଯିବାର ଥିଲେ ଶାଢ଼ି, ଲେହେଙ୍ଗା ସହ ଏହାକୁ ମ୍ୟାଚିଂ କରି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

ମୀନା କାମ ହୋଇଥିବା ହଂସୁଲି: ଏ ଧରଣର ହଂସୁଲି ରାଜସ୍ଥାନୀ ଆଉଟ୍‌ଫିଟ୍‌ ସହିତ ବେଶ୍‌ ଭଲ ମାନିଥାଏ। କାରଣ ଏଥିରେ ଯେଉଁ ରଙ୍ଗବେରଙ୍ଗର ମୀନା କାମ ହୋଇଥାଏ, ତାହା ରାଜସ୍ଥାନୀ ଲେହେଙ୍ଗା ସହିତ ମ୍ୟାଚିଂ କରି ପିନ୍ଧିଲେ ସୁନ୍ଦର ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri