ଫେରୁଛନ୍ତି ସଲମାନଙ୍କ ‘ମାୟା’

ମୁମ୍ବାଇ: ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଇରା ଖାଁ ଏବେ ଏବେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏହି ଷ୍ଟାର କିଡ୍‌। ଏହା ଏକ ଇଂରାଜୀ ନାଟକ ହୋଇଥିବା ବେଳେ ଏଥିରେ ସଲମାନଙ୍କ ସହ ଫିଲ୍ମ ‘ବଡିଗାର୍ଡ’ରେ ମାୟା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ହାଜେଲ କିଚ ଅଭିନୟ କରିବେ। ଇରା ତାଙ୍କ ଇନଷ୍ଟାଗ୍ରାମରେ ହେଜେଲଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଇରା ଆଣ୍ଠେଇ ପଡି ହେଜେଲଙ୍କୁ ନାଟକର ସ୍କ୍ରିପ୍ଟ ଦେଉଥିବା ଦେଖାଯାଇଛି। ଅଭିନେତ୍ରୀ ସାରିକା ଏଥିରେ ଥିଏଟର ପ୍ରଡ୍ୟୁସର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ କଟିଲା ଟିକେଟ୍, ଏବେ ମନ୍ତ୍ରୀ ପଦ ବି ଯିବ! କିଏ ସେହି ୨ ହେଭିୱେଟ୍ ନେତା ?

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ଟିକେଟ ବଣ୍ଟନକୁ ନେଇ ମୋଦି କ୍ୟାବିନେଟରେ ଅଦଳବଦଳ ହେବାର ଗୁଞ୍ଜରଣ ଆରମ୍ଭ ହୋଇଛି। ପ୍ରକୃତରେ, ମୋଦି ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ରାଜ୍ୟ ସଭା…

୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ୩ ନମ୍ବର ଭରସା ଯୋଗ୍ୟ ବ୍ୟାଟର କିଏ, ଜାଣନ୍ତୁ…

ମୁଲାନପୁର,୫ା୬ ଆସନ୍ତା ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଡବ୍ଲ୍ୟୁଟିସି ସାଇକେଲର ଅଂଶବିଶେଷ ନୁହେଁ। କିନ୍ତୁ ଭାରତୀୟ ଦଳର…

ଏମିତି ଭାବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣଇଲେ ମୋଦି

ନୂଆଦିଲ୍ଲୀ,୫।୬: ଶୁକ୍ରବାର (ଜୁନ ୫) ଦିନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ…

ବଦଳାଇବାକୁ ପଡିବ ଆମ ଅଭ୍ୟାସ: ଏହି କାରଣରୁ ବିଶ୍ୱ ପରିବେଶ ଦିବସ ନିରାଡମ୍ବର ଭାବେ ପାଳନ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲାସ୍ତରୀୟ…

ଚିହ୍ନ ବଦଳିଲା, ହେଲେ ଗାଡ଼ି ନମ୍ବର ବଦଳିଲା ନାହିଁ

ଧର୍ମଶାଳା,୫ା୬(ଶିବ ପ୍ରସାଦ ମହାନ୍ତି): ରାଜନୀତିରେ ରାଜନେତାମାନେ ନିଜର ଦବଦବା ଦେଖାଇ ଥାଆନ୍ତି। ରାଜ ଉଆସ ପରି ଘର ସାଙ୍ଗକୁ ନାମୀଦାମୀ ଅନେକ ଗାଡ଼ି ମଧ୍ୟ ବ୍ୟବହାର କରିଥାନ୍ତି…

ଆନ୍ନାମଲାଇ ଦଳ ଛାଡ଼ିବା ପରେ ବିଗିଡ଼ିଲା ଭାଜପାର ପ୍ଲାନ, ହାଇକମାଣ୍ଡ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (ଭାଜପା) ଭିତରେ ଅଶାନ୍ତି ରହିଛି। ରାଜ୍ୟର ଦଳର ପ୍ରମୁଖ ଚେହେରା ଏବଂ ଫାୟାରବ୍ରାଣ୍ଡ ନେତା, ପୂର୍ବତନ ରାଜ୍ୟ ସଭାପତି ଆନ୍ନମଲାଇ,…

ମୋଦି ସରକାର ଏକ ମାଷ୍ଟରପ୍ଲାନ: ୨୦୨୯ ନିର୍ବାଚନ ପୂର୍ବରୁ ବଦଳିଯିବ…

ନୂଆଦିଲ୍ଲୀ,୫।୬: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ, ଭାରତୀୟ ରାଜନୀତିର ସମଗ୍ର ମାନଚିତ୍ର ଏବଂ ଲୋକସଭା ଆସନର ଗଣିତକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର…

ମୋଦିଙ୍କୁ ନେଇ ଏମିତି କହିଲେ ଆନ୍ନାମଲାଇ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri