ପୌରକେଲା ଆଦିବାସୀ ଛାତ୍ରୀନିବାସ: ବିଦ୍ୟୁତ୍‌ ଅଭାବୁ କାଯ୍‌କ୍ଷମ ହେବାରେ ବିଲମ୍‌

କର୍ଲାମୁଣ୍ଡା, ୧୩ା୮ (ଡି.ଏନ୍‌.ଏ.):
ଆଦିବାସୀ ଛାତ୍ରୀମାନେ କେନ୍‌ଥେଇ ପାଠ୍‌ ପଢ଼ବାକେ ମନ୍‌ ବଲାବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସରକାର ସବୁ ବ୍ଲକରେ ଗୁଟେ ଗୁଟେ ଆଦିବାସୀ ଛାତ୍ରୀନିବାସ ତିଆର କରବାର ଘୋଷନା କରିଥିଲେ। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ସରକାରକଁର ଇ ମହତ୍‌ ଯୋଜନାମାନ ଫସର ଫାଟୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାରେ।
ସୂଚନା ଅନ୍‌ସାରେ ରାଏଜ୍‌ ସରକାରକଁର ହରିଜନ ଆଦିବାସୀ କଲ୍ୟାଣ ବିଭାଗ ତରଫୁ ପୌରକେଲାରେ ୧୦୦ ସିଟ୍‌ର ଗୁଟେ ଛାତ୍ରୀନିବାସର ତିଆରି କାମ୍‌ ୨୦୧୦-୧୧ ସାଲେ ଆରମ୍‌ ହେଇଥିଲା। ଉଦେଶ୍‌ ଥିଲା ଅଂଚଲର ଆଦିବାସୀ ଛାତ୍ରୀକୁଁ ଛାତ୍ରୀନିବାସରେ ରଖି ପାଠ୍‌ ପଢ଼ବାର ବେବସ୍‌ତା କରବାର। ସେନ୍‌ତା ଇ ଛାତ୍ରୀନିବାସରେ ୬ଷ୍ଠରୁ ୧୦ମ ଶ୍ରେଣୀ ତକ୍‌ ଛାତ୍ରୀକୁଁ ରଖ୍‌ବାର ଉଦେଶ୍‌ରେ ତିଆର ହେଇଛେ। ହେଲେ ଦୁଖର କଥା ଆଏଜ୍‌ତକ ଇ ଛାତ୍ରୀନିବାସ କାଯ୍‌କ୍ଷମ ନାଇଁ ହେଇପାରି। ଇ ବାବ୍‌ଦେ କର୍ଲାମୁଣ୍ଡା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧ୍‌କାରୀ ସୁନୀଲ କୁମାର କରକୁଁ ପଚରାଲାରୁ ଆଏଜ୍‌କେ ୬ ମାସ ହେଲା ଛାତ୍ରୀନିବାସର ଟ୍ରାନ୍ସଫର୍ମର ପୁଡ଼ିଯାଇଛେ। ବିଦ୍ୟୁତ ବିଭାଗ ସଂଗେ ବାରବାର ଯୋଗାଯୋଗ କଲେ ବି ଟ୍ରାନ୍ସଫର୍ମର ମରାମତି ନାଇଁ କରାଯିବାର। ଯେନ୍‌ଥିରଲାଗି ଛାତ୍ରୀନିବାସକେ କାଯ୍‌କ୍ଷମ କରବାରେ ବିଲମ୍‌ ହେଉଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଛାତ୍ରୀନିବାସ ଦାଇତିଅରେ ଥିବାର ବି.ଆର୍‌.ଆମ୍ବେଦକର ଉଚ୍ଚ ବିଦ୍ୟାପିଠର ପରଧାନ ଶିକ୍ଷକ ଶ୍ରୀବତ୍ସ ରଣାକୁଁ ପଚରାଲାରୁ ୪୧ ଝନ୍‌ ଛାତ୍ରୀକଁର ନଁା ଲେଖା ସରିଛେ, ବିଦ୍ୟୁତ ସମସିଆର ଲାଗି ଛାତ୍ରୀନିବାସରେ ଛାତ୍ରୀମାନକୁ ନୁହେ ରଖାଯାଏ ବଲି ସେ କହିଛନ୍‌। ଇ ବାବ୍‌ଦେ ବିଦ୍ୟାଲୟ ତରଫୁ ଗଲା ୨୮ା୭ା୨୦୧୯, ଚିଠି ନଂ. ୩୦ରେ ବିଦ୍ୟୁତ ସମସିଆ ବାବ୍‌ଦେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଲ ରାମପୁର, ଭବାନୀପାଟଣାକୁଁ ଚିଠି କରାଯାଇଥିବାର ଜନାଯାଇଛେ। ସେନ୍‌ତା ଇ ବାବ୍‌ଦେ ବିଦ୍ୟୁତ ବିଭାଗ ଏସ୍‌ଡିଓକୁଁ ପଚରାଲାରୁ ଇ ବାବ୍‌ଦେ ଜେଇକଁର ସଂଗେ କଥା ହେଇ ଯେତେ ଜଲଦି ହେବା ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri