ପକ୍ଷାଘାତରେ ପୀଡ଼ିତ:ଭତା, ଆବାସ ଯୋଜନାରୁ ବଁଚିତ ବିପିନ

 

ସୋନପୁର,୧୦ା୮(ନି.ପ୍ର):
ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ରେଙ୍ଗାଲି ପଁଚେତ୍‌ ଅଧୀନ ବିଶାଲପାଲି ଗଁାର ବିପିନ ମହାକୁର(୪୬)। ୨ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ସେ ଭିନ୍ନକ୍ଷମ ପାଲଟି ଯାଇଛନ୍‌। ତାକର ୨ ହାତ୍‌ଗୋଡ଼ କାମ୍‌ ନାଇଁ କରବାର। ଇଆଡ଼େ ଅଭାବ ଅନାଟନ ଲାଗି ସେ ଉଚ ଚିକିଛା ବି କରେଇ ନାଇଁପାରବାର। ତାକର ମାଏକିନା ସୁରେଖାକଁର ଅଭିଯୋଗ ଅନ୍‌ସାରେ ବିପିନକୁଁ ଆଏଜ୍‌ତକ ଭିନ୍ନକ୍ଷମ ଭତା ଆର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ନାଇଁ ମିଲିପାରି। ବିଭାଗୀୟ ଅଧ୍‌କାରୀକଁରନେ ଆବେଦନ କରି ସେ ନିରାଶ ହେଇଛନ୍‌। ଇ ଦମ୍ପତିକଁର ୨ ଝି’ ଆର ଗୁଟେ ପୁଓ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ବଡ଼ଖା ଝି’ ସୁଜାତା ମାଟ୍ରିକ୍‌ ପାସ୍‌ କଲା ଉତାରୁ ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ପରିବାରର ଜମିବାଡ଼ି ବଲି କିଛି ମୂଲରୁ ସୁଖ୍‌ବାସୀ ଆନ୍‌। ସହାଯ୍‌ ଆଶ୍‌ରେ ବିପିନକୁଁ ଧରି ପରିବାର ଲୋକ୍‌ ଜିଲାପାଲ ମୋନିଷା ବାନାର୍ଜୀକଁୁ ଗୁହାରି କରବାକେ ଆସିଥିଲେ। ଜିଲାପାଲ ସୋନପୁର ବିଡିଓକୁଁ ଇ ଦିଗେ ପଦକ୍ଷେପ ନେବାକେ ନିରଦେଶ ଦେଇଛନ୍‌। ଏନ୍‌ତାଥି ପରିବାର ଲୋକ୍‌ ବି ସରକାରୀ ସାହାଯ୍‌ ମିଲବା ବଲି ଆଶ୍‌ କରି ରହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ଅମରପାଲି/ବୀରମହାରାଜପୁର,୨୧।୫ (ପୀତାମ୍ବର ସାହୁ/ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି ।…

କର୍ଡାପାଲରେ ସରକାରୀ ଜମି ଜବରଦଖଲ: ଗୋଚର ଓ ଚାରଣ ଜମି ଉଚ୍ଛେଦ ଦାବିରେ…

ଅମରପାଲି, ୨୦।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର କର୍ଡାପାଲ ଗ୍ରାମରେ ସରକାରୀ ଗୋଚର ଓ ଚାରଣ ଜମି ଜବରଦଖଲ ହୋଇଥିବା…

୨୦ରେ ଔଷଧ ଦୋକାନ ବନ୍ଦ, ଜାଣନ୍ତୁ କ’ଣ ପାଇଁ…

ସୋନପୁର,୧୯।୫(ମୃତ୍ୟୁଞ୍ଜୟ ଶତପଥୀ): ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ଦୋକାନ ବନ୍ଦ ଆନ୍ଦୋଳନକୁ ସୁବର୍ଣ୍ଣପୁର ଜିଲା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ବୀରମହାରାଜପୁରରେ ପେଟ୍ରୋଲ-ଡିଜେଲ ଅଭାବ; ଅଧା ପମ୍ପ ବନ୍ଦ, ଅଧାରେ ଲମ୍ବା ଲାଇନ୍

ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri