ଦରଖଁଡ଼ିଆ ହେଇ ପଡ଼ିଛେ ଡାଇନିଂ ହଲ୍‌: ତଲେ ବସି ଖାଉଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୩।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ପଁଚେତ୍‌ ସଦରରେ ରହିଛେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦୁଆରା ପରିଚାଲିତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ। ହେଲେ ସ୍କୁଲରେ ଡାଇନିଂ ହଲ୍‌ ତିଆରି କାମ୍‌ ଅନେକ ଦିନୁ ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ସ୍କୁଲର ଶତାଧିକ୍‌ ଛାତ୍ରୀଛାତ୍ର ତଲେ ବସି ଖାଏଦ୍‌ ଖାଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୫୧ ସାଲେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ତରଫୁ ଅଂଚଲର ଆଦିବାସୀ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାର ସୁବିଧା ଲାଗି ମାଲପଡ଼ାରେ ଗୁଟେ ଆଶ୍ରମ ସ୍କୁଲର ଥାପନା କରାଯାଇଥିଲା। ଏହେଦେ ସ୍କୁଲରେ ୬ଷ୍ଠରୁ ଯୁକ୍ତ ଦୁଇ ବିଜ୍ଞାନ ଆର ବାଣିଜ୍ୟ ତକ୍‌ ପଢ଼ବାର ବେବସ୍‌ତା ରହିଛେ। ସେନ୍‌ତା ସ୍କୁଲରେ ମୋଟ ୭୫୦ ଛାତ୍ରୀଛାତ୍ର ରହି ପାଠ୍‌ପଢ଼ୁଛନ୍‌। ପାଠ୍‌ପଢ଼ାବାର ଲାଗି ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକ ରହିଥିଲେ ବି ୨୦୧୮ରୁ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛେ। ଯାଜପୁରରୁ ବିଷ୍ଣୁଚରଣ ମହାନ୍ତି ଆର ବଲାଙ୍ଗୀରରୁ ଚନ୍ଦ୍ରକାନ୍ତି ମିଶ୍ରକୁଁ ମାଲପଡ଼ା ସ୍କୁଲକେ ବଦଲି ହେଇଥିଲେ ବି ସେମାନେ କାଯ୍‌ରେ ଯୋଗ ନାଇଁଦେଇ। ଏନ୍‌ତାଥି ସ୍କୁଲର ଝନେ ଟିଜିଟି ଶିକ୍ଷକ ଦାଇତିଅରେ ରହିଛନ୍‌। ସେନ୍‌ତା ଛାତ୍ରୀଛାତ୍ରକଁର ସୁବିଧା ଲାଗି ଆଏଜ୍‌କେ ୪ ବଛର ତଲେ ଲକ୍ଷାଧିକ୍‌ ଟଁକା ଖରଚ୍‌ ଅଟକଲରେ ଗୁଟେ ଡାଇନିଂ ହଲ୍‌ ତିଆରି କାମ୍‌ ମୂଲ ହେଇଥିଲା। ହେଲେ ସେଟା ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ଛାତ୍ରୀଛାତ୍ର ଭିନେ ଭିନେ ଜାଗାରେ ବାହାରେ ବସି ଖାନାପିନା କରୁଛନ୍‌। ସ୍କୁଲର ଛାତ୍ରୀଛାତ୍ର ଅନେକ ଦିନ ହେଲା ଡାଇନିଂ ହଲ୍‌ ଲାଗି ଦାବି କରି ଆସୁଥିଲେ ବି କେହି ତାକର କଥା ନାଇଁ ଶୁନବାର ବଲି ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବଲାଙ୍ଗୀର ଡିଡବ୍ଲୁଓ ପରମାନନ୍ଦ ପୃଷ୍ଟିକୁଁ ପଚ୍‌ରାଲାରୁ ଆମେ ଡାଇନିଂ ହଲ୍‌ କାମ୍‌ ପୂରା କରବାକେ ଖପ୍ରାଖୋଲ ବିଡିଓକୁଁ ଚିଠି ଲେଖିଛୁଁ। କାମ୍‌ କେତେଦୂର ହେଇଛେ ସେଟାକେ ଦେଖି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ହେଲେ ଛାତ୍ରୀଛାତ୍ରକଁର ସୁଆରଥ୍‌କେ ଦେଖି ସ୍କୁଲରେ ଝନେ ଥାଇ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷକୁଁ ନିଯୁକ୍ତି ଦେବାର ସଂଗେ ଡାଇନିଂ ହଲ ପୂରା କରବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri