ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ

ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ ପିଲାଙ୍କ ଏକ ସୁନ୍ଦର ଭବିଷ୍ୟତ ଯଥା ସେମାନଙ୍କୁ ସାରା ଜୀବନ ଖୁସିରେ ରଖିବା ପାଇଁ ତରୁଣ (ଟିନ୍‌) ବୟସ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶିଖାନ୍ତୁ। ଯାହା ଆପଣଙ୍କୁ ପରବର୍ତ୍ତୀ ସମୟରେ ନିର୍ଭୟ ରଖିବ।

କେଶ ସଫା କରିବା: ପିଲାଙ୍କୁ ୧୩ ବର୍ଷ ପୂର୍ବରୁ ସଫା ରହିବା ଶିଖାନ୍ତୁ। ଅଧିକାଂଶ ମା’ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ କେଶ ଧୋଇବା ବା ଏକା କୌଣସି କାମ କରିବାକୁ ଦେଇ ନ ଥାନ୍ତି। ତେବେ ଆପଣଙ୍କ ପିଲାଙ୍କ ଭଲ ପାଇଁ ସେମାନଙ୍କୁ ଏହି ସବୁ କଥା ଶିଖାଇବା ନିହାତି ଜରୁରୀ ହୋଇଥାଏ।

କପଡ଼ା ସଫା: ପିଲାଙ୍କୁ କପଡ଼ା ସଫାକରିବା ସିଖାନ୍ତୁ। ଆପଣ ଉପସ୍ଥିତ ରହି କେତେ ଡିଟର୍ଜେଣ୍ଟ ପାଉଡର ପକାଇବେ, କିପରି ଦାଗ ଛଡ଼ାଇବେ ଶିଖାନ୍ତୁ।

ଡାଏରି ମେଣ୍ଟେନ୍‌: ପିଲାଙ୍କୁ ଡାଏରି ଲେଖିବା ଶିଖାନ୍ତୁ। କାରଣ ଏହା ଫଳରେ ସେମାନେ ପରିବାର ସହ ଭାବାତ୍ମକ ଭାବେ ଯୋଡି ହୋଇପାରିବେ।

ଜଳଖିଆ ପ୍ରସ୍ତୁତି: ନିଜ ପିଲାଙ୍କୁ ଖାଦ୍ୟର ମୂଲ୍ୟ ଓ ରୋଷେଇ ଘରେ ରହି କାମ କରୁଥିବା ଲୋକର କଷ୍ଟ ଅନୁଭବ କରିବା ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ଶିଖାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri