ଡେଙ୍ଗୁ ଭୂତାଣୁ ଡିଇଏନ୍‌ଭି-୨

ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱରେ କରୋନା ତା’ର କରାଳ ରୂପ ଦେଖାଇ ଚାଲିଛି। ଅବଶ୍ୟ କେତେକ ଦେଶରେ ଏହା ନିୟନ୍ତ୍ରଣକୁ ଆସିଥିବା ବେଳେ ଏହାର ନୂଆ ରୂପ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ଡେଙ୍ଗୁ ତାହାର ମଧ୍ୟ କାୟା ବିସ୍ତାର କରିଛି। ଡେଙ୍ଗୁର ନୂଆ ରୂପ ଭାବରେ ‘ଡିଇଏନଭି-୨’ ଭୂତାଣୁ ମାନବ ସମାଜ ପାଇଁ ଅଧିକ କ୍ଷତିକାରକ ବୋଲି ଜଣାପଡିଛି। ସାଧାରଣତଃ ଘରର ଆଖପାଖରେ ପାଣି ଜମି ରହିଲେ ଡେଙ୍ଗୁ ପାଇଁ ଦାୟୀ ଏଡିସ୍‌ ମଶା ସେମାନଙ୍କର ବଂଶ ବିସ୍ତାର କରିଥାଆନ୍ତି। ଏହି ନୂତନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଅଧିକ ଜ୍ୱର ହେବା ସହ ସେମାନଙ୍କଠାରେ ରକ୍ତସ୍ରାବ ମଧ୍ୟ ଦେଖାଦିଏ। ଏହା ସହ ବାନ୍ତି ଲାଗିବା, କାମ କରିବାକୁ ଆଗ୍ରହ ନ ଲାଗିବା, ଆଣ୍ଠୁ ଗଣ୍ଠି ଭୀଷଣ ପୀଡ଼ା ହେବା ଆଦି ଲକ୍ଷଣମାନ ମଧ୍ୟ ଦେଖାଦିଏ। ପୂର୍ବରୁ ଡେଙ୍ଗୁ କିମ୍ବା ଡାଇବେଟିସ୍‌ରେ ଆକ୍ରାନ୍ତ ଥିବା ଲୋକଙ୍କୁ ଯଦି ଏହି ଭୂତାଣୁ ଥିବା ମଶା କାମୁଡ଼େ, ତେବେ ସେହି ରୋଗୀଙ୍କ ଅବସ୍ଥା ଭୟଙ୍କର ହେବାର ଆଶଙ୍କା ରହିଛି। ତେଣୁ ନିଜେ ରହୁଥିବା ପରିବେଶକୁ ପରିଷ୍କାର ରଖିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଶୋଇବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବା, ମଶାରି ଟାଣି ଶୋଇବା ଦରକାର। ଏଣୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ମାତ୍ରେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ‘ଗେମ-ଚେଞ୍ଜର’ ହେବ TVK! ସବୁଠାରୁ ବଡ଼ ଦଳ ଭାବେ ଉଭା ହେବ…

ଚେନ୍ନାଇ,୪।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ, ଅଭିନେତା ବିଜୟ ଥାଲାପତିଙ୍କ ଦଳ TVK, ଏକକ ବୃହତ ଦଳ…

ରାସ୍ତାରେ ଶୋଇଥିବା ଷଣ୍ଢପଲ ଉପରେ ମାଡ଼ିଗଲା ହାଇଓ୍ବା, ତାତିଲେ ଲୋକେ, ଗାଡ଼ିରେ ଲଗାଇଦେଲେ ନିଆଁ

ଚାନ୍ଦବାଲି,୪ା୫(ଅଶୋକ ପଣ୍ଡା): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡ଼ିଗଲା ହାଇଓ୍ବା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏପରି ଘଟିଛି। ସୂଚନାନୁଯାୟୀ,…

ପଶ୍ଚିମବଙ୍ଗରେ ସେଞ୍ଚୁରୀ ମାରିଲା BJP, କେରଳରେ ସରକାର ଗଢିବ କଂଗ୍ରେସ!

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୦୦ଟି ଆସନ ପାଇଁ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଭାଜପା୧୦୩ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୦୩ଟି ଆସନରେ ଆଗୁଆ…

West Bengal Election Results 2026: ଆସିଲା ପ୍ରଥମ ଟ୍ରେଣ୍ଡ୍‌, ଜାଣନ୍ତୁ କିଏ ଆଗରେ…

କୋଲକାତା,୪ା୫: ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରଥମ ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି। ଟ୍ରେଣ୍ଡରେ କେଉଁ ଦଳ ଆଗୁଆ ଅଛି…

ଭବାନିପୁରରେ ମମତା ପଛରେ, ଆସାମରେ ହିମନ୍ତଙ୍କ ହ୍ୟାଟ୍ରିକ!

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନର ଫଳାଫଳ ଆଜି ଘୋଷଣା କରାଯିବ। ରାଜ୍ୟର ୭୭ଟି ଗଣତି କେନ୍ଦ୍ରରେ ସକାଳ ୮ଟାରେ ଅତ୍ୟନ୍ତ କଡ଼ା…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

କାର୍‌ ରଖି ଚାହୁଁଚାହୁଁ ଟ୍ରେନ୍‌ ସାମ୍ନାକୁ ଦୌଡ଼ିଗଲେ କ୍ରୀଡ଼ା ଶିକ୍ଷକ, ଏବେ ଟ୍ରାକ୍‌ରେ ପଡ଼ିଛି ମୃତଦେହ

ବଲାଙ୍ଗୀର,୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୁଡ଼ପଡ଼ା ଗ୍ୟାସ ଗୋଦାମ ନିକଟ ରେଳ ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୋମବାର ସକାଳେ ଦେଖାଯାଇଛି। ମୃତ ବ୍ୟକ୍ତି ଜଣକ…

ପଶ୍ଚିମବଙ୍ଗ-ଆସାମରେ ଗେରୁଆର ସୂର୍ଯ୍ୟୋଦୟ; ଷ୍ଟାଲିନ ହୋଇପାରନ୍ତି ଷ୍ଟାର

ନୂଆଦିଲ୍ଲୀ,୪।୫: ହରିୟାଣା, ମହାରାଷ୍ଟ୍ର ଏବଂ ବିହାରରେ ବଡ଼ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ଏବେ ପଶ୍ଚିମବଙ୍ଗ ଉପରେ ନଜର ରଖିଛି। ସମସ୍ତଙ୍କ ନଜର ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri