Posted inଖେଳ

ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସପକ୍ଷରେ ଦାଦା

ନୂଆଦିଲ୍ଲୀ,୧୬।୭: ୟୁକେରେ ଥିବା ଟିମ୍‌ ଇଣ୍ଡିଆର ଖେଳାଳିମାନେ ଛୁଟିରେ ଥିବାବେଳେ କୋଭିଡ୍‌ ଲାଗି ଉଦ୍ଧିଷ୍ଟ ନିୟମର ପାଳନ କରି ନ ଥିଲେ। ଫଳରେ ରିଷଭ ପନ୍ତଙ୍କ ସମେତ ଜଣେ ଆସିଣ୍ଟାଣ୍ଟ କୋଚ୍‌ ସଂକ୍ରମିତ ହୋଇ ଆଇସୋଲେଶନରେ ଅଛନ୍ତି। ଏହି ଘଟଣାରେ ଭାରତୀୟ ଖେଳାଳିଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି।

ଦର୍ଶକଙ୍କ ଉପସ୍ଥିତିରେ ୟୁରୋ ଚାମ୍ପିୟନଶିପ୍‌ ଓ ଓ୍ବିମ୍ବେଲଡନ ଓପନ ଖେଳାଯାଇଥିଲା। ପରିସ୍ଥିତି ସହ ନିୟମ ବଦଳୁଛି (ଭେନ୍ୟୁରେ ଦର୍ଶକଙ୍କୁ ଅନୁମତି)। ଖେଳାଳିମାନେ ଛୁଟିରେ ଥିଲେ। ସବୁବେଳେ ମାସ୍କ ପିନ୍ଧିବା ସମ୍ଭବ ନୁହେଁ ବୋଲି ଆଗାମୀ ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ଲାଗି ମସ୍କଟରେ ଥିବା ଗାଙ୍ଗୁଲି କହିଛନ୍ତି। ତେବେ ପନ୍ତ ଓ ସଂକ୍ରମିତ ସଦସ୍ୟମାନେ ସମୟରେ ସୁସ୍ଥ ହୋଇଯିବେ ବୋଲି ଆତ୍ମବିଶ୍ୱାସ ସହ କହିଛନ୍ତି ଦାଦା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ମାତ୍ର ୧୫ ବର୍ଷ ବୟସରେ ଏତିକି କୋଟି ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୫।୬:ନିକଟରେ ଶେଷ ହୋଇଥିବା IPLରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥମୁନି ଚର୍ଚ୍ଚା। କେବଳ ଲୋକପ୍ରିୟତା ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ…

୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ୩ ନମ୍ବର ଭରସା ଯୋଗ୍ୟ ବ୍ୟାଟର କିଏ, ଜାଣନ୍ତୁ…

ମୁଲାନପୁର,୫ା୬ ଆସନ୍ତା ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଡବ୍ଲ୍ୟୁଟିସି ସାଇକେଲର ଅଂଶବିଶେଷ ନୁହେଁ। କିନ୍ତୁ ଭାରତୀୟ ଦଳର…

ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଟି-୨୦ ଅଧିନାୟକତ୍ୱ ଯିବା ପଛରେ ଷଡ଼ଯନ୍ତ୍ର! ପଦ ଯିବା ପଛର ୩ ଅସଲ କାରଣ, ଜାଣନ୍ତୁ …

ନୂଆଦିଲ୍ଲୀ,୫।୬: ତିନି ମାସ ପୂର୍ବେ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ଅଧିନାୟକଙ୍କ ଅଧିନାୟକତ୍ୱ କାଢ଼ି ନିଆଯାଇଛି। ସୂର୍ଯ୍ୟକୁମାର ଯାଦବ ଆଉ ଭାରତୀୟ ଟି-୨୦ ଦଳର ଅଧିନାୟକ…

ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, ହେଉଛି ଖୁବ ଚର୍ଚ୍ଚା

ଇସଲାମାବାଦ,୫।୬: ପାକିସ୍ତାନ ପ୍ରାୟତଃ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରେ, କିନ୍ତୁ ସାରା ବିଶ୍ୱରେ କିମ୍ବଦନ୍ତୀ କ୍ରିକେଟରମାନେ ବିରାଟଙ୍କୁ ବହୁତ ଶ୍ରେଷ୍ଠ ବୋଲି ଦର୍ଶାଇ…

‘ଯଦି ସେ ଏବେ ସ୍କୁଲରେ ଥାଆନ୍ତେ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପ୍ୟାଟ କମିନ୍ସ ହେଉଛି ଆଲୋଚନା

ନୂଆଦିଲ୍ଲୀ,୫।୬: ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ 2026 ରେ ଏକ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ…

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri