୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ ଅସ୍ଥିଶଲ୍ୟ ବିଭାଗର ଜଣେ ଫ୍ୟାକଲ୍ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଉକ୍ତ ୯୨ ଜଣ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ଜଣେ ଫ୍ୟାକଲ୍ଟି, ୨ ରେସିଡେଣ୍ଟ ଡାକ୍ତର, ୧୩ ନର୍ସିଂ ଷ୍ଟାଫ୍‌, ୪୫ ସିକ୍ୟୁରିଟି ଗାର୍ଡ, ୧୨ ପରିମଳ କର୍ମଚାରୀ ଓ ଆହୁରି କେତେଜଣ ଟେକ୍ନିସିଆନ୍‌, ହସ୍ପିଟାଲ ଆଟେଣ୍ଡାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି। ତେବେ ସଂକ୍ରମିତ ହୋଇଥିବା ୯୨ ଜଣଙ୍କ ମଧ୍ୟରୁ କେତେଜଣ ସୁସ୍ଥ ହୋଇ ସେମାନଙ୍କ କାମରେ ଯୋଗ ଦେଲେଣି ବୋଲି କହିଛନ୍ତି ଏମ୍ସର ମେଡିକାଲ ସୁପରିଣ୍ଡେଣ୍ଡେଣ୍ଟ ଡାକ୍ତର ଡି. କେ. ଶର୍ମା। ତେବେ ହସ୍ପିଟାଲରେ ଥିବା ସମୟରେ ସମସ୍ତ ରୋଗୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରିବାଗ୍‌ରେ ଏଲିଅନ୍‌: ସୋସିଆଲ ମିଡ଼ିଆରେ ଭାଇରାଲ…

ହଜାରିବାଗ୍‌,୩୧।୫: ଏଲିଅନ୍‌ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବାରେ ଲାଗିଛି। ଏବେ ଝାଡ଼ଖଣ୍ଡର ହଜାରିବାଗ୍‌ରେ ଏଲିଅନ୍‌ ଦେଖାଦେଇଥିବା ନେଇ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଜାରି...

ଆଉ କିଣିବାକୁ ପଡ଼ିବନି ଔଷଧର ପୂରା ଷ୍ଟ୍ରିପ୍‌, ପ୍ରତି ଟ୍ୟାବଲେଟରେ ରହିବ ଏକ୍ସପାୟର ସମୟ…

ନୂଆଦିଲ୍ଲୀ,୨୫।୫ : ବର୍ତ୍ତମାନ ଆଉ ଗ୍ରାହକଙ୍କୁ ଔଷଧର ସମ୍ପୂର୍ଣ୍ଣ ଷ୍ଟ୍ରିପ୍‌ କିଣିବାକୁ ପଡିବ ନାହିଁ। ଯେତିକି ଆବଶ୍ୟକ ସେତିକି ଔଷଧ ଗ୍ରାହକ କିଣିବେ। ଏହା ସହିତ...

ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ

ନୂଆଦିଲ୍ଲୀ,୨୦ା୮ : ଅଦାଲତ ଅବମାନନା ମାମଲାରେ ଦଣ୍ଡବିଧାନର ଦିନକ ପୂର୍ବରୁ ବରିଷ୍ଠ ଆଇନୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ...

୨ ହାତ ବାନ୍ଧି ରାକେଶ୍ୱରଙ୍କୁ ପ୍ରଜାକୋର୍ଟରେ ହାଜର କରିଥିଲେ ମାଓବାଦୀ

ନୂଆଦିଲ୍ଲୀ,୮।୪: କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଛାଡିବା ପୂର୍ବରୁ ମାଓବାଦୀମାନେ ଜଙ୍ଗଲ ନିକଟସ୍ଥ ଗାଁରେ ପ୍ରଜାକୋର୍ଟ କରିଥିଲେ। ପ୍ରଜାକୋର୍ଟରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଦୁଇ...

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

କୋଲକାତା,୮।୭ : ଶନିବାର ପଶ୍ଚିମବଙ୍ଗରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନ ସମ୍ପର୍କରେ ବହୁ ଅଞ୍ଚଳରେ ହିଂସା ଓ ସଂଘର୍ଷ...

ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୩୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ପ୍ରଥମେ ମୋଦି ନର୍ମଦା ଜିଲାର କେବଡିୟା ପହଞ୍ଚି...

ତୁମକୁ ନ ପାଇଲେ ଗଳା କାଟିଦେବି

କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍‌ବୁକ୍‌ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା...

ଗାଧୁଆ ଘରେ ପଡିଯାଇ ଆହତ ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କରେ ବଡ ଖବର ସାମ୍ନାକୁ ଆସିଛି। ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି କି ତାଙ୍କ ମେରୁଦଣ୍ଡ ହାଡରେ...

Advertisement
Archives

Model This Week